Browsing Category

ଦେଶ ବିଦେଶ

ଦର୍ଶନ ହୀରାନନ୍ଦାନୀଙ୍କ ୟୁଟର୍ଣ୍ଣ ପରେ ଜବାବ ରଖିଲେ ମହୁଆ ମୋଇତ୍ରା । କହିଲେ ଭୟଭୀତ କରାଇ ତାଙ୍କଠୁ ସତ୍ୟପାଠରେ…

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ପଇସା ବିବାଦରେ ବଢ଼ୁଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ୟୁଟର୍ଣ୍ଣ ନେବା ସହ ମୋଇତ୍ରାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଟିଏମସି ସାଂସଦ, ଗୌତମ…
Read More...

ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା…

କନକ ବ୍ୟୁରୋ : ଇସ୍ରାଏଲ ସେନାର ମନୋବଳ ବୃଦ୍ଧି କରୁଛନ୍ତି ଇସ୍ରାଏଲ ନାଗରିକ । କେବଳ ଖ।।ଦ୍ୟପାନୀୟ ଯୋଗାଉନାହାଁନ୍ତି ବଂର ସେମାନଙ୍କ କେଶ ବିନ୍ୟାଶ ମଧ୍ୟ କରୁଛନ୍ତି । ସେନା ନିକଟରେ ଶହ ଶହ ଲୋକ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ସେନାର ଯବାନଙ୍କୁ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।…
Read More...

ତେଲେଙ୍ଗାନାରେ ରାହୁଲ ଓ ରାଜସ୍ଥାନରେ ପ୍ରିୟଙ୍କା କଲେ ବିଜେପିକୁ ଟାର୍ଗେଟ । ଛତିଶଗଡରେ କଂଗ୍ରେସକୁ ଶାଣିତ ଆକ୍ରମଣ କଲେ…

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛିି ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳୁଛି । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ…
Read More...

 ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନ । କହିଲେ, ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନଦେଉ ବିଜେପି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବର୍ତ୍ତମାନ ଏଭଳି କିଛି କଥା କହିଛନ୍ତି ଯାହା କେବଳ ରାଜସ୍ଥାନ ରାଜ୍ୟ ରାଜନୀତି ନୁହେଁ ବଂର ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି । ଆଉ କାହା ପାଇଁ ନୁହେଁ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ହସ୍ପିଟାଲ ପରେ ଚର୍ଚ୍ଚ ଉପରେ ଘାତକ ଆକ୍ରମଣ । ଶରଣାର୍ଥୀଙ୍କ ପ୍ରାଣହାନି, ଆକ୍ରମଣକୁ ନିନ୍ଦା

କନକ ବ୍ୟୁରୋ : ଗାଜାରେ ପ୍ରତିକ୍ଷଣରେ ଯାଉଛି ଜୀବନ । ଯେଉଁ ସ୍ଥାନକୁ ସବୁଠୁ ସୁରକ୍ଷିତ ମଣି ଲୋକମାନେ ଜୀବନ ବଂଚାଇବା ପାଇଁ ଆଶ୍ରୟ ନେଉଛନ୍ତି, ସେହି ସବୁ ସ୍ଥାନ ମଧ୍ୟ ଯୁଦ୍ଧରୁ ବାଦ ପଡୁନି । ଦୁଇ ଦିନ ପୂର୍ବରୁ ହସ୍ପିଟାଲ ଆକ୍ରମଣରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଗାଜାରେ…
Read More...

ଅମ୍ପାୟାର ଦେଲେନି ୱାଇଡ, ଶତକ ପୂରା କଲେ କୋହଲି । ସୋସିଆଲ ମିଡ଼ିଆରେ ଉଠିଲା ପ୍ରଶ୍ନ, ଜାଣନ୍ତୁ କଣ ରହିଛି ଆଇସିସିର…

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ କୋହଲିଙ୍କ ଶତକକୁ ନେଇ ଯେତିକି ଚର୍ଚ୍ଚା ତାହା ଠାରୁ ଅଧିକ ଚର୍ଚ୍ଚା ଫିଲ୍ଡ ଅମ୍ପାୟାର ରିଚାର୍ଡ କେଟଲବରୋଙ୍କ ନିଷ୍ପତ୍ତିକୁ ନେଇ । କାରଣ ଭାରତର ବିଜୟ ପାଇଁ ୨ ରନ୍ ଆବଶ୍ୟକ ଥିବା ବେଳେ କୋହଲିଙ୍କ ଶତକ ପୂରା ପାଇଁ ୩ ରନ୍ ଆବଶ୍ୟକ ଥିଲା । କୋହଲି ଶତକ…
Read More...

ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ ହେଲା କାଳ । ସାଥୀଙ୍କଠୁ ଅଲଗା ହେଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ…

କନକ ବ୍ୟୁରୋ : କିଛି ଦିନ ହେଲାଣି ପତ୍ରକାର ତଥା ଏକଟଲିଭିଜନ୍ ଶୋ ପରିଚାଳକ ଥିବା ଇଟାଲୀର ପ୍ରଧାନ ମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ପାର୍ଟନର ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ କାରଣରୁ ଅନେକ ସମାଲୋଚନାର ଶିକାର ହେବାର ଦେଖିବାକୁ ମିଳିଥିଲା । ଜର୍ଜିଆ ଗତ ଶୁକ୍ରବାର ନିଜ ସାଥୀ…
Read More...

ବିବାଦରେ ବାଇଡେନଙ୍କ ଫୋଟୋ । ଭୁଲବୁଝି ତୁରନ୍ତ ଡିଲିଟ କଲା ହ୍ୱାଇଟ ହାଉସ

ବାଇଡେନଙ୍କ ଇସ୍ରାଏଲ ଗସ୍ତ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ହାମାସ ଯୁଦ୍ଧର ଦ୍ୱାଦଶ ଦିନ ଗତ ବୁଧବାର ଦିନ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିବରେ ପହଞ୍ଚିଥିଲେ । ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଭେଟିଥିଲେ । ଏହି ଗସ୍ତ ସମୟର ଏକ ଫୋଟୋ…
Read More...

କରୋନା କାଳରେ ଚାକିରିରୁ ବିଦା କରିଥିଲା ଏୟାର ଏସିଆ । ଆଜି କମ୍ପାନୀର ସିଇଓଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ଏହି…

କନକ ବ୍ୟୁରୋ : “ବିପଦ ରୁ ସୁଯୋଗ” କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶବ୍ଦ ବାରମ୍ବାର ବ୍ୟବହାର କରୁଥିଲେ । ଏହି ଶବ୍ଦରେ ବାସ୍ତବରେ ପ୍ରେରିତ ହୋଇଥିଲେ ଏୟାର ଏସିଆରେ କାମ କରୁଥିବା ଗୌରବ ତନେଜା । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏୟାର ଏସିଆ ଉପରେ ପ୍ରଶ୍ନ ପଚାରିବାରୁ…
Read More...

ପୋଷା କୁକୁରକୁ ନେଇ ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତଙ୍କ ମଧ୍ୟରେ ବିବାଦ

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ବିବାଦରେ ଘେରି ହୋଇଛନ୍ତି । ଏଭଳି ସ୍ଥିତିରେ ମହୁଆ ଓ ତାଙ୍କ ବନ୍ଧୁ ତଥା ସୁପ୍ରିମ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀଙ୍କ ମଧ୍ୟରେ ପୋଷା କୁକୁରକୁ ନେଇ ବିବାଦ ଦେଖାଦେଇଛି । ସୁପ୍ରିମକୋର୍ଟ ଓକିଲ ଜୟ…
Read More...