Browsing Category

ସ୍ପେଶାଲ୍ ରିପୋର୍ଟ

ବଲିଉଡର ପ୍ରଥମ ଖାନ୍: ଦିବଙ୍ଗତ ଦିଲ୍ଲୀପ କୁମାରଙ୍କ କିଛି ଅଜଣା କଥା

କନକ ବ୍ୟୁରୋ: ଲେଜେଣ୍ଡ ଦିଲ୍ଲୀପ କୁମାର । ଭାରତୀୟ ସିନେମା ଜଗତର ମାଇଲ ଖୁଂଟ । ତାଙ୍କ ରିଲ ଲାଇଫ୍ ତ ସମସ୍ତେ ଜାଣିଥିବେ ହେଲେ ରିଅଲ ଲାଇଫର କିଛି କଥା ହୁଏତ ଅନେକଙ୍କ ପାଇଁ ଅଜଣା । ୧୯୨୨ ଡିସେମ୍ବର ୧୧ରେ ପାକିସ୍ତାନ ଅନ୍ତର୍ଗତ ପେସାୱରରେ ଜନ୍ମ ହୋଇଥିଲେ ୟୁସୁଫ୍ ଖାନ୍, ଯିଏ ଆଗାମୀ ଦିନରେ…
Read More...

ବଲିଉଡର ଆଇକନିକ୍ କପଲ: ସାୟରାଙ୍କ ନିଃସର୍ତ୍ତ ପ୍ରେମ ଆଗରେ ହାର ମାନିଲା ଦିଲ୍ଲୀପଙ୍କ ବୟସ ସୀମା, ଅମର ହୋଇଗଲା…

କନକ ବ୍ୟୁରୋ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ତାଙ୍କ ଅଭିନୟ ଯେତିକି ଜୀବନ୍ତ ତାଙ୍କ ବ୍ୟକ୍ତିଗତ ତଥା ପ୍ରେମ ଓ ବୈବାହିକ ଜୀବନ ବି ସେତିକି ରୋଚକ । ଫେମସ୍ ଆକ୍ଟ୍ରେସ୍ ସାୟରା ବାନୋଙ୍କ ସହ ତାଙ୍କ ପ୍ରେମ ସବୁବେଳେ ଚର୍ଚ୍ଚାରେ । ଦୁହିଁଙ୍କ କ୍ଲାସିକ୍ ରିଲେସନସିପ୍ ବଲିଉଡ୍…
Read More...

ଦାନବ ପାଲଟିଲା ଜୀବନ ଦାତା: ଅପରେସନ୍ ବେଳେ ଡାକ୍ତର କାଟିଦେଲେ ବେକ ଶିର, ବେକ ସହ ହାତ ହେଲା ଅଚଳ

କନକ ବ୍ୟୁରୋ: ଇଏ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତିବାରୀ ଗ୍ରାମର ପର୍ଶୁରାମ ଦଳାଇଙ୍କ ଝିଅ ଦେବକୀ ଦଳାଇ, ତାଙ୍କୁ ଦେଖିଲେ ଆଉ ତାଙ୍କ ଯନ୍ତ୍ରଣାଭରା କଥା ଶୁଣିଲେ ଆପଣଙ୍କ ହୃଦୟ ବି ତରଳିଯିବ ।ଜଣଙ୍କ ସାମାନ୍ୟ ଭୁଲ ପାଇଁ ଜୀବନ ଯନ୍ତ୍ରଣା ଭୋଗୁଛି ଦେବକୀ । ବଂଚିବାକୁ ଇଚ୍ଛା…
Read More...

