Browsing Category

ଖେଳ

ମୁମ୍ବାଇ ରାସ୍ତାରେ ବିରାଟ-ଅନୁଷ୍କା । କୋହଲି ସ୍କୁଟି ଚଲାଉଥିବାର ଭିଡ଼ିଓ ହେଲା ଭାଇରାଲ ।

କନକ ବ୍ୟୁରୋ : କ୍ରିକେଟରୁ କିଛି ଦିନର ବିରତି ଭିତରେ ସମୟକୁ ପୂରା ଉପଭୋଗ କରୁଛନ୍ତି କ୍ରିକେଟର ବିରାଟ କୋହଲି । ପୁଣିଥରେ ମୈଦାନକୁ ଫେରିବା ପୂର୍ବରୁ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇର ରାସ୍ତାରେ କୋହଲିଙ୍କୁ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି ସ୍କୁଟିରେ । ବିରାଟ ସ୍କୁଟି ଚଲାଉଥିବା…
Read More...

ଜିମ୍ବାୱେ ବିପକ୍ଷ ଏକଦିବସୀୟ ମ୍ୟାଚରେ ଭାରତର ଦ୍ୱିତୀୟ ବିଜୟ, ସିରିଜ ଦଖଲ କଲା ଭାରତ

କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରେ ଭାରତ କ୍ରମାଗତ ଭାବେ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଦଖଲ କରିଛି । ଶନିବାର ଦିନ ହରାରେ ଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେ ଦଳ ଭାରତକୁ ୧୬୨ ରନର ଟାର୍ଗେଟ ଦେଇଥିଲା । ଭାରତୀୟ ଟିମ୍ ୫ ୱିକେଟ ହରାଇ ଏହି…
Read More...

ପାକିସ୍ତାନକୁ ବଡ ଝଟକା, ଏସିଆ କପରୁ ସାହିନ ଆଫ୍ରିଦି ବାଦ୍

କନକ ବ୍ୟୁରୋ: ଏସିଆ କପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । ଦଳର ସବୁଠାରୁ ବଡ ଶକ୍ତି ସାହିନ ଆଫ୍ରିଦି ଦଳରୁ ବାଦ୍ ପଡିଛନ୍ତି । ଆହତ ସମସ୍ୟା ଯୋଗୁ ସେ ଦଳରୁ ବାଦ ପଡିଛନ୍ତି । ସାହିନ ଦଳରୁ ବାଦ ପଡିବା ଭାରତୀୟ ଫ୍ୟାନ୍ସ୍ ପାଇଁ ଖୁସି ଖବର । ଗତ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାର…
Read More...

ଭାରତୀୟ ମହିଳା କ୍ରିକେଟ ଟିମରୁ ଅବସର ନେବେ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ, ଜାଣନ୍ତୁ କାହା ସହ ଖେଳିବେ ଶେଷ ମ୍ୟାଚ୍

କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟ୍ ଟିମର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନିଜର ଅବସର ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଲଡର୍ସ ଠାରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡ ସହ ଖେଳିବା ପରେ ଅବସର ନେବେ ବୋଲି କହିଛନ୍ତି । ଝୁଲଣ ଦୀର୍ଘ ୨୦ ବର୍ଷ ହେବ ଭାରତୀୟ ମହିଳା…
Read More...

ଜାତୀୟ ସଙ୍ଗୀତ ଗାନ ବେଳେ ଘଟିଲା ଏମିତି କିଛି ଘଟଣା ।  ମନ ଜିଣିନେଲେ ରାହୁଲ ଓ ଇଶାନ କିଷାନ । 

କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷ ପ୍ରଥମ ମ୍ୟାଚକୁ ୧୦ ୱିକେଟରେ ବାଜି ମାରି ନେଇଛି ଟିମ୍ ଇଣ୍ଡିଆ । ଟିମର ଦୁଇ ଓପନର ହିଁ ଅପରାଜିତ ରହି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । କିନ୍ତୁ ଏହି ମ୍ୟାଚରେ କିଛି ଏମିତି ହୋଇଥିଲା ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭାରତୀୟ ଟିମର ଅଧିନାୟକ କେ.ଏଲ ରାହୁଲ ଓ…
Read More...

