Browsing Category

ଖେଳ

ମହମ୍ମଦ କୈଫଙ୍କ ବଡ ଦାବି । ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପିଚ୍ ପ୍ରସ୍ତୁତି ନେଇ ଉଠାଇଲେ ପ୍ରଶ୍ନ । ପରାଜୟ ପାଇଁ ରୋହିତ…

କନକ ବ୍ୟୁରୋ : ଗତବର୍ଷ ହୋଇଥିବା ବଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଥିଲା । ଏହି କ୍ରମରେ ଅଷ୍ଟ୍ରେଲିଆ ଟିମ୍ ଷଷ୍ଠ ଥର ପାଇଁ ଚାମ୍ପିୟାନ ହୋଇଥିଲା । ଏପଟେ ଭାରତ ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିବାର ସ୍ୱପ୍ନ ହରାଇଥିଲା । ଅହମ୍ମଦାବାଦର…
Read More...

କାହିଁକି କରୁଥିଲେ କ୍ୟାଟରିଂ ଚାକିରି କରୁଥିଲେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜ? କହିଲେ କେମିତି କଟିଥିଲା…

କନକ ବ୍ୟୁରୋ: ଚର୍ଚ୍ଚାରେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜଙ୍କ ଭିଡିଓ । ଏହି ଭିଡିଓ ଜୀବନ ସଂଘର୍ଷ କଥା ନିଜେ ବଖାଣିଛନ୍ତି ସିରାଜ । କେମିତି କଟିଥିଲା ତାଙ୍କ ପିଲାଦିନ, କାହିଁକି କରିବାକୁ ପଡିଥିଲା କ୍ୟାଟରିଂ ଚାକିରି । ସେହି ସବୁ ସଂଘର୍ଷ କଥାର ଭିଡିଓରେ ଦେଖିବାକୁ ମିିଳିଛି ।…
Read More...

ଟି-୨୦ ବିଶ୍ୱକପ ଖେଳିନପାରନ୍ତି ବିରାଟ କୋହଲି! ଜାତୀୟ ଗଣମାଧ୍ୟମରେ ଜୋରଧରିଲା ଚର୍ଚ୍ଚା ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବିରାଟ କୋହଲି । ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଦଶ ବ୍ୟାଟର ନିକଟରେ ବାପା ହୋଇଛନ୍ତି । କୋହଲି ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆଠାରୁ ଦୂରରେ ଅଛନ୍ତି । ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାଗ ନେଇଥିଲେ । ସେବେଠାରୁ ବ୍ୟକ୍ତିଗତ କାରଣରୁ…
Read More...

ଆଇପିଏଲରୁ ବାଦ୍ ପଡିଲେ ମହମ୍ମଦ ସାମି, ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଡିଆକୁ ଓହ୍ଲାଇବେ ଋଷଭ ପନ୍ତ ।

କନକ ବ୍ୟୁରୋ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ । ତେବେ ଆଇପିଏଲ ଆରମ୍ଭ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ବଡ ଝଟକା । ଗୁଜୁରାଟର ଷ୍ଟାର ବୋଲର ମହମ୍ମଦ ସାମି ଆଗାମୀ ଆଇପିଏଲରୁ ବାଦ୍ ପଡିଛନ୍ତି । ଆହତ କାରଣରୁ ସାମିଙ୍କୁ ଆଇପିଏଲରୁ ବିଶ୍ରାମ ଦିଆଯାଇଛି । ବିସିସିଆଇ ପକ୍ଷରୁ ଏନେଇ…
Read More...

ବ୍ୟାଡମିଣ୍ଟନରେ ଓଡ଼ିଆ ଝିଅଙ୍କ ସଫଳତା । ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କଲେ…

କନକ ବ୍ୟୁରୋ: ବ୍ୟାଡମିଣ୍ଟନରେ ଓଡ଼ିଆ ଝିଅଙ୍କ ସଫଳତା । ଚଳିତବର୍ଷର ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୁଇ ଓଡ଼ିଆ ଖେଳାଳି । ଦୁଇ ଭଉଣୀ ଋୁତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ଏହି ସଫଳତା ହାସଲ କରିଛନ୍ତି । ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ…
Read More...

