Browsing Category

ଦେଶ ବିଦେଶ

ବଡ କମ୍ପାନୀରେ ବି କର୍ମଚାରୀ ହୁଅନ୍ତି ହିଂସା ଓ ଉତ୍ପୀଡନର ଶିକାର । ୨୨.୮ ପ୍ରତିଶତ କର୍ମଚାରୀ ସହ୍ୟ କରନ୍ତି…

କନକ ବ୍ୟୁରୋ: ଗରିବ, ଶ୍ରମିକମାନେ ଖାଲି ଯେ କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନାର ଶିକାର ହୁଅନ୍ତି ତାହା ନୁହେଁ , ବଡ ବଡ କମ୍ପାନୀରେ କର୍ମଚାରୀମାନେ ମଧ୍ୟ ଉତ୍ପୀଡନାର କିମ୍ବା ହିଂସାର ଶିକାର ହୋଇଥାନ୍ତି । ଜାତିସଂଘ ଏବଂ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ପକ୍ଷରୁ ମିଳିତ ଭାବେ କରାଯାଇଥିବା…
Read More...

ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି :…

କନକ ବ୍ୟୁରୋ: କେହି ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । ଏକ ମାମଲାର ବିଚାର କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚୁଛି, କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଦିଆଯାଉଥିବା ଖାଦ୍ୟଶସ୍ୟ…
Read More...

ଏମିତି ଏକ ଏଟିଏମ୍ ଯେଉଁଥିରୁ ବାହାରୁଛି ସୁନାର କଏନ୍ .. ଭାରତରେ ନୁହଁ ବିଶ୍ୱରେ ପ୍ରଥମଥର ପାଇଁ ଖୋଲିଛି ରିୟଲ୍-ଟାଇମ୍…

ଏଟିଏମ୍ କହିଲେ ସାଧାରଣ ଭାଷାରେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହୁ କି ଏପରି ଏକ ଏଟିଏମ୍ ରହିଛି ଯେଉଁଥିରୁ ଟଙ୍କା ବଦଳରେ ସୁନା ବାହାରୁଛି ତେବେ ଆପଣ ତାଜୁବ୍ ହେବେ ନିଶ୍ଚୟ । ଆଜ୍ଞା ହଁ ଖବରଟି ସମ୍ପୁର୍ଣ୍ଣ ସତ୍ୟ । ଦେଶରେ ପ୍ରଥମଥର ପାଇଁ…
Read More...

ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି, ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ।

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ମୁତାବକ ଏଥର ବିଜେପିକୁ ହରାଇ ନିର୍ବାଚନ ଜିତିପାରେ ଆପ୍ । ପ୍ରତ୍ୟକ୍ଷ ନିର୍ବାଚନରେ କିଏ ହେଉଛନ୍ତି ମେୟର…
Read More...

ବୋରୱଲରେ ଫସିଲା କୁନି ଜୀବନ । ଯୁଦ୍ଧକାଳୀନ ଭିତିରେ ପ୍ରଶାସନର ଉଦ୍ଧାର କାମ ଜାରି

କନକ ବ୍ୟୁରୋ : ବୋରୱେଲ ଗାତରେ ଫଶି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର । ତନ୍ମୟ, ବାପା ସୁନୀଲ ଦିୟାବରଙ୍କ ସହ ବିଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ବୋରୱେଲର ଗଭୀର ୪ ଶହ ଫୁଟ…
Read More...

୨୬ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଲେ କୋର୍ଟ। ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ।

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି । ଗର୍ଭସ୍ଥ ଶିଶୁର ସ୍ନାୟୁଗତ ସମସ୍ୟା ହେତୁ ମହିଳା ଜଣକ ୩୩ ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ମାଗିଥିଲେ । ମହିଳା ଜଣକ ଦାବି କରିଛନ୍ତି, ସେ ଗର୍ଭବତୀ ହେବା ପରଠାରୁ ଅନେକ…
Read More...

