Browsing Category

ଖେଳ

ପୁରୁଷ ହକି ବିଶ୍ୱକପ : ବେଲଜିୟମକୁ ହରାଇ ଜର୍ମାନୀ ହେଲା ବିଶ୍ୱ ଚାମ୍ପିୟନ; କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଲା…

କନକ ବ୍ୟୁରୋ : ପୁରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ଏକ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ ଓ ୧୦ ମିନିଟରେ ଦ୍ୱିତୟ ଗୋଲ ସ୍କୋର କରି ମ୍ୟାଚରେ ୨-୦ରେ ଆଗୁଆ…
Read More...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ : ଭାରତ ପାଇଁ କର ବା ମର ସ୍ଥିତି; ମ୍ୟାଚ ଜିିତି ସିରିଜକୁ ଫେରିବା…

କନକ ବ୍ୟୁରୋ : ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଜିତିସାରିଥିବାରୁ ଏହି ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ଆଜି ଲକ୍ଷ୍ନୌରେ ଖେଳାଯିବାକୁ ଥିବା ମ୍ୟାଚରେ ଟିମରେ ଜଣେ ଅବା ଦୁଇ ଜଣ ନୂଆ ଖେଳାଳୀଙ୍କୁ…
Read More...

ଗିନିଜ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଖୁସି ଖବର…

କନକ ବ୍ୟୁରୋ : ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପକ୍କା କରିଛି । ଏ ନେଇ ଶନିବାର…
Read More...

ପୁରୁଷ ହକି ବିଶ୍ୱକପ୍ ୨୦୨୩ : କ୍ଲାସିଫିକେସନ ମ୍ୟାଚ ଜିତି ନବନ ସ୍ଥାନରେ ଭାରତ

କନକ ବ୍ୟୁରୋ : ଶନିବାର ଚଳିତ ବିଶ୍ୱକପର ଶେଷ କ୍ଲାସିଫିକେସନ ମ୍ୟାଚରେ ବିଜୟ ସହ ସମ୍ମାନ ରକ୍ଷା କରିଛି ଭାରତ । ନିଜର ଦୁଇ କ୍ଲାସିଫିକେସନ ମ୍ୟାଚ ଜିତି ଦଳ ନବନ ସ୍ଥାନରେ ରହିଛି । ଗତ ୨୬ ତାରିଖରେ ଜାପାନଙ୍କୁ ୮-୦ରେ ହରାଇଥିବା ଭାରତ ଗତକାଲି ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲରେ ହରାଇଛି । ଏପଟେ…
Read More...

ଭାରତ ପାଇଁ ଖେଳିବାର ସ୍ୱପ୍ନ ରହିଲା ଅଧୁରା! କ୍ରିକେଟକୁ ବାଏ ବାଏ କଲେ ଓଡିଆ ବୋଲର ବସନ୍ତ ମହାନ୍ତି ।

କନକ ବ୍ୟୁରୋ: କ୍ରିକେଟ ଦୁନିଆରେ ଏଭଳି ଅନେକ ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟରେ ଦେଶ ପାଇଁ ଖେଳିବାର ଗୌରବ ରହିଛି । ଆଉ ଏହିଭଳି ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କଲେ ସୁଦ୍ଧା ତାଙ୍କୁ ଦେଶ ପାଇଁ ଖେଳିବାର ସୁଯୋଗ ମିଳିପାରିନାହିଁ । ଏଭଳି କିଛି କାହାଣୀ ରହିଛି…
Read More...

ପୁରୁଷ ହକି ବିଶ୍ୱକପ୍ : ଫାଇନାଲରେ ଜର୍ମାନୀ ଓ ବେଲଜିୟମ

କନକ ବ୍ୟୁରୋ : ପୁରୁଷ ହକି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବ ଜମାନୀ – ବେଲଜିୟମ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଜର୍ମାନୀ ଫାଇନାଲକୁ ଯାଇଥିବାବେଳେ, ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବେଲଜିୟମ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ…
Read More...

ଦିନିକିଆ ବିଜୟଧାରା ଦୋହରାଇ ପାରିଲାନି ଭାରତ : ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୨୧ ରନରେ ହାରିଲା

କନକ ବ୍ୟୁରୋ : ଦିନିକିଆ ସିରିଜ ମୂଳପୋଛ କରିବା ପରେ ଟି-୨୦ରେ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ସ୍ପିନରଙ୍କ ଚତ୍ମକାର ପଦର୍ଶନ ଯୋଗୁ ୨୧ ରନରେ ଭାରତକୁ ହରାଇଛି ଭ୍ରମଣକାରୀ ଦଳ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍…
Read More...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ । ଟସ୍ ଜିତି ଭାରତର ପ୍ରଥମେ ବୋଲିଂ ନିଷ୍ପତ୍ତି । ପୃଥ୍ୱୀ ଶଙ୍କୁ ପୁଣିଥରେ ହେବାକୁ…

କନକ ବ୍ୟୁରୋ : ରାଞ୍ଚିରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏହି ଟି-୨୦ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା…
Read More...

ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଲେ ସାନିଆ ମିର୍ଜା : ବିଦାୟୀ ମ୍ୟାଚ ପରେ ଭାବପ୍ରବଣ ହୋଇ କାନ୍ଦିଲେ

କନକ ବ୍ୟୁରୋ : ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ…
Read More...

ହକି ବିଶ୍ୱକପ : ସେମିଫାଇନାଲରେ ଜର୍ମାନୀ ଓ ନେଦରଲାଣ୍ଡ୍ସ

କନକ ବ୍ୟୁରୋ : ଓଡ଼ିଶାରେ ଚାଲିଥିବା ଚଳିତ ଏଫଆଇଏଚ ହକି ବିଶ୍ୱକପରେ ସେମିଫାଇନାଲକୁ ଯାଇଛନ୍ତି ଜର୍ମାନୀ ଓ ନେଦରଲାଣ୍ଡ୍ସ । କ୍ୱାଟର ଫାଇନାଲରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଇଂଲଣ୍ଡ-ଜର୍ମାନୀ ୨-୨ ଗୋଲ ଦେଇଥିଲେ । ଶେଷରେ ସୁଟଆଉଟ ୪-୩ରେ ଜିତିଥିଲା ଜର୍ମାନୀ । ଏହା ପୂର୍ବରୁ ମଧ୍ୟ ଇଂଲଣ୍ଡ…
Read More...