Browsing Category

ଦେଶ ବିଦେଶ

ଚୀନ୍ , ପାକିସ୍ତାନର ଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନାରେ ସାମିଲ ହେବ ଅଧିକ ‘ନେତ୍ର-୧’ । ଅତ୍ୟାଧୁନିକ…

କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ତଥା ଦୁଇ ଦେଶର କୂଟଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନା ହେବ ଆହୁରି ମଜବୁତ । ଏଥିପାଇଁ ବାୟୁସେନା କିଣିବ ୬ଟ ଶକ୍ତିଶାଳୀ ‘ମେଡ ଇନ୍ ଇଣ୍ଡିଆ’ ‘ନେତ୍ର -୧’ ଲଢୁଆ ବିମାନ । ବାୟୁସେନା ଅଧିକାରୀଙ୍କ ସୂଚନା…
Read More...

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ : ମୋହାଲିରେ ହେବ ପ୍ରଥମ ମ୍ୟାଚ୍; ରାହୁଲଙ୍କ ନେତୃତ୍ୱରେ ଖେଳିବ ଦଳ

କନକ ବ୍ୟୁରୋ : ଆଜିଠୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପଞ୍ଜାବର ମୋହାଲିରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ମଧ୍ୟାନ ସାଢେ ଗୋଟାଏ ସମୟରେ ଖେଳ ଆରମ୍ଭ ହେବ । ତେବେ ପ୍ରଥମ ଦୁଇ ମ୍ୟାଚରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି,…
Read More...

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ବଡ ଖୁଲାସା । ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବଗୋଷ୍ଠୀ…

କନକ ବ୍ୟୁରୋ : ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦ ବର୍ଷ ମଧ୍ୟରେ ଦେଶର ଲୋକଙ୍କର ସଂଚୟ ତଳସ୍ତରକୁ ଆସିଛି । ଏହାସହ ଲୋକଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢିବାରେ ଲାଗିଛି । ଏବେ ପୁଣି ଦେଶର ବେରୋଜଗାରକୁ ନେଇ ଏକ ବଡ ରିପୋର୍ଟ ଆସିଛି । ଦେଶରେ ଥିବା ୨୫ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀଙ୍କ…
Read More...

ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି…

କନକ ବ୍ୟୁରୋ : ରାଜନୀତିର ଷ୍ଟଂଟ । ରାହୁଲଙ୍କ କୁଲି ବେଶ । ଦିଲ୍ଲୀ ଆନନ୍ଦ ବିହାର ରେଲୱେ ଷ୍ଟେସନ ଗଲେ । କୁଲିଙ୍କ ସହ ସମୟ ବିତାଇଲେ । କୁଲିଙ୍କ ଭଳି ଲାଲ ରଙ୍ଗର ସାର୍ଟ ପିନ୍ଧି ମୁଣ୍ଡରେ ସୁଟକେଶ୍ ଧରି ଚାଲିଲେ । ରାହୁଲଙ୍କ ଏହି ଫଟୋ ଓ ଭିଡିଓକୁ ନିଜେ ରାହୁଲ ଓ ୟୁଥ୍ କଂଗ୍ରେସ…
Read More...

ଦୁନିଆ ଦେଖିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱର ନର୍ମଦା କୂଳରେ…

କନକ ବ୍ୟୁରୋ : ଉଦଘାଟିତ ହୋଇଛି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ସ୍ଥାପନା କରାଯାଇଥିବା ଏହି ବିଶାଳକାୟ ମୂର୍ତ୍ତି ର୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉଦଘାଟନ କରିଛନ୍ତି । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ…
Read More...

ସୂର୍ଯ୍ୟୋଦୟ ଅପେକ୍ଷାରେ ଭାରତର ମିଶନ ଚନ୍ଦ୍ରଯାନ-୩ । ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ନେଇ ଆଶାବାଦୀ ଇସ୍ରୋ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ପୁଣି ଆରମ୍ଭ ହେବ ହଲଚଲ । ପୁଣି ସକ୍ରିୟ ହୋଇ ଉଠିବ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ଗୁରୁବାର ଶିବଶକ୍ତି ପଏଂଟରେ ପୁଣି ଚମକି ଉଠିବ ଭାରତର ମିଶନ ଚନ୍ଦ୍ରଯାନ-୩ । ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର 'ବିକ୍ରମ' ଓ ରୋଭର 'ପ୍ରଜ୍ଞାନ'କୁ ସ୍ଲିପ୍ ମୋଡକୁ…
Read More...