ବିଶ୍ୱର ଏମିତି କିଛି ସ୍ଥାନ… । ଯାହାର ଠିକଣା ଗୁଗୁଲ ମ୍ୟାପରେ ମିଳିବନି, ଯେଉଁଠି ପହଞ୍ଚିବା ବି ଏତେ ସହଜ ନୁହେଁ…

କନକ ବ୍ୟୁରୋ : ଗୁଗୁଲ ମ୍ୟାପ୍ । ଏହା ବାବଦରେ କାହାକୁ ବା ଅଜଣା । ସ୍ମାର୍ଟଫୋନ ବ୍ୟବହାର କରୁଥିବା ଅଧିକାଂଶ ୟୁଜର୍ସଙ୍କର ସାଥୀ ହେଉଛି ଗୁଗୁଲ ମ୍ୟାପ୍ । ଏବେ କୋଟି କୋଟି ଲୋକଙ୍କର ଜୀବନକୁ ସହଜ ଓ ସୁବିଧା କରିଛି ଏହି ଗୁଗୁଲ ମ୍ୟାପ୍ । ସବୁଠୁ ବଡ କଥା ହେଉଛି, ଏହି ଗୁଗୁଲ ମ୍ୟାପ ଆସିବା…
Read More...

ମନ ମୋହୁଛି ହୁକିଟୋଲା: ଅବହେଳିତ ପ୍ରାଚୀନ ନୌବାଣିଜ୍ୟର ମୁକସାକ୍ଷୀ , ପ୍ରଚାର ପ୍ରସାର ଦାବିରେ ସ୍ଥାନୀୟ ବାସିନ୍ଦା

କନକ ବ୍ୟୁରୋ: ବିସ୍ତୀର୍ଣ୍ଣ ସବୁଜ ବନାନୀ । ଚାରିପଟେ ନିଳାମ୍ଭୁ ଚିଲିକା ଘେରା ନୀଳ ଜଳରାଶି । ହେନ୍ତାଳ ବଣର ପାଦଦେଶକୁ ଛୁଇଁଯାଉଛି ହ୍ରଦର ହାତଧରି ଯାଉଥିବା ଚୁନାଚୁନା ଢେଉ । ଏପରି ମନୋରମ ଦୃଶ୍ୟରେ ଯେ କେହିବି ଆନମନା ନହୋଇ ରହିନପାରେ ।  ଏ ହେଉଛି ପ୍ରାଚୀନ ନୌବାଣିଜ୍ୟର ମୁକସାକ୍ଷୀ…
Read More...

ବୁଢା ବୟସରେ ବଢିଲା ପୁଅର ବୋଝ: ଚଳୁନି ଗୋଡ ହାତ, ଚିକିତ୍ସାରେ ବାଧକ ଅର୍ଥାଭାବ, ମିଳିନି ସରକାରୀ ସହାୟତା

କନକ ବ୍ୟୁରୋ:  ବଦଳୁଥିବା ସମୟ ସତରେ କେଡେ ନିର୍ଦ୍ଦୟ । ବୁଝେନି ଅସହାୟ ଦୁଃଖୀ ମଣିଷର ଆତୁର ଆବେଗ । ବେଳେବେଳେ ନିଜ ସହ ପୋଛିି ନେଇଯାଏ ମଣିଷର ସୁଖ ଟିକକ । ବଦଳାଇଦିଏ ମଣିଷର ଜୀବନ ପଥକୁ । କରିଦିଏ ପଙ୍ଗୁ, ଅଥର୍ବ । ଛାଡିଦିଏ ସାରା ଜୀବନ ମରିମରି ବଂଚିବା ପାଇଁ । ଏମିତି ଜୀବନ ବଂଚୁଥିବା…
Read More...

ସ୍ମୃତିରେ ସହିଦ୍ ମନୋଜ କୁମାର: ଝୁରୁଛି ବାଙ୍କି ମାଟି ଓ ପରିବାର; ବାପାଙ୍କ ବାଟରେ ଚାଲିବାକୁ ପ୍ରସ୍ତୁତ ପୁଅ

କନକ ବ୍ୟୁରୋ: ସହିଦ୍ ସ୍ୱାମୀକୁ ଝୁରୁଛି ସ୍ତ୍ରୀ । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସ୍ୱାମୀଙ୍କ ପାଇଁ ଅଜି ସେ ଗର୍ବିତ । ଆଉ ଗୋଟେ ପଟେ ପ୍ରିୟତମଙ୍କ ସ୍ମୃତିରେ ଏବେବି ଘୁମୁରି କାନ୍ଦୁଛି ଅବୁଝା ମନ । । ଆମେ କହୁଛୁ ବାଙ୍କି ବ୍ଲକ୍ ଗୌଢଛେଲି ଗାଁର ସହିଦ୍ ମନୋଜ କୁମାର ଭଂଜଙ୍କ କଥା…
Read More...

