Browsing Category

ସ୍ପେଶାଲ୍ ରିପୋର୍ଟ

ନଷ୍ଟ ହୋଇଗଲା ସ୍ୱାମୀଙ୍କ ଦୁଇଟି କିଡ଼ନୀ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ସ୍ୱାମୀଙ୍କୁ କିଡ଼ନୀ ଦାନ କରିବାକୁ…

କନକ ବ୍ୟୁରୋ: ଏ ଗୁହାରୀ ସିନ୍ଦୂରର ସୁରକ୍ଷା ପାଇଁ, ଏ ଆକୁଳ ନିବେଦନ ଆଉ ଆଖିରେ ଆଖିଏ ଲୁହ ସଦା ସୁହାଗନ ରହିବା ପାଇଁ । ଯେତେ କଷ୍ଟ ହେଉ, ବିଧାତା ବାରମ୍ବାର ବାଟ ଓଗାଳୁ କିନ୍ତୁ ସେ ତାଙ୍କ ମଥାର ସିନ୍ଦୂରକୁ ବଞ୍ଚାଇବା ପାଇଁ ପ୍ରତିଜ୍ଞା କରିଛନ୍ତି । ଆଧୁନିକ ଯୁଗର ଜଣେ ସ୍ତ୍ରୀ ନିଜ…
Read More...

ସ୍ୱାଧୀନତା ଦିବସରେ ସହିଦ ଭଗତ ସିଂଙ୍କ କାହାଣୀ କହିଥାନ୍ତା କୁନି ପୁଅ । ଭଗତଙ୍କ ଫାଶୀ ବେଳର ଦୃଶ୍ୟ ଅଭ୍ୟାସ କରୁଥିବା…

ସରଫରୋସି କି ତମନ୍ନା ଅବ ହମାରେ ଦିଲ ମେଁ ହୈ ଦେଖ ନା ହେ ଜୋର କିତନା ବାଜୁ-ଏ-କାତିଲ ମେଁ ହୈ କୁନିପାଟିରୁ ଶୁଭୁଥିଲା ଭଗତ ସିଂଙ୍କ ଏହି ଜୋସ୍ ଭରା କଥା । ସ୍ୱାଧୀନତା ଦିବସ ପାଇଁ ଭଗତ ସିଂ ସାଜି ଘରେ ଅଭିନୟର ଅଭ୍ୟାସ କରୁଥିଲା ୧୦ ବର୍ଷର କୁନି ପୁଅ । ବନ୍ଦେ ମାତରମ୍ ଆଉ ଇନକଲାବ…
Read More...

କୃଷ୍ଣ ସେବା ପାଇଁ ଇସ୍ତଫା ଦେବେ ଆଇପିଏସ୍ : ଭଗବତ ପ୍ରେମରେ ୧୯୯୮ ବ୍ୟାଚ କ୍ୟାଡେଟ୍ ଭାରତୀ ଆରୋରା

କନକ ବ୍ୟୁରୋ : ଆଉ ନୁହେଁ... ବହୁତ ହୋଇଗଲା, ଚୋର ପୋଲିସର ଖେଳ, କ୍ରାଇମ କ୍ରିମିନାଲର ଲୁଚାଛୁପା କାହାଣୀ । ବହୁତ ହୋଇଗଲା ଚାକିରି ଜୀବନ । ଏବେ କୃଷ୍ଣଙ୍କ ପ୍ରେମରେ ପଡିବାର ବେଳ, କୃଷ୍ଣ ନାମ ଜପିବାର ବେଳ... କୃଷ୍ଣଙ୍କ ସେବା କରିବାକୁ ଛାଡିଦେବି ଚାକିରି । ଏବେ ଜୀବନର ଏକ ମାତ୍ର ନିଚ୍ଛକ ଓ…
Read More...

ଘରେ ମିନି ଜଙ୍ଗଲ : ୮ଶହ ବର୍ଗଫୁଟରେ ୪ ହଜାର ଗଛ, ୧୫୦ରୁ ଉର୍ଦ୍ଧ୍ୱ ବିରଳ ପ୍ରଜାତି

କନକ ବ୍ୟୁରୋ :  ସୃଷ୍ଟିକର୍ତ୍ତା ସ୍ୱଚ୍ଛ ବାୟୁ, ଜଳ, ସୂର୍ଯ୍ୟକିରଣ, ସବୁଜିମାରେ ସଜାଇଦେଇଛନ୍ତି ପ୍ରକୃତିକୁ ରାଣୀକୁ । ଏସବୁକୁ ଆଧାର କରି ବଂଚିଛି ମାନବ । ପ୍ରକୃତି ବଂଚିଲେ ମଣିଷ ବଂଚିବ । ଏହାକୁ ହୃଦୟଙ୍ଗମ କରି ଏହାର ସଂରକ୍ଷଣ ଦିଗରେ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବାସିନ୍ଦା…
Read More...

‘ମିସାଇଲ ମ୍ୟାନ୍’ ଏପିଜେ ଅବଦୁଲ କଲାମଙ୍କୁ ସଲାମ

କନକ ବ୍ୟୁରୋ : ‘କାହାରିକୁ ହରାଇବା ଭାରି ସହଜ ହେଲେ କାହାରିକୁ ଜିତିବା ଭାରି କଷ୍ଟ’ । ସତରେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଜିତିନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ବରଂ ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ସେ ହେଉଛନ୍ତି ଭାରତର ମିସାଇଲ ମ୍ୟାନ୍ ଏପିଜେ ଅବଦୁଲ…
Read More...

ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ । ୨୨ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ, ପାକ୍ ଅନୁପ୍ରବେଶକାରୀଙ୍କୁ…

ବନ୍ଦେ ମାତରମ୍, ବନ୍ଦେ ମାତରମ୍... ଭାରତ ମାତା କି ଜୟ, ଭାରତ ମାତା କି ଜୟ.. କନକ ବ୍ୟୁରୋ : ଭାରତ ମାଆର ଜୟଗାନରେ ସେଦିନ ଫାଟିପଡୁଥିଲା ପୂରା ଦେଶ । ସାରା ବିଶ୍ୱ ଦେଖିଥିଲା ହିନ୍ଦୁସ୍ତାନର ଦମ୍ । ସୈତାନ ଶତ୍ରୁର ସବୁ ଷଡଯନ୍ତ୍ରକୁ ମାତ୍ ଦେଇଥିଲେ ଭାରତର ବୀର ଯବାନ । ଆଉ ପାକିସ୍ତାନ…
Read More...

ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର । ସ୍ୱାମୀର ଚିତାକୁ ବାହୁନି କାନ୍ଦୁଛି…

କନକ ବ୍ୟୁରୋ: ପାଦରୁ ଅଳତା ଲିଭିନି, ଘର କାନ୍ଥରୁ ସାତ-ଜନ୍ମର ସମ୍ପର୍କର ରଙ୍ଗ ଧୋଇନି । ହେଲେ ମଥାରୁ ବିଧାତା ପୋଛିଦେଲା ସିନ୍ଦୂର । ବିବାହକୁ ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ପରପାରିକୁ ଚାଲିଗଲା ସ୍ୱାମୀ । ଜନ୍ମ ଜନ୍ମ ପାଇଁ ସାଥ୍ ଦେବାକୁ ଶପଥ କରିଥିବା ସିନ୍ଦୂରକୁ ହରାଇ କାନ୍ଦୁଛି…
Read More...

କୋଟି କୋଟି ଟଙ୍କାର ଫରାରୀ କାରରେ ସୁନା ଚଢାଇଲେ ଯୁବକ । ଟ୍ୱିଟ୍ କରି କିଛି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ।

କନକ ବ୍ୟୁରୋ : ରାସ୍ତାରେ ଆପଣ ଅନେକ କାର୍ ଦେଖିଥିବେ । ଏପରିକି ଅନେକ ଦାମୀ ଦାମୀ ଗାଡି ମଧ୍ୟ ଦେଖିବାକୁ ମିଳେ । କିନ୍ତୁ କେବେ ଆପଣ ସୁନାର କାର୍ ଦେଖିଛନ୍ତି କି ? ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ସୁନାର ଦର ଯେଉଁଭଳି ଭାବେ ବଢି ବଢି ଚାଲିଛି, ସେଥିରେ ସୁନା…
Read More...

୫ ପଇସା ଦେଲେ ପେଟପୂରା ବିରିୟାନୀ ଖାଇବାକୁ ଦେବାକୁ ଘୋଷଣା କଲେ ଷ୍ଟଲ ମାଲିକ । ଦୋକାନ ଆଗରେ ଲାଗିଗଲା ଲୋକଙ୍କ ଲମ୍ବା…

କନକ ବ୍ୟୁରୋ : ୫ ପଇସାରେ ପେଟ ପୂରା ବିରିୟାନୀ । ଦୋକାନ ଆଗରେ ଲାଗିଲା ପ୍ରବଳ ଭିଡ଼ । ଆଜିର ଯୁଗରେ କ’ଣ କାହା ପାଖରେ ୫ ପଇସାର କଏନ୍ ଥିବ ? ହୁଏତ ନଥିବ, କିଛି ଏହିଭଳି ଭାବି ଜଣେ ବିରିୟାନୀ ଷ୍ଟଲ୍ ମାଲିକ ଏକ ବଡ଼ ଘୋଷଣା କରିଦେଲେ । ଘୋଷଣା ଏଇୟା ଥିଲା ଯେ, ଯିଏ ୫ ପଇସା କଏନ୍ ନେଇ ଆସିବ,…
Read More...

ବୟସ ୮୫ ଡେଇଁଲାଣି, କିନ୍ତୁ ସେ ବୃଦ୍ଧ ନୁହନ୍ତି । ସବୁଦିନ ସକାଳୁ ୨୦ କିଲୋମିଟର ଚାଲୁଛନ୍ତି, ୪୦ ପ୍ରକାରର ଯୋଗ…

କନକ ବ୍ୟୁରୋ : ବୟସ ୮୫ ଡେଇଁଲାଣି, କିନ୍ତୁ କେହି ତାଙ୍କୁ ବୁଢା ବୋଲି କୁହନ୍ତିନି । ୮୫ ବର୍ଷ ବୟସରେ ବି ୨୫ ବର୍ଷର ଯୁବକ ଭଳି ସେ ସବୁ କାମ କରିପାରନ୍ତି । ଇଏ ହେଉଛନ୍ତି ରାଉରକେଲାର ଶ୍ରୀଧର ପ୍ରସାଦ ଦାସ । ଲୋକେ ତାଙ୍କୁ ଶ୍ରୀଧର ମଉସା ବୋଲି ଡାକନ୍ତି । ଶ୍ରୀଧର ମଉସା ପ୍ରତିଦିନ ପ୍ରାୟ ୨୦…
Read More...