Browsing Category

ଦେଶ ବିଦେଶ

ଚାଲୁଚାଲୁ ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ଦୁଃଖଦ ମୁହୂର୍ତ୍ତ ।

କନକ ବ୍ୟୁରୋ: ମୃତ୍ୟୁର ସମୟ ନାହିଁ । କେତେବେଳେ ଆସିବ କେହି କହିପାରିବେନି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମିରଟର କିଦବଈ ନଗରରେ । ସାଙ୍ଗମାନଙ୍କ ସହ ଚାଲି ଚାଲିଯାଉଥିବାବେଳେ ହଠାତ୍ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ହୋଇଥିବା ଏହି ଘଟଣାର ଫୁଟେଜ ଏବେ…
Read More...

ଏକ ବ୍ୟକ୍ତି ଏକ ପଦବୀ ନୀତିରୁ ପଲଟିଲା କଂଗ୍ରେସ : ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ଦଳର ସଭାପତି ମଲ୍ଲିକାର୍ଜୁନ…

କନକ ବ୍ୟୁରୋ : ଏକ ବ୍ୟକ୍ତି ଏକ ପଦବୀ ନୀତିରୁ ପଲଟିଲା କଂଗ୍ରେସ । ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ମଲ୍ଲିକାର୍ଜୁନ ଖଡଗେ । ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖଡଗେ ଦଳର ସଭାପତି ସହିତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଧ୍ୟ ରହିବେ ।…
Read More...

ମାଡି ଆସିଲା ଲାଭା : ଇଣ୍ଡୋନେସିଆରେ ଫାଟିଲା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ, ୨ ହଜାର ଲୋକ ସ୍ଥାନାନ୍ତରିତ

କନକ ବ୍ୟୁରୋ : ଇଣ୍ଡୋନେସିଆରେ ସବୁଠାରୁ ଉଚରେ ଥିବା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ ଫାଟିଛି । ଏହାର ପ୍ରଭାବରେ ୧୨ ହଜାର ଫୁଟ ଉଚରେ ଜ୍ୱାଳାମୁଖୀ ପାହାଡରୁ ଗରମ ପବନ, ଲାଭା ଏବଂ ଧୂଆଁ ବାହାରିଥିଲା । ଜ୍ୱାଳାମୁଖିର ଲାଭା ନିକଟରେ ଥିବା ଚାଷଜମିରେ ମାଡିଯାଇଛି । ଏହା ଫଳରେ ସ୍ଥାନୀୟ ଲୋକଙ୍କ…
Read More...

ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୯୩ଟି ଆସନ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ହେବ ମତଦାନ

କନକ ବ୍ୟୁରୋ : ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମତଦାନ ହେବ । ୧୪ଟି ଜିଲ୍ଲାର ମୋଟ ୯୩ଟି ଆସନ ପାଇଁ ମତଦାନ ହେବ । ମୈଦାନରେ ରହିଛନ୍ତି ମୋଟ୍ ୮୩୩ ପ୍ରାର୍ଥୀ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ…
Read More...

ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ‘କମ୍ପ୍ୟୁଟର ବାବା’: ବିଜେପି କହିଲା, ବିବାଦ ଘେରରେ ଥିବା ବାବା କିପରି ହେଉଛନ୍ତି…

କନକ ବ୍ୟୁରୋ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ସନ୍ଥ ନାମଦେବ ଦାସ ତ୍ୟାଗି ଓରଫ ‘କମ୍ପ୍ୟୁଟର ବାବା’ଙ୍କ ସାମିଲ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । କମ୍ପ୍ୟୁଟର ବାବା ଶନିବାର ମଧ୍ୟପ୍ରଦେଶର ଆଗ୍ରା ମାଲୱା ଜିଲ୍ଲାର ମହୁଦିଆ ଗ୍ରାମରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ସାମିଲ…
Read More...

ଟିକେଟ ନକରି ରେଳ ଯାତ୍ରା କରିବା ପଡୁଛି ମହଙ୍ଗା, ଗତବର୍ଷ ତୁଳନାରେ ଚଳିତ ବର୍ଷ ୭୫ ପ୍ରତିଶତ ଅଧିକ ଜରିମାନା କରିଛି ରେଳ…

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ତରଫରୁ ଟିକେଟ ନକାଟି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ଅଭିଯାନ କ୍ରମରେ ଗତ ୮ ମାସ ମଧ୍ୟରେ ୩୨.୭୭ ଲକ୍ଷ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛି ରେଳ ବିଭାଗ । ଭାରତୀୟ ରେଳ ବିଭାଗ ପକ୍ଷରୁ ଏଡି…
Read More...

ଅତୁଲ ସହ ରିଙ୍କି ଏବଂ ପିଙ୍କି । ଯାଆଁଳା ଭଉଣୀଙ୍କୁ ବିବାହ କଲେ ଯୁବକ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଫଟୋ ଏବଂ…

କନକ ବ୍ୟୁରୋ: ଦୁଇ ଯାଆଁଳା ଭଉଣୀଙ୍କ ହୃଦୟ ଜିତିଲେ ଯୁବକ, ଧୁମଧାମରେ ହେଲା ବାହାଘର । ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ହୋଇଥିବା ଏକ ବାହାଘର ଭିଡିଓ, ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବକ ଦୁଇ ଯାଆଁଳା ଭଉଣୀଙ୍କୁ ବିବାହ କରୁଥିବାବେଳେ, ଦୁଇ ଭଉଣୀ ବର…
Read More...

ଫୁଟବଲ Legend ପେଲେଙ୍କ ସ୍ୱାସ୍ଥାବସ୍ଥା ଗମ୍ଭୀର , End-Of-Life କେୟାରକୁ ସ୍ଥାନାନ୍ତରଣ ।

କନକ ବ୍ୟୁରୋ: ବ୍ରାଜିଲର ପ୍ରଖ୍ୟାତ ଫୁଟବଲର ପେଲେଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଛି । ଫଳରେ ତାଙ୍କୁ End-Of-Life କେୟାର ପାଇଁ ସ୍ଥନାନ୍ତରଣ କରାଯାଇଥିବା ସୂଚନା ରହିଛି । ବିଶ୍ୱର ବିଶିଷ୍ଟ ଫୁଟବଲ ଖେଳାଳୀମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।…
Read More...

ଜୟରାମ ରମେଶଙ୍କ ବଡ ଘୋଷଣା, ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ହାତରେ ହାତ ଯୋଡ ଅଭିଯାନ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ୮୮ ଦିନରେ ପହଂଚିଛି । ଏହାକୁ ଚାରିଆଡୁ ଜନସମର୍ଥନ ମିଳୁଥିବା ବେଳେ ବିଭିନ୍ନ ବର୍ଗର ଲୋକ ରାହୁଲଙ୍କ ସହ ପାଦରେ ପାଦ ମିଳାଇ ଚାଲୁଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ଜୟରାମ ରମେଶ ଏକ ବଡ…
Read More...

କେଏଲ ରାହୁଲଙ୍କ ଅର୍ଦ୍ଧଶତକ: ୧୮୬ ରନରେ ଭାରତ ଅଲଆଉଟ, ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଫଳରେ ଏବେ ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହି…
Read More...