Browsing Category

ଦେଶ ବିଦେଶ

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ ହେବ ସାଧାରଣ ନିର୍ବାଚନ

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ତରଫରୁ ପାକିସ୍ତାନର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି କି, ଦେଶରେ ୨୦୨୪ ଜାନ୍ରୁଆରୀ ମାସ ଶେଷ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ନିର୍ବାଚନ କ୍ଷେତ୍ର ସୀମା ନିର୍ଦ୍ଧାରଣ ନେଇ ହୋଇଥିବା…
Read More...

ଟ୍ରକ୍ ଡ୍ରାଇଭର, ଗ୍ୟାରେଜ କର୍ମଚାରୀଙ୍କ ପରେ ରାହୁଲଙ୍କ କୁଲି ଅବତାର । ରେଲୱେ କୁଲିଙ୍କ ସହ ମିଶି ଉଠାଇଲେ ବୋଝ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଦିନ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ପହଂଚି ସେଠାରେ କାମ କରୁଥିବା କୁଲିଙ୍କୁ ଭେଟିଥିଲେ । ସେଠାରେ ସେ କୁଲିଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଏହି କ୍ରମରେ ରାହୁଲ ଗାନ୍ଧୀ କୁଲିଙ୍କ ନାଲି ଡ୍ରେସ ପିନ୍ଧି କୁଲିଙ୍କ ଭଳି…
Read More...

ଆତଙ୍କବାଦୀଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ୨୬ ଥର ଆବେଦନ କରିଛି:

ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର  ହତ୍ୟା ପରେ କାନାଡା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ବିନା ପ୍ରମାଣରେ କାନାଡା ଭାରତ ଉପରେ ଦୋଷ ଲଦି ଚାଲିଛି । ଏପରିକି ଭାରତ ଆସୁଥିବା ନାଗରିକ ମାନଙ୍କ ପାଇଁ କାନାଡା ଉପଦେଶାବଳୀ ଜାରି କରିଛି । ଭାରତର ବିଭିନ୍ନ ସ୍ଥାନକୁ ନଯିବା…
Read More...

ବଲିଉଡରେ ଶୋକର ଛାୟା । ଆରପାରିରେ ଅଭିନେତା ଅଖିଳ ମିଶ୍ରା

କନକ ବ୍ୟୁରୋ : ବଲିଉଡ ଅଭିନେତା ଅଖିଳ ମିଶ୍ରାଙ୍କର ମୃତ୍ୟୁ ହୋଇଛି । ଏନେଇ ସମାଚାର ଏଜେନ୍ସି ପିଟିଆଇ ତରଫରୁ ସୂଚନା ମିଳିଛି । ୬୭ ବର୍ଷିୟ ଅଖିଳ ମିଶ୍ରା ଅମିର ଖାନଙ୍କ ଚର୍ଚ୍ଚିତ ଚଳଚିତ୍ର ୩ଇଡିଅଟସରେ ଜଣେ ଲାଇବ୍ରେରିଆନ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଣ୍ଟିଥିଲେ । ମଙ୍ଗଳବାର ଦିନ…
Read More...

ଭାରତ ସରକାରଙ୍କ ବଡ ନିଷ୍ପତ୍ତି । କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲେ ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଲାଗି…

କନକ ବ୍ୟୁରୋ: କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲା ଭାରତ । ଦୁଇ ଦେଶ ଭିତରେ ଲାଗି ରହିଥିବା ତିକ୍ତତା ଭିତରେ ଭାରତ ତରଫରୁ ଏପରି ବଡ ପଦକ୍ଷେପ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଭିସା ସେବାକୁ ରଦ୍ଦ କରଦିଆଯାଇଛି । ଅର୍ଥାତ କାନାଡାରୁ ଭାରତକୁ ଆସିବାକୁ ଥିବା କାନାଡା…
Read More...

ମହିଳାଙ୍କ ପାଇଁ କଡା ହେଲା ଡ୍ରେସ୍ କୋର୍ଡ ନିୟମ । ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ଜାଣନ୍ତୁ, କେଉଁଠି…

କନକ ବ୍ୟୁରୋ: ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନେବ ସରକାର । ଡ୍ରେସ୍ କୋର୍ଡକୁ ନେଇ ଇରାନରେ ଦେଖାଯାଇଥିବା ବିବାଦ ଭିତରେ ଏବେ ଆସିଛି ପୁଣି ଏମିତି କିଛି ଖବର । ମହିଳା ଏବଂ ପୁରୁଷଙ୍କ ଡ୍ରେସ୍ କୋର୍ଡକୁ ନେଇ ଏବେ ଇରାନରେ ଶକ୍ତ…
Read More...

ଷ୍ଟେସନରେ ‘କୁଲି’ ହେଲେ ରାହୁଲ ଗାନ୍ଧୀ । ଉଠାଇଲେ ଯାତ୍ରୀଙ୍କ ଜିନିଷପତ୍ର । କୁଲି ଭାଇମାନଙ୍କ ସହ ପାଖରେ ବସି କଲେ…

କନକ ବ୍ୟୁରୋ: ରେଳ ଷ୍ଟେସନର କୁଲିଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ରେଳ ଷ୍ଟେସନରେ କାମ କରୁଥିବା ଷ୍ଟେସନ କୁଲିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ସେ କିଛି ଯାତ୍ରୀଙ୍କର ଜିନିଷ ପତ୍ର ମଧ୍ୟ…
Read More...

ଭାରତରୁ ଫେରାର ଥିବା ଗ୍ୟାଙ୍ଗଷ୍ଟାର ସୁଖବିନ୍ଦରଙ୍କୁ କାନାଡାରେ ଗୁଳି ମାରି ହତ୍ୟା । ଖଲିସ୍ତାନୀ ଆତଙ୍କବାଦୀଙ୍କର…

କନକ ବ୍ୟୁରୋ : ଭାରତରୁ ଫେରାର ହୋଇ କାନାଡାରେ ଲୁଚିଥିବା ଜଣେ ଗ୍ୟାଙ୍ଗଷ୍ଟାରର ମୃତ୍ୟୁ । ପଞ୍ଜାବରୁ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଖବିନ୍ଦର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀବଙ୍କ ଅତ୍ୟନ୍ତ ଖାସ୍ ଭାବେ ଜଣାଶୁଣା ଥିଲା ସୁଖବିନ୍ଦର ।…
Read More...

ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ । ଏଣିକି ମିଳିବ ୧୦ ଗୁଣା ଅଧିକ ପଇସା ।

କନକ ବ୍ୟୁରୋ: ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ ବୋର୍ଡ । ଟ୍ରେନ୍ ଦୁର୍ଘଟଣାରେ ଏଣିକି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ରେଳବୋର୍ଡ ତରଫରୁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯିବ । ପୂର୍ବରୁ ଏହି କ୍ଷତିପୂରଣ ରାଶିର ପରିମାଣ ମାତ୍ର…
Read More...

୨୦୨୪ ଲୋକସଭା ନିର୍ବାଚନ ପରେ ହେବ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ : ଲୋକସଭାରେ ବିତର୍କ ବେଳେ ଗୃହମନ୍ତ୍ରୀ ଅମିତ…

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ପ୍ରଥମ ଜନଗଣନା ଆଧାରରେ ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ । କଂଗ୍ରେସ ସାଂସଦମାନେ ଜନଗଣନା ଏବଂ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରୟାସ…
Read More...