କନକ ବ୍ୟୁରୋ : ଦେଶରେ ଲଗାତାର ୨୦ ହଜାର ଉପରେ ଦୈନିକ ସଂକ୍ରମଣ ଚିହ୍ନଟ । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଛନ୍ତି ୧୬ ହଜାର ୯୯୪ଜଣ । ଏବେବି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩୯ ହଜାର ୭୩ । ଦୈନିକ ପଜିଟିଭ ହାର ରହିଛି ୪ ଦଶମିକ ୪୪ ପ୍ରତିଶତ ।
ଦେଶର କରୋନା ମିଟର । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ
/kanak/media/post_attachments/wp-content/uploads/2022/02/unnamed.jpg)