Browsing Category

ଦେଶ ବିଦେଶ

ହମାସର ଲିଡର ମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି ଇସ୍ରାଏଲ

ଅକ୍ଟୋବର ୭ ରେ ହମାସ ଆକ୍ରମଣରେ ଇସ୍ରାଏଲର ୧୪୦୦ ରୁ ଉର୍ଦ୍ଧ ଲୋକଙ୍କର ମୃତ୍ଯୁ ଘଟିଛି । ହମାସ ଅତ୍ୟନ୍ତ ବର୍ବରତାର ସହ ଇସ୍ରାଏଲି ନାଗରିକ ମାନଙ୍କୁ ହତ୍ୟା କରିଥିଲା । ଏହାର ପ୍ରତିଶୋଧ ନେବାପାଇଁ ଇସ୍ରାଏଲ ହମାସ ଶାସିତ ଗାଜା ସହରରେ ଥିବା ହମାସର ଆଡ୍ଡା ଉପରେ ଲଗାତର ବୋମାବର୍ଷଣ କରିଚାଲିଛି…
Read More...

ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ, ହୃଦୟ ଜିତିଲେ ୱାର୍ଣ୍ଣର ।

କନକ ବ୍ୟୁରୋ : ବିଶ୍ୱକପରେ ୨ଟି ମ୍ୟାଚରେ ଲଗାତାର ପରାଜୟ ପରେ ୩ୟ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିଛି କଙ୍ଗାରୁ ଦଳ । ଶ୍ରୀଲଙ୍କା ବିପକ୍ଷରେ ସହଜସାଧ୍ୟ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରୁ ୮ମ ସ୍ଥାନକୁ ଉଠିଛି ଅଷ୍ଟ୍ରେଲିଆ । ୨୧୦ ରନର ବିଜୟ ଲକ୍ଷ୍ୟକୁ ବେଶ ସହଜରେ ହାସଲ…
Read More...

ସମଲିଙ୍ଗୀ ବିବାହକୁ ନା : ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ

କନକ ବ୍ୟୁରୋ : ମିଳିଲାନି ସମଲିଙ୍ଗୀ ବିବାହକୁ ଅନୁମତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସ୍ୱତନ୍ତ୍ର ବିବାହ ଆଇନ ଆଣିବା ଅଧିକାର କୋର୍ଟଙ୍କ ପାଖରେ ନାହିଁ । ସଂସଦ ଦ୍ୱାରା ଆଇନ୍ ଆସିଲେ…
Read More...

ଭୟଙ୍କର ପିରାନହା ମାଛକୁଣ୍ଡରେ ପକେଇ ଆର୍ମି ଜେନେରାଲଙ୍କୁ ହତ୍ୟା : ଉତ୍ତରକୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ବର୍ବରତା

କିମ ଜୋଙ୍ଗ ଉନ ଏହି ପ୍ରକାରେ ଅତି କମରେ ୧୬ ଜଣ ଜେନେରାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି। କୁହାଯାଏ ଯେ ଏହାପୂର୍ବରୁ କିମଙ୍କ ସେନା ମୁଖ୍ୟ ଏବଂ  ଉତ୍ତର କୋରିଆର ସେଣ୍ଟ୍ରାଲ ବ୍ୟାଙ୍କର ସିଇଓଙ୍କୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ନିଜ…
Read More...

ଅସ୍ତ୍ର ଯୁଦ୍ଧ ପରେ ଏବେ ବ୍ଲାକମେଲ୍ ଆରମ୍ଭ କରିଛି ହମାସ୍ । ବୋମା ମାଡ ରୋକିବାକୁ ଜାରି କରିଛି ଇସ୍ରାଏଲି ଯୁବତୀଙ୍କ…

କନକ ବ୍ୟୁରୋ: ଶସ୍ତ୍ର ଯୁଦ୍ଧ ପରେ ଏବେ ମନସ୍ତତ୍ତ୍ୱ ଯୁଦ୍ଧ । କାରଣ ଲଗାତାର ପ୍ରଚଣ୍ଡ ବୋମାମାଡକୁ ରୋକିବାକୁ ଇସ୍ରାଏଲି ଯୁବତୀଙ୍କୁ ଢାଲ କରିଛି ହମାସ୍ ସଙ୍ଗଠନ । ବନ୍ଧକ ରଖିଥିବା ଆହତ ଇସ୍ରାଏଲି ହଷ୍ଟେସଙ୍କର ଚିକିତ୍ସା କରାଯାଉଥିବାର ଏକ ଭିଡିଓ ଜାରି କରି ବ୍ଲାକମେଲ କରୁଛି ହମାସ୍ ।…
Read More...