ଜିମ୍ବାୱେ ବିରୋଧରେ ଭାରତର ଚମତ୍କାର ପ୍ରଦର୍ଶନ, କୌଣସି ୱିକେଟ ନହରାଇ ଜିତିଲା ଭାରତ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ୍ ଜିମ୍ବାୱେ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ୩ ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଛି । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ କେଏଲ ରାହୁଲ ଟଚ୍ ଜିତି ପ୍ରଥମେ ବୋଲିଂ…
Read More...

ଆଜି ଭାରତ ଓ ଜିମ୍ବାୱେ ପ୍ରଥମ ଦିନିକିଆ : ଟି-୨୦ ବିଶ୍ୱକପ ପୂର୍ବରୁ ଯୁବ ବାହିନୀର ପ୍ରଦର୍ଶନ ଉପରେ ବିସିସିଆଇର ନଜର

କନକ ବ୍ୟୁରୋ :  ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବା ପ୍ରଥମ ଦିନିକିଆ ମ୍ୟାଚ । ଶୃଙ୍ଖଳାର ତିନୋଟି ମ୍ୟାଚରୁ ଆଜି ପ୍ରଥମ ମୁକାବିଲା । ଏହି ମ୍ୟାଚ ଜିମ୍ବାୱେର ହରାରେର ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଆୟୋଜିତ ହେବ । ଟି-୨୦ ବିଶ୍ୱକପର ମାତ୍ର ଦୁଇ ମାସ ପୂର୍ବରୁ ଖେଳାଯାଉଥିବା ଏହି…
Read More...

‘ୱାରିୟର ଇଜ୍ ବ୍ୟାକ୍’ । ପୁଣିଥରେ ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍, ଲଗାଇଲେ ଲମ୍ବା ଲମ୍ବା ଛକା ।

କନକ ବ୍ୟୁରୋ : ପୁଣି ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍ । ମାରିଲେ ଲମ୍ବା ଲମ୍ବା ଛକା । ସିକ୍ସର କିଙ୍ଗ୍ ଯୁବରାଜଙ୍କୁ ପୁଣିଥରେ ମୈଦାନରେ ଦେଖିବାକୁ ମିଳିଛି । ନେଟସରେ ଦୀର୍ଘ ସମୟ ଧରି ପ୍ରାକ୍ଟିସ କରିଛନ୍ତି ଯୁବରାଜ । ଆଉ ଏହି ସମୟରେ ସେହି ପୁରୁଣା ଅନ୍ଦାଜରେ ମାରିଛନ୍ତି ଲମ୍ବା ଲମ୍ବା…
Read More...

ଜିମ୍ବାୱେ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ବାଦ୍ ପଡିଲେ ଷ୍ଟାର ସ୍ପିନର, ଆଇପିଏଲରେ ଦମଦାର ପ୍ରଦର୍ଶନ…

କନକ ବ୍ୟୁରୋ : ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଗସ୍ତ ପୂର୍ବରୁ ଆହତ ହୋଇ ପୂରା ସିରିଜରୁ ବାଦ୍ ପଡିଛନ୍ତି । ଧୱନଙ୍କ ବଦଳରେ କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ସେହିଭଳି ୱାସିଂଟନ ସୁନ୍ଦରଙ୍କ ବିକଳ୍ପ ଭାବେ ନୂଆ ବୋଲରଙ୍କୁ ଦଳରେ…
Read More...

ତାଙ୍କୁ ଖେଳିବାକୁ ଦିଅ, ନିଶ୍ଚୟ ଫର୍ମକୁ ଫେରିବେ । କୋହଲିଙ୍କୁ ନେଇ କିଛି ଏମିତି କହିଲେ ସୌରଭ ଗାଙ୍ଗୁଲି ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ୨୦୧୯ ପରଠାରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । କୋହଲିଙ୍କ ବ୍ୟାଟରୁ ଶତକକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଆଉ ଏସିଆ କପରେ…
Read More...