Browsing Category

ଦେଶ ବିଦେଶ

ମଦ୍ୟପାନ କରି ଗାଡି ଚଳାଇବା ପଡିଲା ମହଙ୍ଗା । ଜେଲ ଗଲେ ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲ

କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୋର୍ଟ ଦିଲ୍ଲୀପଙ୍କୁ ୨ମାସ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛି । ୫ବର୍ଷ ପୂର୍ବେ ମଦ୍ୟପାନ କରି ଗାଡି ଚଳାଉଥିବା ମାମଲାରେ ତାଙ୍କୁ ଜେଲ ଦଣ୍ଡ ହୋଇଛି । ଏହି ମାମଲା ୨୦୧୮ ମସିହାର ଥିଲା ।…
Read More...

ପରିବାର ପାଇଁ ସମୟ ଦେଇପାରିଲେ ନାହିଁ ବୋଲି.. ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ ।

କନକ ବ୍ୟୁରୋ: ପୁଲିସ ଚାକିରିର ବ୍ୟସ୍ତତା ଯୋଗୁଁ ଘର ପରିବାରକୁ ସମୟ ଦେଇ ପାରୁନଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିବାବେଳେ ଏହି କଳି ଉଗ୍ରରୂପ ନେଇଥିଲା । ରାଗିଯାଇ ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ । ଏପରି ଘଟଣା ଘଟିଛି ପାଟଣା…
Read More...

ଭାରତ ଦେଖାଇଲା ବଡପଣ, ଯୁଦ୍ଧକୁ ସାମ୍ନା କରୁଥିବା ଗାଜାକୁ ପଠାଇଲା ଖାଦ୍ୟ ଓ ଔଷଧ

କନକ ବ୍ୟୁରୋ: ହମାସ୍ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ପାଲେଷ୍ଟାଇନକୁ ସାହାଯ୍ୟ ପଠାଇଛି ଭାରତ । ଗାଜାରେ ଯୁଦ୍ଧର ଭୟାବହ ପରିଣାମ ଭୋଗି ଅସହାୟ ହୋଇ ରହିଥିବା ଲୋକଙ୍କ ପାଇଁ ବାୟୁସେନର ବିମାନରେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛନ୍ତି ଭାରତ ସରକାର । ଶନିବାର ଜାତିସଂଘ ପକ୍ଷରୁ…
Read More...

‘କେବଳ ହିନ୍ଦୁ ହିଁ ଏପରି ଏକ ଧର୍ମ…’ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଏଭଳି କହିଲେ ମୋହନ୍ ଭାଗବତ୍ ।

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଉପରେ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତଙ୍କ ମତ ମଧ୍ୟ ସାମନାକୁ ଆସିଛି । ଅକ୍ଟୋବର ୨୧ ରେ ନାଗପୁରର ଏକ ବିଦ୍ୟାଳରେ ଛତ୍ରପତି ଶିବାଜୀଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା କ୍ରମରେ ଭାଗବତ୍…
Read More...

ରେଲୱେ ଷ୍ଟେସନରେ ମାଙ୍କଡଙ୍କ କଳି । ୨ ଘଣ୍ଟା ଯାଏଁ ଅଟକିଲା ରାଜଧାନୀ ସମେତ ଏକାଧିକ ଟ୍ରେନ୍

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଫିରୋଜାବାଦ୍ ଟୁଣ୍ଡଲା ରେଲୱେ ଷ୍ଟେସନରେ ସେତେବେଳେ ହଇଚଇ ସୃଷ୍ଟି ହେଲା ଯେବେ ଏଠାରେ ଓଏଚଇ ଭାଙ୍ଗିପଡିଲା । ଫଳରେ ରାଜଧାନୀ ଏକ୍ସପ୍ରେସ ସମେତ ଏକାଧିକ ଟ୍ରେନ୍ ଗୁଡିକୁ ପାଖାପାଖି ୨ ଘଣ୍ଟା ଧରି ଅଟକି ରହିବାକୁ ପଡିଲା । ଏହାର କାରଣ ହେଉଛି ମାଙ୍କଡଙ୍କ କଳି ।…
Read More...

ନେପାଳ କାଠମାଣ୍ଡୁରେ ଭୂମିକମ୍ପ । ଦିଲ୍ଲୀ ମଧ୍ୟ ଥରିଲା ।

କନକ ବ୍ୟୁରୋ: ଆଜି ସକାଳ ସମୟରେ ଭୂମିକମ୍ପରେ ଥରିଉଠିଛି ନେପାଳ । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା…
Read More...

ଭାରତ ସହ ଭଲ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତି ଦେଲେ ନୱାଜ ସରିଫ୍ । କହିଲେ କାଶ୍ମୀର ବିବାଦକୁ ଶାନ୍ତିରେ ସମାଧାନ କରିବୁ…

କନକ ବ୍ୟୁରୋ: ଲଣ୍ଡନରେ ୪ ବର୍ଷ ରହି ଫେରିବା ପରେ ପାକିସ୍ତାନରେ ପ୍ରଥମ ରାଲି କରିଛନ୍ତି ନୱାଜ ସରିଫ୍ । ଏହି ସମୟରେ ଭାରତ ସହ ସମ୍ପର୍କକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ନୱାଜ୍ । ଭାରତ ସହ ତାଙ୍କ ସମ୍ପର୍କ ଏଣିକି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ ଏବଂ କାଶ୍ମୀର ପ୍ରସଙ୍ଗକୁ…
Read More...

ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା : ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଆହତ; କିଏ ଖେଳିବ ତାକୁ ନେଇ ଦ୍ୱନ୍ଦ୍ୱ

କନକ ବ୍ୟୁରୋ : ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ…
Read More...

ଆଜି ବିଶ୍ୱକପରେ ବଡ଼ ମୁକାବିଲା : ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ; ୪ଟି ଲେଖାଏଁ ମ୍ୟାଚ…

କନକ ବ୍ୟୁରୋ : ଆଜି ବିଶ୍ୱକପରେ ସବୁଠୁୁ ବଡ଼ ମୁକାବିଲା । ଧର୍ମଶାଳାରେ ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବାଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ । ଉଭୟ ଟିମ ଫର୍ମରେ ଥିବା ବେଳେ ବଡ଼ ସ୍କୋର…
Read More...

ପୂଜା ବଜାରରେ ସରଗରମ ବଜାରଠୁ ପେଣ୍ଡାଲ । ବିଭିନ୍ନ ରାଜ୍ୟରେ ଭଳିକି ଭଳି ଆକର୍ଷଣୀୟ ପୂଜା ମଣ୍ଡପରେ ଶୋଭା ପାଉଛି ମା…

କନକ ବ୍ୟୁରୋ : ସାରା ଦେଶରେ ଦୁର୍ଗାପୂଜାର ମାହୋଲ । ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟି । ନେତାଙ୍କଠୁ ନେଇ ବିଦେଶୀ ଅତିଥି । ସମସ୍ତଙ୍କ ମନରେ ମା ଦୁର୍ଗାଙ୍କ ପୁଜା ପାଇଁ ଭରି ରହିଛି ଆନନ୍ଦ, ଉତ୍ସାହ ଓ ଖୁସି । ଦେଶର ବିଭିନ୍ନ ରାଜ୍ୟରେ ଭଳିକି ଭଳି ଦୁର୍ଗା ପେଣ୍ଡାଲ ଦେଖିବାକୁ ମିଳିଛି ।…
Read More...