ଆତଙ୍କବାଦୀଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ୨୬ ଥର ଆବେଦନ କରିଛି:

ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର  ହତ୍ୟା ପରେ କାନାଡା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ବିନା ପ୍ରମାଣରେ କାନାଡା ଭାରତ ଉପରେ ଦୋଷ ଲଦି ଚାଲିଛି । ଏପରିକି ଭାରତ ଆସୁଥିବା ନାଗରିକ ମାନଙ୍କ ପାଇଁ କାନାଡା ଉପଦେଶାବଳୀ ଜାରି କରିଛି । ଭାରତର ବିଭିନ୍ନ ସ୍ଥାନକୁ ନଯିବା…

ଇଲେକ୍ଟ୍ରିସିଆନ ଠିକାଦାର ହେବାକୁ ଯାଇ ହେଇଗଲା ଆତଙ୍କବାଦୀ ଠିକାଦାର

କାଶ୍ମୀର ଅନନ୍ତନାଗ ଗଡୁଲ ଜଙ୍ଗଲରେ ସାତଦିନ ଧରି ଚାଲିଥିବା ଅପରେସନ ଗତ ମଙ୍ଗଳବାର ଶେଷ ହୋଇଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ  ଉଜେର ଖାନର ଶବ ଉଦ୍ଧାର କରାଯାଇଛି । ତା ସହ ମିଳିଥିବା ଆଉ ଏକ ଆତଙ୍କବାଦୀର  ଶବ ଚିହ୍ନଟ ହୋଇପାରିନାହିଁ । ଉଜେର ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର…

ମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ । କରାଚି ବାସିନ୍ଦା ଏରିକା ରବିନ୍ 'ମିସ୍ ୟୁନିଭର୍ସ ପାକିସ୍ଥାନ 2023' ଟାଇଟଲ୍ ଜିତିଥିଲେ । ଏହି ଟାଇଟଲ୍ ହାସଲ କରିବାରେ ସେ ପାକିସ୍ତାନର ପ୍ରଥମ ମହିଳା କିନ୍ତୁ  ତାଙ୍କ ଦେଶର ଲୋକମାନେ…

ଭାରତର ନୂଆ ମିସାଇଲ ରେଜିମେଣ୍ଟ ‘ପ୍ରଳୟ’

 ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି । ଏହାକୁ  କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ଏହା ପାକିସ୍ତାନରେ ଉପସ୍ଥିତ ଥିବା ଆତଙ୍କବାଦୀ…

ଏଲୋନ୍ ମସ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି

ଏଲୋନ୍ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍ ସେବା କମ୍ପାନୀ ‘ଷ୍ଟାରଲିଙ୍କ’ ଭାରତରେ ପ୍ରବେଶ କରିବାକୁ ଯାଉଛି । ପୂର୍ବରୁ ଲାଇସେନ୍ସ ଅଭାବରୁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଷ୍ଟାରଲିଙ୍କ୍ ଜିଓ ଏବଂ ଏୟାରଟେଲ ଉଭୟଙ୍କ ପାଇଁ ଚିନ୍ତାର କାରଣ ହେଇପାରେ । କାରଣ ସେମାନେ ସାଟେଲାଇଟ…

ଭାରତ-ଶ୍ରୀଲଙ୍କା ଫାଇନାଲ ହିସାବ କିତାବ

ରବିବାର ଦିନ କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଅନ୍ତିମ ମ୍ୟାଚ୍ ଖେଳାଯିବ ।  ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇ ଦଳ ମଧ୍ୟରେ ଏହା ଅଷ୍ଟମ ଫାଇନାଲ ମ୍ୟାଚ୍ ହେବ । ଏସିଆ କପ୍ ବ୍ୟତୀତ ଉଭୟ ଦଳ ୧୨ ଟି  ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିଛନ୍ତି ।  …