‘ସମଲିଙ୍ଗୀ ବିବାହ ମାନସିକ ବ୍ୟାଧି ନୁହେଁ… ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ଅଛି’: ସମଲିିଙ୍ଗୀ ବିବାହକୁ…

କନକ ବ୍ୟୁରୋ : ‘ସମଲିଙ୍ଗୀ ବିବାହ ଅନୈତିକ ନୁହେଁ । ପରିବାରରେ ରହିବାକୁ ହେଲେ ମଣିଷକୁ ସର୍ତ୍ତହୀନ ସ୍ନେହ ଶ୍ରଦ୍ଧା ଦରକାର । ଏ ଭଲପାଇବା କାହାଠାରୁ ବି ମିଳିପାରେ । ନିଜ ଜୀବନସାଥୀଠାରୁ ବି । ସେ ଜୀବନସାଥୀ ଜଣକ ସମଲିଙ୍ଗୀ ବି ହୋଇପାରେ । କାରଣ ନିଜର ଜୀବନସାଥୀ ବାଛିବାର ଅଧିକାର…
Read More...

ଅଶାନ୍ତ ମଧ୍ୟପ୍ରାଚ୍ୟ, ଉଗ୍ର ହେଉଛି ଯୁଦ୍ଧ : ହମାସ ସହ ଲଢେଇ ଭିତରେ ପଡୋଶୀ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା…

କନକ ବ୍ୟୁରୋ : ହମାସ ଉପରେ ଆକ୍ରମଣ ଭିତରେ ପଡୋଶୀ ଦେଶ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଲେବାନନ୍ର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲାହର ବିଭିନ୍ନ ଠିକଣା ଉପରେ ରାତି ସାରା ମିଜାଇଲ ବର୍ଷା କରିଛି ଇସ୍ରାଏଲ । ହିଜବୁଲ୍ଲାହ, ହମାସ ସମର୍ଥନରେ ଇସ୍ରାଏଲର ସୀମାବର୍ତ୍ତୀ…
Read More...

ବହୁ ଚର୍ଚ୍ଚିତ ନିଠାରୀ ହତ୍ୟା ମାମଲା : ସିବିଆଇକୁ ଭର୍ତ୍ସନା କଲେ ଆହ୍ଲାବାଦ ହାଇକୋର୍ଟ; ମାମଲାର ତଦନ୍ତ ସଠିତ୍ ଭାବେ…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ସଠିକ୍ ଭାବେ କରିନଥିବାରୁ ସିବିଆଇ ଉପରେ ବର୍ଷିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, ଏଭଳି ବର୍ବର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ସଠିକ୍ ଭାବେ ନକରିବା ଅର୍ଥ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବା ସହ ସମାନ ।…
Read More...

ବର୍ଷକୁ ୨ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର, ଦୀପାବଳିଠାରୁ ହେବ ଶୁଭାରମ୍ଭ ।

କନକ ବ୍ୟୁରୋ: ଏଥର ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାର ଅର୍ଥ , ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଲକ୍ଷେ୍ନøରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି…
Read More...

ଆମେରିକା ଉପରେ ଖପ୍ପା ସାଉଦୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍! ବିଦେଶ ମନ୍ତ୍ରୀ ବ୍ଲିଙ୍କନଙ୍କୁ ଘଣ୍ଟା ଘଣ୍ଟା…

କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଆକ୍ରମଣ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ସାଉଦୀ ମୁଖ୍ୟଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଏପରି କିଛି ଘଟଣା ହେଲା ଯାହା ଏବେ ଚର୍ଚ୍ଚାର ବିଷୟ । ବୈଠକ ହେବା ପୂର୍ବରୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ…
Read More...