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଂଶସକଙ୍କ ପାଇଁ ଖୁସି ଖବର । ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ, ଖୁବଶୀଘ୍ର ମୈଦାନରେ…

କନକ ବ୍ୟୁରୋ : ଆଇପିଏଲକୁ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଂଶସକଙ୍କ ପାଇଁ ଆସିଛି ଖୁସି ଖବର । ଆଇପିଏଲର ଚଳିତ ସିଜିନରେ ପୁଣିଥରେ ବିଧ୍ୱଂସୀ ବ୍ୟାଟର ଋଷଭ ପନ୍ତଙ୍କୁ ମୈଦାନରେ ଦେଖିବାକୁ ମିଳିବ । ଏନେଇ ଏନସିଏ ପକ୍ଷରୁ ଋଷଭଙ୍କୁ ଫିଟନେସ…
Read More...

ପୁଣି ଟିମ୍ ଇଣ୍ଡିଆର ବିରଳ ରେକର୍ଡ । ଆଇସିସି ରାଙ୍କିଙ୍ଗରେ ତିନିଟି ଯାକ ଫର୍ମାଟରେ ଏକ ନମ୍ବର ।

କନକ ବ୍ୟୁରୋ: ଇଂଲଣ୍ଡ ବିରୋଧରେ ସିରିଜ୍ ଜିତି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ପୁଣି କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ ପାଲଟିଛି । ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ…
Read More...

ଟେଷ୍ଟ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରିବ ବିସିସିଆଇ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଅତିରିକ୍ତ ଟଙ୍କା?

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ୪-୧ରେ ଟେଷ୍ଟ ସିରିଜ ଜିତିବା ପରେ ଭାରତୀୟ ଖେଳାଳୀଙ୍କ ପାଇଁ ବଡ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ମ୍ୟାଚ୍ ଖେଳୁଥିବା କ୍ରିକେଟରଙ୍କ ପାଇଁ ଟେଷ୍ଟ କ୍ରିକେଟ ଇନସେନଟିଭ ସ୍କିମ ଆରମ୍ଭ କରିଛି ବିସିସିଆଇ । ଯେଉଁ ଯୋଜନା ଅନୁଯାୟୀ ଟେଷ୍ଟ କ୍ରିକେଟ ଖେଳୁଥିବା…
Read More...

ଭାରତୀୟ ଟିମକୁ ଝଟକା । ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର । ଟୁଇଟ୍ କରି ବଡ ସୂଚନା ଦେଲା ବିସିସିଆଇ ।

କନକ ବ୍ୟୁରୋ: ଧର୍ମଶାଳାରେ ଜାରି ରହିଛି ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ । ଏହି ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିବା ପରେ, ଇଂଲଣ୍ଡ ଟିମକୁ ମଧ୍ୟ ଦ୍ୱିତୀୟ ଇଂନିସରେ ଝଟକା ଦେଇଛି । ହେଲେ ଏହାରି ଭିତରେ କିନ୍ତୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ ରୋହିତ…
Read More...

ରୋହିତ ଓ ଶୁଭମନଙ୍କ ଶତକ । ଧର୍ମଶାଳା ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ, ୪୬ ରନର ଅଗ୍ରଣୀ ନେଇ ବିଶାଳ ସ୍କୋର…

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ୫ମ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୪୬ ରନର ଅଗ୍ରଣୀ ନେଇଛି । ଏବେ ବି ଟିମ୍ ଇଣ୍ଡିଆ ହାତରେ ୯ ୱିକେଟ ଥିବା ବେଳେ ବଡ ସ୍କୋର ଅଭିମୁଖେ ଆଗକୁ ବଢୁଛି ଭାରତ । ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ…
Read More...