Browsing Category

ସ୍ପେଶାଲ୍ ରିପୋର୍ଟ

ତାଲିବାନୀ ଆତଙ୍କ: ଥରହର ଆଫଗାନି ମହିଳା, ଶେଷ ହେଲା ମହିଳାଙ୍କ ସ୍ୱାଧୀନତା, ସାହାଯ୍ୟ ପାଇଁ ବିଶ୍ୱସମୁଦାୟକୁ ବିକଳ…

କନକ ବ୍ୟୁରୋ: ଚାହୁଁ ଚାହୁଁ ସୁନାମି ଭଳି ମାଡି ଆସିଲା ତାଲିବାନ୍ । ସବୁକିଛି କବଜାରେ କରିନେଲା । ତା ଆଗରେ ମୁ୍ଣ୍ଡ ନୁଆଁଇଲା ଆଫଗାନିସ୍ତାନର ସ୍ୱାଧିନତା । ଏବେ ତାଲିବାନୀଙ୍କ ବନ୍ଧୁକ ମୁନରେ ଆଫଗାନଙ୍କ ଜୀବନ । ସାରା ବିଶ୍ୱ ଆଗରେ ତାଲିବାନ ଗୋଟେ କଥା କହୁଥିବାବେଳେ ଏଠିକାର ବାସ୍ତବ ଚିତ୍ର…
Read More...

ଆସାମର ଆଇରନ୍ ଲେଡି : ବୀରତ୍ୱ ଓ ଅଦମ୍ୟ ସାହସର ମିଶାଲ,ଉଗ୍ରବାଦୀଙ୍କ ପାଇଁ କାଳ ଆଇପିଏସ୍ ସଂଯୁକ୍ତା ପରାଶର

କନକ ବ୍ୟୁରୋ: ଅଦମ୍ୟ ସାହସ ଓ ବୀରତ୍ୱର ଅନ୍ୟ ନାମ, ଉଗ୍ରବାଦୀଙ୍କ ପାଇଁ ଏକ ଦୁଃସ୍ୱପ୍ନ,ସଂଯୁକ୍ତା ପରାଶର । ଯାହା ନାଁ ଶୁଣିଲେ ଛତ୍ରଭଙ୍ଗ ଦିଅନ୍ତି ଉଗ୍ରବାଦୀ । ମାତ୍ର ୧୫ ମାସରେ ୧୬ ଉଗ୍ରବାଦୀଙ୍କୁ ଏନକାଉଂଟର ଓ ୬୦ରୁ ଅଧିକଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ମହିଳା ଆଇପିଏସ୍ ସଂଯୁକ୍ତା ।…
Read More...

ନୀରବତାର ରାଜନୀତି : କାହିଁକି ଆଫଗାନିସ୍ତାନରେ ଦେଖାଦେଲା ଏମିତି ପରିସ୍ଥିତି?

ଲେଖକ : ଜଗବନ୍ଧୁ ରଥ କନକ ବ୍ୟୁରୋ : ଆଫଗାନିସ୍ତାନର ବିଭିନ୍ନ ଦୃଶ୍ୟ ଏବେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ଏହାକୁ ଦେଖିଲେ ଜଣେ ସାଧାରଣ ଲୋକ ବିଚଳିତ ହୋଇପଡ଼ିବା ସ୍ୱାଭାବିକ । ହେଲେ ଆଫଗାନିସ୍ତାନରେ ଏପରି ସ୍ଥିତି କାହିଁକି ଆସିଲା, ଏହା ପଛରେ କାହାର ପ୍ରଛନ୍ନ ହାତ ଏହାକୁ ବୁଝିବାକୁ…
Read More...

ରାଉରକେଲାର ମୋମୋ ଆଣ୍ଟି: ଦୃଢ ଇଚ୍ଛାଶକ୍ତି ଓ ଧୈର୍ଯ୍ୟର ଅମରାବତୀ , ହାତ ତିଆରି ମୋମୋ ସହ ବାଣ୍ଟୁଛନ୍ତି ଜୀବନ ମନ୍ତ୍ର

କନକ ବ୍ୟୁରୋ:  ଇଏ ହେଉଛନ୍ତି ରାଉରକେଲାର ପରିଚିତ ମୋମୋ ଆଣ୍ଟି । ଅପଣଙ୍କ ପାଇଁ ଏହି ମହିଳା ଜଣକ ଅତି ସାଧାରଣ ହେଲେ ସ୍ଥାନୀୟ ଲୋକଙ୍କ ପାଇଁ ସେ ଅସାଧାରଣ । ଆପଣ ଭାବୁଥିବେ ରାସ୍ତା କଡରେ ପସରା ମେଲାଇଥିବା ଏହି ମହିଳାଙ୍କର ଖାସିୟତ କଣ? ହେଲେ ଏଇ ପସରା ହିଁ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ…
Read More...

