Browsing Category

ଦେଶ ବିଦେଶ

ଅସ୍ତ୍ର ଯୁଦ୍ଧ ପରେ ଏବେ ବ୍ଲାକମେଲ୍ ଆରମ୍ଭ କରିଛି ହମାସ୍ । ବୋମା ମାଡ ରୋକିବାକୁ ଜାରି କରିଛି ଇସ୍ରାଏଲି ଯୁବତୀଙ୍କ…

କନକ ବ୍ୟୁରୋ: ଶସ୍ତ୍ର ଯୁଦ୍ଧ ପରେ ଏବେ ମନସ୍ତତ୍ତ୍ୱ ଯୁଦ୍ଧ । କାରଣ ଲଗାତାର ପ୍ରଚଣ୍ଡ ବୋମାମାଡକୁ ରୋକିବାକୁ ଇସ୍ରାଏଲି ଯୁବତୀଙ୍କୁ ଢାଲ କରିଛି ହମାସ୍ ସଙ୍ଗଠନ । ବନ୍ଧକ ରଖିଥିବା ଆହତ ଇସ୍ରାଏଲି ହଷ୍ଟେସଙ୍କର ଚିକିତ୍ସା କରାଯାଉଥିବାର ଏକ ଭିଡିଓ ଜାରି କରି ବ୍ଲାକମେଲ କରୁଛି ହମାସ୍ ।…
Read More...

‘ସମଲିଙ୍ଗୀ ବିବାହ ମାନସିକ ବ୍ୟାଧି ନୁହେଁ… ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ଅଛି’: ସମଲିିଙ୍ଗୀ ବିବାହକୁ…

କନକ ବ୍ୟୁରୋ : ‘ସମଲିଙ୍ଗୀ ବିବାହ ଅନୈତିକ ନୁହେଁ । ପରିବାରରେ ରହିବାକୁ ହେଲେ ମଣିଷକୁ ସର୍ତ୍ତହୀନ ସ୍ନେହ ଶ୍ରଦ୍ଧା ଦରକାର । ଏ ଭଲପାଇବା କାହାଠାରୁ ବି ମିଳିପାରେ । ନିଜ ଜୀବନସାଥୀଠାରୁ ବି । ସେ ଜୀବନସାଥୀ ଜଣକ ସମଲିଙ୍ଗୀ ବି ହୋଇପାରେ । କାରଣ ନିଜର ଜୀବନସାଥୀ ବାଛିବାର ଅଧିକାର…
Read More...

ଅଶାନ୍ତ ମଧ୍ୟପ୍ରାଚ୍ୟ, ଉଗ୍ର ହେଉଛି ଯୁଦ୍ଧ : ହମାସ ସହ ଲଢେଇ ଭିତରେ ପଡୋଶୀ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା…

କନକ ବ୍ୟୁରୋ : ହମାସ ଉପରେ ଆକ୍ରମଣ ଭିତରେ ପଡୋଶୀ ଦେଶ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଲେବାନନ୍ର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲାହର ବିଭିନ୍ନ ଠିକଣା ଉପରେ ରାତି ସାରା ମିଜାଇଲ ବର୍ଷା କରିଛି ଇସ୍ରାଏଲ । ହିଜବୁଲ୍ଲାହ, ହମାସ ସମର୍ଥନରେ ଇସ୍ରାଏଲର ସୀମାବର୍ତ୍ତୀ…
Read More...

ବହୁ ଚର୍ଚ୍ଚିତ ନିଠାରୀ ହତ୍ୟା ମାମଲା : ସିବିଆଇକୁ ଭର୍ତ୍ସନା କଲେ ଆହ୍ଲାବାଦ ହାଇକୋର୍ଟ; ମାମଲାର ତଦନ୍ତ ସଠିତ୍ ଭାବେ…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ସଠିକ୍ ଭାବେ କରିନଥିବାରୁ ସିବିଆଇ ଉପରେ ବର୍ଷିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, ଏଭଳି ବର୍ବର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ସଠିକ୍ ଭାବେ ନକରିବା ଅର୍ଥ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବା ସହ ସମାନ ।…
Read More...

ବର୍ଷକୁ ୨ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର, ଦୀପାବଳିଠାରୁ ହେବ ଶୁଭାରମ୍ଭ ।

କନକ ବ୍ୟୁରୋ: ଏଥର ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାର ଅର୍ଥ , ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଲକ୍ଷେ୍ନøରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି…
Read More...

ଆମେରିକା ଉପରେ ଖପ୍ପା ସାଉଦୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍! ବିଦେଶ ମନ୍ତ୍ରୀ ବ୍ଲିଙ୍କନଙ୍କୁ ଘଣ୍ଟା ଘଣ୍ଟା…

କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଆକ୍ରମଣ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ସାଉଦୀ ମୁଖ୍ୟଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଏପରି କିଛି ଘଟଣା ହେଲା ଯାହା ଏବେ ଚର୍ଚ୍ଚାର ବିଷୟ । ବୈଠକ ହେବା ପୂର୍ବରୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ…
Read More...

ହମାସକୁ ଛାଡି ଲେବାନନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ସାରା ରାତି ବୋମା ବର୍ଷା, କାରଣ କ’ଣ?

କନକ ବ୍ୟୁରୋ: ସୋମବାରଠାରୁ ଲେବାନନ୍ ଉପରେ ବୋମା ବର୍ଷଣ କରିଚାଲିଛି ଇସ୍ରାଏଲ । ଏଠାରେ ଥିବା ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା । ଆଇଡିଏଫ୍ ସୂଚନା ମୁତାବକ, ଅକ୍ଟୋବର ୭ ତାରିଖରେ ଯେତେବେଳେ ହମାସ୍ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କଲା ଏବଂ ଇସ୍ରାଏଲ ଯୁଦ୍ଧ…
Read More...

୧୧ ଦିନରେ ଇସ୍ରାଏଲ-ହମାସ୍ ଯୁଦ୍ଧ : ଭୟଙ୍କର ଯୁଦ୍ଧରେ ଗଲାଣି ୪ହଜାରରୁ ଅଧିକ ଜୀବନ

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ପାର କଲାଣି । ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଲାଣି । ଉତ୍ତର ଗାଜାରେ ବଡ଼ ଧରଣର ଆକ୍ରମଣ ପାଇଁ ଇସ୍ରାଏଲର ସ୍ଥଳସେନା ପ୍ରସ୍ତୁତ ହୋଇଛି । ଯୁଦ୍ଧ ବ୍ୟାପକ ହେଉଥିବା ବେଳେ ଗାଜାରେ ମାନବ ସଙ୍କଟ ବଢିବାରେ ଲାଗିଛି…
Read More...

ଆସନ୍ତାକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି : ଗସ୍ତ ପୂର୍ବରୁ ବାଇଡେନଙ୍କ ଚେତାବନୀ; ଗାଜା କବଜା କରିବା ସବୁଠାରୁ…

କନକ ବ୍ୟୁରୋ : ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଆସନ୍ତାକାଲି ଇସ୍ରାଏଲ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଫୋନେ ଯୋଗେ…
Read More...

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସୀକୃତି ? ଆଜି ସୁପ୍ରିକୋର୍ଟରେ ଶୁଣାଣି; ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ…

କନକ ବ୍ୟୁରୋ : ଆଜି ଆସିବ ସମଲିଙ୍ଗୀ ବିବାହ ରାୟ । ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ହୋଇଥିବା ଆବେଦନର ରାୟ ଆଜି ଶୁଣାଇବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗତ ଏପ୍ରିଲ ୧୧ ତାରିଖରେ…
Read More...