କାନାଡାରେ ପୁଣି ଗ୍ୟାଙ୍ଗୱାର । ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂଙ୍କୁ ହତ୍ୟା, ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ…

କନକ ବ୍ୟୁରୋ : କାନାଡାର ୱିନିପେଗ୍ ସିଟିରେ ଆକ୍ରମଣକାରୀଙ୍କ ଗୁଳିରେ ନିପାତ ହୋଇଛି ଖଲିସ୍ତନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂ ଓରଫ ସୁଖା । । ସୁଖାର ଫଟୋ ଭାରତୀୟ ତଦନ୍ତକାର ସଂସ୍ଥା ଏନଆଇଏ ଦିନକ ତଳେ ଜାରି କରିଥିଲା । ଏହି ତାଲିକାର ୩୩ ନମ୍ବରରେ ଥିବା ଗ୍ୟାଙ୍ଗଷ୍ଟର ଘର ହେଉଛି ପଞ୍ଜାବର…
Read More...

ଭାରତ ସରକାରଙ୍କ କଡା ନିଷ୍ପତି । କାନାଡାବାସୀଙ୍କ ପାଇଁ ଭିସା ବ୍ୟବସ୍ଥା ବାତିଲ କଲେ ଭାରତ ସରକାର

କନକ ବ୍ୟୁରୋ : ବଢିଚାଲିଛି ଭାରତ-କାନାଡା ବିବାଦ । ଏହାରି ଭିତରେ କାନାଡ ଉପରେ ବଡ଼ ଆକ୍ସନ ନେଇଛି ଭାରତ । ଭିସା ବ୍ୟବସ୍ଥାକୁ ସସପେଣ୍ଡ କରିବା ସହ ନାଗରିକଙ୍କ ଏଂଟ୍ରି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ପ୍ରଥମେ ଉଭୟ ଦେଶ କୂଟନୀତିଜ୍ଞଙ୍କୁ ନିଲମ୍ବନ କରିବା ପରେ ଏବେ ଭାରତ କାନାଡା…
Read More...

୨୦୨୯ ପୂର୍ବରୁ ଲାଗୁ ହେବ ମହିଳା ସଂରକ୍ଷଣ ବିଲ୍ । କଂଗ୍ରେସ କହିଲା, ଚାହିଁଲେ ତୁରନ୍ତ ସଂଶୋଧନ ବିଲ୍ ଲାଗୁ କରିପାରିବେ…

କନକ ବ୍ୟୁରୋ : ନୂଆ ସଂସଦ ଭବନରେ ୫ ଦିନର ସ୍ୱତନ୍ତ୍ର ଅଧିବେଶନ କେବଳ ମହିଳା ସଂରକ୍ଷଣ ନାଁରେ ରହିଲା । ସଂସଦ ଇତିହାସରେ ପ୍ରଥମଥର ପାଇଁ ଲୋକସଭାରେ କୌଣସି ବିଲ୍ ୪୫୪ ବନାମ ୨ ବହୁମତରେ ପାରିତ ହୋଇଛି । ସଂସଦରେ ଉପସ୍ଥିତ ପ୍ରାୟ ସବୁ ଦଳର ନେତା ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ।…
Read More...

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୧୦ ଗୁଣା ଅଧିକ…

କନକ ବ୍ୟୁରୋ : ରେଳ ବୋର୍ଡ ତରଫରୁ ରେଳ ଦୁର୍ଘଟଣାରେ ମିଳୁଥିବା ସହାୟତା ରାଶିକୁ ୧୦ ଗୁଣା ବୃଦ୍ଧି କରିଛନ୍ତି । ଏବେ ଯଦି କେହି ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପରିବାରକୁ ୫୦ ହଜାର ଟଙ୍କା ବଦଳରେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିଭଳି ଗୁରୁତର ହୋଇଥିବା ଲୋକଙ୍କୁ ୨୫…
Read More...