Browsing Category

ଖେଳ

ବିଜୟରୁ ଅଭିଯାନ ଆରମ୍ଭ କଲା CSK , ୬ ୱିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଲା ।

କନକ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ…
Read More...

ଆଜିଠୁ ଆରମ୍ଭ ଆଇପିଏଲ । ଚେନ୍ନାଇରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ – ରୟାଲ ଚ୍ୟାଲେଞ୍ଜର୍ସ…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ । ରାତି ୮ଟାରେ ଫଟାଫଟ କ୍ରିକେଟର ରୋମାଞ୍ଚ ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ । ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।…
Read More...

କ୍ୟାପଟେନ କୁଲଙ୍କ ଯୁଗ ଶେଷ ! ମ୍ୟାଚର ଦିନକ ପୂର୍ବରୁ ସିଏସକେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

କନକ ବ୍ୟୁରୋ : ପ୍ରତିଥର ଭଳି ପୁଣିଥରେ ସରପ୍ରାଇଜ କରିଦେଲେ ମହେନ୍ଦ୍ର ସିଂ ଧୋନୀ । କେହି କିଛି ଭାବିବା ଆଗରୁ ଆଇପିଏଲର ଅଧିନାୟକ ପଦରୁ ହଟିଯାଇଛନ୍ତି କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଧୋନୀ । ୨୦୨୪ ଆଇପିଏଲ୍ ସିଜନର ଦିନକ ପୂର୍ବରୁ ଏଭଳି ବଡ଼ ନିଷ୍ପତି ନେଇ କ୍ରିକେଟପ୍ରେମୀଙ୍କୁ ଝଟକା…
Read More...

ଆଇପିଏଲ ଆରମ୍ଭ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ କ୍ରିକେଟର କେଶବ ମହାରାଜ । ସୋସିଆଲ ମିଡ଼ିଆରେ ଛୁଟିଲା…

କନକ ବ୍ୟୁରୋ : ଆଇପିଏଲ ପୂର୍ବରୁ ସୋସିଆଲ ମିଡ଼ିଆରେ କ୍ରିକେଟର କେଶବ ମହାରାଜଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ କେଶବ ମହାରାଜ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଅଯୋଧ୍ୟା ସ୍ଥିତ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା…
Read More...

ଆଉ ଦିନକ ପରେ ଆଇପିଏଲ-୨୦୨୪ । ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ କମାଇବାକୁ ଏଥର ନୂଆ ନିୟମ

କନକ ବ୍ୟୁରୋ : ଶୁକ୍ରବାରରୁ ଆରମ୍ଭ ହେଉଛି ଆଇପିଏଲର ୧୭ ତମ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଆଇପିଏଲରେ ବୋଲରଙ୍କ ପ୍ରଭାବ କମୁଥିବାରୁ ଚଳିତ ଆଇପିଏଲରେ ବୋଲରଙ୍କୁ ସୁହାଇବା ପାଇଁ ନୂଆ ନିୟମ ହେବ । ବୋଲରମାନେ…
Read More...

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବଦଳିଲା ନାଁ ଓ ଲୋଗୋ । ଜାଣନ୍ତୁ ଏଥର ଆଇପିଏଲରେ କେଉଁ ନାଁରେ ମୈଦାନକୁ ଓହ୍ଲାଇବ…

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ, ବିରାଟ କୋହଲି ଓ ସ୍ମୃତି ମାନ୍ଧନା ଆରସିବିର ନୂଆ ନାଁ, ଲୋଗୋ ଓ ଜର୍ସିର ଉନ୍ମୋଚନ କରିଛନ୍ତି । ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…
Read More...

ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା । ଦଳରୁ ବାଦ୍ ପଡିଲେ ଷ୍ଟାର ବୋଲର ।

କନକ ବ୍ୟୁରୋ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆଉ ଏହା ପୂର୍ବରୁ ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ବଡ ଝଟକା । ଦଳର ଦ୍ରୁତ ବୋଲର ଜେସନ୍ ବେହରନଡ୍ରଫ୍ ଆହତ ହେବା କାରଣରୁ ଆଇପିଏଲରୁ ବାଦ୍ ପଡିଛନ୍ତି । ବାମହାତୀ ଏହି ଦ୍ରୁତ ବୋଲର ନୂଆ ବୋଲରେ ୱିକେଟ୍…
Read More...

ରୋହିତ ସମ୍ପର୍କରେ ପ୍ରଶ୍ନ କଲେ ସାମ୍ବାଦିକ । ପଚାରିଲେ, କାହିଁକି ରୋହିତଙ୍କ ପାଖରୁ ହଟାଗଲା ଅଧିନାୟକ ଦାୟିତ୍ୱ? ମୁହଁ…

କନକ ବ୍ୟୁରୋ: ରୋହିତଙ୍କ ସମ୍ପର୍କରେ ପଚାରିବାରୁ ଚୁପ୍ ରହିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମାର୍କ ବାଉଚର । ଏକ ପ୍ରେସମିଟରେ ସାମ୍ବାଦିକ ରୋହିତ ଶର୍ମାଙ୍କଠାରୁ କାହିଁକି ଅଧିନାୟକ ଦାୟିତ୍ୱ ଫେରାଇ ନିଆଗଲା ବୋଲି ପ୍ରଶ୍ନ କରିବାରୁ, ଏହାର ଉତ୍ତର ନଦେଇ ଚୁପ୍…
Read More...

ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।ଦିଲ୍ଲୀ କ୍ୟାପିଟାଲ୍ସକୁ ୮…

କନକ ବ୍ୟୁରୋ: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ସ୍ମୃତି ମନ୍ଧାନାଙ୍କ ଟିମ୍ । ଏହି ବିଜୟ ପ୍ରଥମଥର ଡବ୍ଲୁପିଏଲ୍…
Read More...

ଆଜି ମହିଳା ଆଇପିଏଲ ଫାଇନାଲ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁୁରୁ ମଧ୍ୟରେ ମୁକାବିଲା ।

କନକ ବ୍ୟୁରୋ: ମହିଳା ଆଇପିଏଲର ଆଜି ଫାଇନାଲ ମୁକାବିଲା । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ହେଲେ ବାଙ୍ଗାଲୋର ପ୍ରଥମ ଥର ପାଇଁ ଫାଇନାଲ ଖେଳିବ । ସବୁ କଳ୍ପନାଜଳ୍ପନାର ଅନ୍ତ ଅଘଟାଇ…
Read More...