Browsing Category

ଦେଶ ବିଦେଶ

ପାକିସ୍ତାନୀ ସେନାଧିକାରୀଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିଲେ ଅଧିକାରୀ ।

କନକ ବ୍ୟୁରୋ: ପାକିସ୍ତାନରେ ସେନାଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିବା ସେନାଧିକାରୀ କର୍ଣ୍ଣଲ ଲାଇକ୍ ବେଗ୍ ମିର୍ଜା ଇଦ୍ ଛୁଟିରେ ପରିବାର ସହ କରାଚିରୁ ଜିୟାରତ୍ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଆତଙ୍କବାଦୀ ।…
Read More...

ଦେଶର କରୋନା ମିଟର । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଲଗାତାର ୨୦ ହଜାର ଉପରେ ଦୈନିକ ସଂକ୍ରମଣ ଚିହ୍ନଟ । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଛନ୍ତି ୧୬ ହଜାର ୯୯୪ଜଣ । ଏବେବି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩୯ ହଜାର ୭୩ । ଦୈନିକ…
Read More...

ମଦ୍ୟପାନକୁ ନେଇ ଲାନସେଟ ମେଡିକାଲ ଜର୍ଣ୍ଣାଲର ବଡ଼ ତଥ୍ୟ : ୧୫ରୁ ୩୯ ବର୍ଷ ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ

କନକ ବ୍ୟୁରୋ : ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ହାନିକରକ ବୋଲି କୁହାଯାଏ । କିନ୍ତୁ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଲାନସେଟର ଏହି ରିପୋର୍ଟ ଅନୁସାରେ ୧୫ରୁ ୩୯ ବର୍ଷ ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ ବୋଲି କୁହାଯାଇଛି । ୨୦୪ ଦେଶରେ ସର୍ଭେ କରାଯିବା ପରେ…
Read More...

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିବାହକୁ ନେଇ ବିବାଦ । ପବିତ୍ର ‘ଗୁରୁଗ୍ରନ୍ଥ ସାହିବ’ର ଅପମାନ ହୋଇଥବା ଏସଜିପିସିର…

କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାହକୁ ନେଇ ଆରମ୍ଭ ହୋଇଛି ବିବାଦ । ମାନଙ୍କ ବିବାହରେ ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହିବ’ଙ୍କ ଅପମାନ ହୋଇଥିବା ଦାବି କରିଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସଜିପିସି) । ମାନଙ୍କ ବିବାହରେ ‘ଗୁରୁ ଗ୍ରନ୍ଥ ସାହିବ’ଙ୍କୁ ନେଇଯାଉଥିବା…
Read More...

ଗୁଜୁରାଟରେ ଜଳପ୍ରଳୟ : ଫସିଥିବା ଦୁଇ ମହିଳା ଓ ଜଣେ ଶିଶୁକୁ ଉଦ୍ଧାର କଲେ ଯବାନ, ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ଗୁଜୁରାଟରେ ପ୍ରବଳ ବର୍ଷା କାରଣରୁ ଅହମଦାବାଦର ଅଧିକାଂଶ ସ୍ଥାନ ଜଳମୟ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ଭାରତୀୟ କୋଷ୍ଟ ଗାର୍ଡର ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ଭାଇରାଲ୍ ହୋଇଛି ।…
Read More...

ଲର୍ଡ୍ସରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ : ଦ୍ୱିତୀୟ ଦିନିକିଆରେ ୧୦୦ ରନରେ ଇଂଲଣ୍ଡଠୁ ହାରିଲା

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ଏକତରଫା ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଘରୋଇ ଇଂଲଣ୍ଡ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତନ କରି ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦୦ ରନର ବଡ଼ ବ୍ୟବଧାନରେ ହରାଇଛି । ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ୧-୧ରେ…
Read More...

ମାନବ ଚାଲାଣ ମାମଲା : ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

କନକ ବ୍ୟୁରୋ : ଜଣାଶୁଣା ଗାୟକ ଦଲେର ମେହନ୍ଦୀ ଗିରଫ । ମାନବ ଚାଲାଣ ମାମଲାରେ ପଞ୍ଜାବ ପୋଲିସ୍ ଦଲେର ମେହନ୍ଦୀଙ୍କୁ ଗିରପ କରିଛି । ଏହି ମାମଲାରେ ଦଲେରଙ୍କୁ ପଟିଆଲା ହାଇକୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଦଣ୍ଡବିଧାନ ୩ ବର୍ଷରୁ କମ୍ ହେବାରୁ ସେତେବେଳେ ଦଲେରଙ୍କୁ ଜାମିନ…
Read More...

ମଙ୍କିପକ୍ସର ଲକ୍ଷଣ : ବିଶେଷଜ୍ଞ କହିଲେ, ମଙ୍କିପକ୍ସ କ’ଣ ଓ କେମିତି ପାଇପାରିବେ ଏଥିରୁ ରକ୍ଷା ?

କନକ ବ୍ୟୁରୋ : ଭାରତରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଲୋକେ । ଡବ୍ଲ୍ୟୁଏଚଓ ଅନୁସାରେ, ୫୦ରୁ ଅଧିକ ଦେଶରେ ମଙ୍କିପକ୍ସର ୩୪୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ସେଥିମଧ୍ୟରୁ ୭୦ରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଛନ୍ତି । ଏଥିରୁ ସର୍ବାଧିକ ମାମଲା…
Read More...

ଭାରତରେ ମଙ୍କିପକ୍ସ : କେରଳରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା

କନକ ବ୍ୟୁରୋ : ଭାରତରେ ମଙ୍କିପକ୍ସ । କେରଳରୁ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ ମାମଲା । କିଛି ଦିନ ତଳେ ସାଉଦି ଆରବ ଏମିରେଟ୍ସରୁ ଫେରିଥିବା ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ରୋଗରେ ପୀଡ଼ିତ ହୋଇଥିବା ସ୍ପଷ୍ଟ ହୋଇଛି । ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଛି ।…
Read More...

ବ୍ରିଟେନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଚାଲିଛି ରେସ୍ । ସବୁଠୁ ଆଗରେ ଭାରତୀୟ ବଂଶୋଦ୍ଭବ ଋିଷି ସୁନକ

କନକ ବ୍ୟୁରୋ : ବିଟ୍ରେନ ପ୍ରଧାନମନ୍ତ୍ରୀ ରେସରେ ସବୁଠୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ ପାର୍ଟି ନେତା ଋିଷି ସନକ । ଭାରତୀୟ ବଂଶୋଦ୍ଭବ ଋିଷି ସୁନକ ପ୍ରଥମ ପର୍ଯ୍ୟାୟ ଭୋଟରେ ସବୁଠାରୁ ଆଗରେ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ବି ତାଙ୍କ ସପକ୍ଷରେ ଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ…
Read More...