Browsing Category

ଦେଶ ବିଦେଶ

ରାଷ୍ଟ୍ରପତି ପଦ ପାଇଁ ପଡିଲା ଭୋଟ: ମତଦାନ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୪ହଜାର ୮ଶହରୁ ଅଧିକ ବିଧାୟକ…

କନକ ବ୍ୟୁରୋ: କିଏ ଯିବେ ରାଇସିନା ହିଲ । ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହୋଇଛି ମତଦାନ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପାଇଁ ମତଦାନ କରିଛନ୍ତି ଦେଶର ପ୍ରାୟ ୪ ହଜାର ୮ଶହ ସାଂସଦ ଓ ବିଧାୟକ । ସଂସଦ…
Read More...

ଉଦ୍ଧବଙ୍କୁ ଝଟକା, ସିନ୍ଦେ ଗୋଷ୍ଠୀରେ ୧୪ ସାଂସଦ। ରାତିରେ ସାଂସଦଙ୍କ ସହ ଦିଲ୍ଲୀ ବାହାରିବେ ସିନ୍ଦେ, ଫଡନାଭିସ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପ୍ରଥମେ ବିଧାୟକ ଆଉ ବର୍ତ୍ତମାନ ସାଂସଦ । ଆଜି ରାଜ୍ୟରେ ସିନ୍ଦେ ଗୋଷ୍ଠୀ ଶିବସେନାର ବୈଠକ ଡାକିଥିଲେ । ଏହି ବୈଠକରେ ଦଳର ୧୪ ସାଂସଦ ଅନଲାଇନ ଜରିଆରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ଏହି…
Read More...

ଦିନିକିଆ କ୍ରିକେଟକୁ ଅଲବିଦା କହିଲେ ବେନ ଷ୍ଟୋକ୍ସ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ଶେଷ ମ୍ୟାଚ

କନକ ବ୍ୟୁରୋ: ଆଜି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ବଡ ଘୋଷଣା କରିଛନ୍ତି । ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ ଖେଳିବେ ବୋଲି କହିଛନ୍ତି ।…
Read More...

FIH ଅଧ୍ୟକ୍ଷ ପଦରୁ ନରେନ୍ଦ୍ର ବାତ୍ରାଙ୍କ ଇସ୍ତଫା, ଛାଡିଲେ ଆଇଓଏ ଅଧ୍ୟକ୍ଷ ପଦ

କନକ ବ୍ୟୁରୋ: ନରେନ୍ଦ୍ର ବାତ୍ରା ଫେଡେରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ଏତିକି ନୁହେଁ, ଭାରତୀୟ ଅଲିମ୍ପିକ ସଂଘ ପ୍ରମୁଖ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଜୁଲାଇ ୧୮ରେ ସେ ଏଫଆଇଏଚ୍ ଓ ଆଇଓଏକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । Narinder…
Read More...

ସିକ୍କିମ ପୋଲିସ କର୍ମଚାରୀଙ୍କ ଅଭାବନୀୟ କାଣ୍ଡ: ନିଜର ୩ ସାଥୀ ପୋଲିସଙ୍କୁ ମାରିଲେ ଗୁଳି, ୨ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦିଲ୍ଲୀର ରୋହୀଣି ଅଞ୍ଚଳରେ ସିକ୍କିମ ପୋଲିସ କର୍ମଚାରୀଙ୍କ ଅଭାବନୀୟ କାଣ୍ଡ । ଜଣେ ପୋଲିସ କର୍ମଚାରୀ ନିଜର ୩ ସାଥି ପୋଲିସଙ୍କୁ ଗୁଳି ମାଡ କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି…
Read More...

କେରଳରେ ମଙ୍କିପକ୍ସ ବଢାଇଲା ଚିନ୍ତା। ଚିହ୍ନଟ ହେଲେ ଆଉ ଜଣେ ସଂକ୍ରମିତ।

କନକ ବ୍ୟୁରୋ: ଭାରତରେ ମଙ୍କିପକ୍ସ ମହାମାରୀ ଧିରି ଧିରେ ବଢିଚାଲିଛି । କେରଳରୁ ପୁଣି ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ଏନେଇ ସୂଚନା ଦେଇ କହିଛନ୍ତି, ଦୁବାଇରୁ ଫେରିଥିବା ୩୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କର…
Read More...

ରାଷ୍ଟ୍ରପତି ନିର୍ବାଚନ: ଲାଗୁ ହେବ ନାହିଁ ଦଳୀୟ ହ୍ୱିପ୍। ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି  ନିର୍ବାଚନ କମିଶନ। 

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହେବ ନାହିଁ । ସାଂସଦ ଓ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ପୂର୍ବରୁ ରହିଥିବା ଏହି ନିୟମ ସଂପର୍କରେ ନିକଟରେ ଭାରତର ନିର୍ବାଚନ କମିଶନ ମଧ୍ୟ ସ୍ପଷ୍ଟ କରିଥିଲେ । ଯଦି କୌଣସି ଦଳ ଏହାର…
Read More...

ରାଷ୍ଟ୍ରପତି ନିର୍ବାଚନରେ ଜୋରଦାର କ୍ରସଭୋଟିଂ। ୪ ରାଜ୍ୟରେ ଦ୍ରୌପଦୀଙ୍କ ସପକ୍ଷରେ ପଡିଲା ଭୋଟ।

କନକ ବ୍ୟୁରୋ: ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ଜାରି ରହିଛି । ତେବେ ନିର୍ବାଚନ ବେଳେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶା ଆସାମ ଭଳି ରାଜ୍ୟରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି । ୟୁପିର ବରେଲିରେ ସମାଜବାଦୀ ପାର୍ଟିର ବିଧାୟକ ସହଜିଲ ଇସ୍ଲାମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ…
Read More...

ଜମ୍ମୁ-କାଶ୍ମୀର ପୁଞ୍ଚରେ ଗ୍ରେନେଡ୍ ବିସ୍ଫୋରଣ । ୨ ଯବାନ୍ ସହିଦ୍

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଅଘଟଣ । ଏକ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହେବାରୁ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଆର୍ମି କ୍ୟାପଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ରହିଛନ୍ତି । ସୂଚନା ମୁତାବକ, ରବିବାର ରାତି ସମୟରେ ପୁଞ୍ଚ ଜିଲ୍ଲାର…
Read More...

ମଧ୍ୟପ୍ରଦେଶ ଇନ୍ଦୋର-ଖରଗୋନରେ ବସ ଦୁର୍ଘଟଣା, ୧୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ।

କନକ ବ୍ୟୁରୋ: ନଦୀକୁ ଖସିଲା ଯାତ୍ରୀବୀହ ବସ୍ । ମଧ୍ୟପ୍ରଦେଶର ଧର ଜିଲ୍ଲାର ଇନ୍ଦୋର-ଖରଗୋନ ମଧ୍ୟରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ସକାଳ ୧୦ ରୁ ୧୦.୧୫ ମଧ୍ୟରେ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏହି ବସ୍ ଇନ୍ଦୋରରୁ ମହାରାଷ୍ଟ୍ରର ଅମାଲନର୍ ଯାଉଥିଲା । ବସ୍ରେ ମହିଳା ଏବଂ ଶିଶୁଙ୍କ…
Read More...