ଟୋକିଓ ଯାତ୍ରା ଏତେ ସହଜ ନଥିଲା… । କାହା ବାପା ବିଲରେ ଖଟୁଥିଲେ ତ ପୁଣି କାହା ମା ଅନ୍ୟଘରେ ପାଇଟି କରୁଥିଲେ । 

କନକ ବ୍ୟୁରୋ : କାହା ମା ଅନ୍ୟ ଘରେ ପାଇଟି କରନ୍ତି ତ ଆଉ କାହା ବାପା ଫାଷ୍ଟଫୁଡ ବିକ୍ରି କରନ୍ତି । ରୋଜଗାର ସିନା କମ କିନ୍ତୁ ନିଜ ପିଲାଙ୍କ ଖେଳୁଆଡ଼ ମନୋଭାବକୁ ଏମାନେ ଠିକ ବୁଝିଥିଲେ । ଆଉ କ୍ରୀଡ଼ାରେ ଆଗକୁ ବଢିବାପାଇଁ ଦେଇଥିଲେ ଅଫୁରନ୍ତ ପ୍ରେରଣା । ଆଜି ଆମେ ଆପଣଙ୍କୁ ଟୋକିଓ…
Read More...

ପରହାତ ଟେକାରେ ପୁରୁଛି ପେଟ, ପର ପିଣ୍ଢାରେ ବିତୁଛି ଜୀବନ: କେବେ ଶୁଣିବେ ସରକାର?

କନକ ବ୍ୟୁରୋ: ଅଣ ଓଷାରିଆ ଖଣ୍ଡେ ଜାଗାରେ ଫୁଙ୍ଗୁଳା ଘର । କାନ୍ଥ ନାହିଁ କି ଦରଜା ନାହିଁ ଝୁଲୁଛି ଖଣ୍ଡେ ଫଟା ପଲିଥିନ୍ । ଘରେ କୁକୁର ବିଲେଇ ସମସ୍ତଙ୍କ ରାଜ୍ । କଷ୍ଟେମଷ୍ଟେ ମାଟି କାନ୍ଥ ଦେଇ ତା ଉପରେ ଆଜବେଷ୍ଟସ୍ ପକାଇଥିଲେ । ଲଗାଣ ବର୍ଷାରେ ସେତକ ବି ମାଟିରେ ମିଶିଗଲା । ଭଙ୍ଗା କାନ୍ଥର…
Read More...

କୁନିପୁଅର ରେକର୍ଡ : ୩ ବର୍ଷରେ ୩ ଖନ୍ଦା ପଣିକିଆ, ୨୩ ମିନିଟରେ ପଢିଲେ ୨୭ ବହି

କନକ ବ୍ୟୁରୋ : ତିନି ବର୍ଷରେ ୩ ଖନ୍ଦା ପଣିକିଆ । ୨୩ ମିନିଟରେ ପଢିିଦେଲେ ୨୭ଟି ବହି । ଯେଉଁ ବୟସରେ କଥା କହିଲେ ପାଟି ଖନିବାଜେ ସେ ବୟସରେ କୁନି ପୁଅ କିନ୍ତୁ ଅନର୍ଗଳ କହିଯାଉଛି ଦେଶ, ଦୁନିଆଁର କଥା । ମୁହଁରେ ମୁହଁରେ ଦେଶ, ରାଜ୍ୟ, ରାଜଧାନୀ, ନେତା, ମନ୍ତ୍ରୀ, ଗଣିତ ,ଭୂଗୋଳ ସବୁକିଛି ।…
Read More...