ଭୂତାଣୁ ଭାଙ୍ଗିପାରିବନି ଭାରତୀୟଙ୍କ ଆତ୍ମବଳ । ଅଦୃଶ୍ୟ ଶତ୍ରୁର ଆଖିରେ ଆଖି ମିଶାଇ ଇଂରେଜ ଭଳି ଦେବା ଜବାବ୍,…

କନକ ବ୍ୟୁରୋ: ମୋ ଦେଶ ହସୁଛି, ଛାତି ଫୁଲାଇ ହସୁଛି । ଗୌରବର ଗାଥା ଆଜି କଶ୍ମୀରଠୁ କନ୍ୟାକୁମାରୀ କାନକୁ କାନ ଶୁଭୁଛି । ଫର ଫର ହୋଇ ଗଗନ ପବନରେ ଗୁଣୁଗୁଣାଇ ମୋ ମାଟି ମାର ତ୍ରିରଙ୍ଗା ଉଡୁଛି । ସ୍ୱାଧୀନ ଆକାଶରେ ଖେଳିଗଲା ଗୌରବର ଗୀତ । ଆଉ ଜାତୀୟ ସଙ୍ଗୀତରେ ବିଭୋର ହେଲା ସାରା ଦେଶ । ଗୀତ…
Read More...

ଡି-ରୂପାଙ୍କ ନାଁ ଶୁଣିଲେ ଥରି ଉଠନ୍ତି ଅପରାଧୀ । ମୁଖ୍ୟମନ୍ତ୍ରୀଙ୍କୁ ବି ଗିରଫ କରିବା ପାଇଁ ଆଗେଇ ଆସିଥିଲେ ଏହି…

ଆଇପିଏସ୍ ଡି-ରୂପା... ନାଁ ଯେମିତି କାମବି ସେମିତି । ଡି-ରୂପା ନାଁ ଶୁଣିଲବେ ଥରି ଉଠନ୍ତି ବଡ ବଡ ଅପରାଧୀ । ପୂର୍ବରୁ ଆପଣ ଅନେକ ଆଇପିଏସ୍ ଅଫିସଙ୍କ କଥା ଶୁଣିଥିବେ । କିନ୍ତୁ ଡି-ରୂପା ସମସ୍ତଙ୍କଠୁ ଭିନ୍ନ । ଅପରାଧୀଙ୍କ କଥାତ ଦୁର... ସେ ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିନଥିଲେ । ତେବେ…
Read More...

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ନାରା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ…

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱାଧୀନତା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବଳିଦାନ ପାଇଁ ବୀର ମହାପୁରୁଷଙ୍କୁ ସ୍ମରଣ କଲେ…
Read More...

ବଲିଉଡର ପ୍ରଥମ ଖାନ୍: ଦିବଙ୍ଗତ ଦିଲ୍ଲୀପ କୁମାରଙ୍କ କିଛି ଅଜଣା କଥା

କନକ ବ୍ୟୁରୋ: ଲେଜେଣ୍ଡ ଦିଲ୍ଲୀପ କୁମାର । ଭାରତୀୟ ସିନେମା ଜଗତର ମାଇଲ ଖୁଂଟ । ତାଙ୍କ ରିଲ ଲାଇଫ୍ ତ ସମସ୍ତେ ଜାଣିଥିବେ ହେଲେ ରିଅଲ ଲାଇଫର କିଛି କଥା ହୁଏତ ଅନେକଙ୍କ ପାଇଁ ଅଜଣା । ୧୯୨୨ ଡିସେମ୍ବର ୧୧ରେ ପାକିସ୍ତାନ ଅନ୍ତର୍ଗତ ପେସାୱରରେ ଜନ୍ମ ହୋଇଥିଲେ ୟୁସୁଫ୍ ଖାନ୍, ଯିଏ ଆଗାମୀ ଦିନରେ…
Read More...

ବଲିଉଡର ଆଇକନିକ୍ କପଲ: ସାୟରାଙ୍କ ନିଃସର୍ତ୍ତ ପ୍ରେମ ଆଗରେ ହାର ମାନିଲା ଦିଲ୍ଲୀପଙ୍କ ବୟସ ସୀମା, ଅମର ହୋଇଗଲା…

କନକ ବ୍ୟୁରୋ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ତାଙ୍କ ଅଭିନୟ ଯେତିକି ଜୀବନ୍ତ ତାଙ୍କ ବ୍ୟକ୍ତିଗତ ତଥା ପ୍ରେମ ଓ ବୈବାହିକ ଜୀବନ ବି ସେତିକି ରୋଚକ । ଫେମସ୍ ଆକ୍ଟ୍ରେସ୍ ସାୟରା ବାନୋଙ୍କ ସହ ତାଙ୍କ ପ୍ରେମ ସବୁବେଳେ ଚର୍ଚ୍ଚାରେ । ଦୁହିଁଙ୍କ କ୍ଲାସିକ୍ ରିଲେସନସିପ୍ ବଲିଉଡ୍…
Read More...

ଦାନବ ପାଲଟିଲା ଜୀବନ ଦାତା: ଅପରେସନ୍ ବେଳେ ଡାକ୍ତର କାଟିଦେଲେ ବେକ ଶିର, ବେକ ସହ ହାତ ହେଲା ଅଚଳ

କନକ ବ୍ୟୁରୋ: ଇଏ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତିବାରୀ ଗ୍ରାମର ପର୍ଶୁରାମ ଦଳାଇଙ୍କ ଝିଅ ଦେବକୀ ଦଳାଇ, ତାଙ୍କୁ ଦେଖିଲେ ଆଉ ତାଙ୍କ ଯନ୍ତ୍ରଣାଭରା କଥା ଶୁଣିଲେ ଆପଣଙ୍କ ହୃଦୟ ବି ତରଳିଯିବ ।ଜଣଙ୍କ ସାମାନ୍ୟ ଭୁଲ ପାଇଁ ଜୀବନ ଯନ୍ତ୍ରଣା ଭୋଗୁଛି ଦେବକୀ । ବଂଚିବାକୁ ଇଚ୍ଛା…
Read More...