ରୁଷ ଉପରେ ଭାରି ପଡୁଛି ୟୁକ୍ରେନ: କ୍ରେମଲିନର ଦୁଇଟି ବିଶାଳ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

କନକ ବ୍ୟୁରୋ: ରୁଷିଆର ସବୁଠାରୁ ସୁରକ୍ଷିତ ଥିବା ଦୁଇ ଏୟାରବେସ୍ ଉପରେ ୟୁକ୍ରେନ୍ କରିଛି ଡ୍ରୋନ ମାଡ । ଏହି ଡ୍ରୋନ୍ ଆକ୍ରମଣରେ ରୁଷିଆର ୨ଟି ଆଣବିକ ବମ୍ପର ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଘଟଣା ପରେ ୟୁକ୍ରେନରୁ ଅଧିକ ଆକ୍ରମଣ ହେବାର ଆଶଙ୍କାଦୃଷ୍ଟିରୁ ରୁଷିଆର ଅନ୍ୟ ଏୟାରବେସ ଗୁଡିକୁ…
Read More...

ଭାରତର ମିସାଇଲ ପରୀକ୍ଷଣ ପୂର୍ବରୁ ଛାନିଆ ହେଲାଣି ଚୀନ: ହିନ୍ଦ ମହାସାଗରରେ ଗୁଇନ୍ଦା ଜାହାଜକୁ ଓହ୍ଲାଇଲା ଡ୍ରାଗନ

କନକ ବ୍ୟୁରୋ: ଭାରତ କରିବ ମିସାଇଲ ପରୀକ୍ଷଣ, ଛାନିଆ ହେଲାଣି ଚୀନ । ଆଗାମୀ ସପ୍ତାହରେ ଭାରତୀୟ ସେନା ଅବଦୁଲ କଲାମ ଦ୍ୱୀପରୁ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି । ଏହାକୁ ନେଇ ଚୀନ ବିଚଳିତ ହୋଇପଡିଛି । କେବଳ ସେତିକି ନୁହେଁ ପରୀକ୍ଷଣ ଉପରେ କଡ଼ା ନଜର ରଖିଥିବା ଡ୍ରାଗନ ହିନ୍ଦ…
Read More...

ଏକ୍ସିଟ ପୋଲର ଆକଳନ: ଦିଲ୍ଲୀ ଏମସିଡି ନିର୍ବାଚନରେ ପଦ୍ମ ଓ ହାତକୁ ସଫା କରିପାରେ ଝାଡୁ

କନକ ବ୍ୟୁରୋ: ଗୁଜରାଟରେ କିଏ ସରକାର ଗଠନ କରିବ ଓ କାହାକୁ ଆଗାମୀ ୫ବର୍ଷ ପାଇଁ ଅପେକ୍ଷା କରିବାକୁ ପଡିବ ତାହା ଡିସେମ୍ବର ୮ ତାରିଖର ଭୋଟ ଗଣତିରେ ସ୍ପଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଏକ୍ସିଟ୍ ପୋଲ ସାମ୍ନାକୁ ଆସିଛି । ବିଭିନ୍ନ ଏକ୍ସିଟ ପୋଲ ସମାନ କଥା କହୁଛି ଯେ ଲଗାତାର ୭ଥର ପାଇଁ…
Read More...

ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରାରେ ଅଶାନ୍ତ ମାହୋଲ। ସ୍ଥିତିକୁ ସମ୍ଭାଳିବା ପାଇଁ ସାରା ସହରରେ ୧୪୪ ଧାରା ଜାରି।

କନକ ବ୍ୟୁରୋ: କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା । ଶାହି ଇଦଗାହରେ ହନୁମାନ ଚାଳିଶା ପାଠ କରିବା ପାଇଁ ଭାରତ ହିନ୍ଦୁ ମହାସଭା ଘୋଷଣା କରିବା ପରେ ଏଠାରେ ସୁରକ୍ଷା ଛାଉଣୀ କରାଯାଇଛି । ମଥୁରାରେ ଅନ୍ୟ ସହରରୁ ଆସୁଥିବା ଯାନବାହାନ ଉପରେ କଡ଼ା ନଜର ରଖାଯାଇଛି । ସ୍ଥାନେ…
Read More...