Browsing Category

ରାଜନୀତି

କଂଗ୍ରେସ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ । ଜୁନରେ ସରିବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା…

୨୦୧୯ ନିର୍ବାଚନରେ କଂଗ୍ରେସକୁ ବଡ ଝଟକା ଲାଗିବା ପରେ ଏବେ ଆଉ ଏକ ସଙ୍କଟ ଆରମ୍ଭ ହେବାକୁ ଯାଉଛି । ଲୋକସଭାରେ ମାତ୍ର ୫୨ ଆସନ ପାଇଥିବା କଂଗ୍ରେସ ଏବେ ରାଜ୍ୟସଭାରେ ମଧ୍ୟ କିଛି ଆସନ ହରାଇବାକୁ ଯାଉଛି । ୫୨ ଆସନ ପାଇଥିବା କଂଗ୍ରେସକୁ ସଂସଦରେ ଗତଥର ଭଳି ବିରୋଧୀ ଦଳର ମାନ୍ୟତା ମଧ୍ୟ ମିଳିବ…
Read More...

ପଶ୍ମିମବଙ୍ଗରେ ଟିଏମସି-ସିପିଏମକୁ ଝଟକା । ଦଳ ଛାଡ଼ି ବିଜେପିରେ ମିଶିଲେ ୩ ବିଧାୟକଙ୍କ ସହ ଅନେକ ନେତା ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଟିଏମସିକୁ ବଡ଼ ଝଟକା । ଟିଏମସି ହାତ ଛାଡ଼ିଲେ ୨ଜଣ ବିଧାୟକଙ୍କ, ୫୨ ଜଣ କାଉନସିଲର ଏବଂ ସିପିଏମର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଆଉ ଦଳର ହାତ ଛାଡ଼ିଥିବା ଏହି ନେତାମାନେ ଶେଷରେ ବିଜେପିରେ ମିଶିଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି…
Read More...

ରାଜସ୍ଥାନରେ ସଙ୍କଟରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖାସ୍ ଅନୁଗତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା…

କନକ ବ୍ୟୁରୋ : ସଙ୍କଟରେ ରାଜସ୍ଥାନ କଂଗ୍ରେସ ସରକାର । ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଏହାର ସାଇଟ ଇଫେକ୍ଟ କଂଗ୍ରେସ ଶାସିତ ରାଜ୍ୟ ଉପରେ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ ସରକାର ସଙ୍କଟରେ ପଡିଥିବା ବେଳେ ଏବେ ରାଜସ୍ଥାନରେ ସମାନ…
Read More...

ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଟିପ୍ପଣୀ କଲେ ନବୀନ। କହିଲେ, ପରିଶ୍ରମ ଅନୁଯାୟୀ ମିଳିଲାନି ଫଳ, ପରାଜୟ ପରେ କଂଗ୍ରେସ…

କନକ ବ୍ୟୁରୋ: ଜାତୀୟ ଗଣମାଧ୍ୟମରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଟିପ୍ପଣୀ କଲେ ନବୀନ । ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ସମୟରେ ପ୍ରଶ୍ନ ଥିଲା, ପୂର୍ବରୁ ଦୁଇଟି ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିଲା । ଏବେ ଆଂଚଳିକ ଦଳ ସହ ବିଜେପିର ଲଢେଇ ହେଉଛି । ଏହାକୁ ଆପଣ…
Read More...

କାହାକୁ ସୁଯୋଗ ଦେବେ ନମୋ ? ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୬ ଜଣ ପ୍ରଭାବଶାଳୀ ନେତାଙ୍କ ପ୍ରମୋସନ୍ ନେଇ ଚର୍ଚ୍ଚା,…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ପ୍ରଚଣ୍ଡ ବହୁମତ ସହ ପୁଣି କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି । ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନମୋ । ତେବେ ଏଥର ମୋଦି କ୍ୟାବିନେଟରେ କାହାକୁ ମିଳିବ ପ୍ରମୋସନ ଆଉ କାହାକୁ…
Read More...

ଅଧ୍ୟକ୍ଷ ଆସନ ଛାଡିବା ଜିଦରେ ଅଟଳ ରାହୁଲ, ସେପଟେ କଂଗ୍ରେସ ଖୋଜୁଛି ନୂଆ ନେତା । ବିକଳ୍ପ ନ ମିଳିବା ଯାଏଁ ଦାୟିତ୍ୱ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବଡ ଝଟକା ପରେ କଂଗ୍ରେସରେ ସମସ୍ୟା ବଢିବାରେ ଲାଗିଛି । ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ଅଡିବସିଥିବା ବେଳେ ତାଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରହିଛି । ମିଳିଥିବା ଖବର ଅନୁସାରେ, କିଛି ସର୍ତ୍ତ ସହ ବର୍ତମାନ ପାଇଁ ସଭାପତି ରହିବେ ରାହୁଲ ଗାନ୍ଧି ।…
Read More...

କାହାକୁ ମିଳିବ ନୂଆ ସରକାରରେ ମନ୍ତ୍ରୀ ପଦ : ଶେଷ ସ୍ପର୍ଶ ଦେବା ପାଇଁ ଚାଲିଛି କସରତ, ନବୀନ ନିବାସ ଆଗରେ ଆଶାୟୀଙ୍କ ଭିଡ

କନକ ବ୍ୟୁରୋ : ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ମୋଟାମୋଟି ପ୍ରସ୍ତୁତ ହୋଇଗଲାଣି । ଏଥର ନୂଆ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିବ ନୂଆ ମୁହଁ । ପୁରୁଣା ମନ୍ତ୍ରିମଣ୍ଡଳର ବହୁ କମ୍ ନେତାଙ୍କ ନାମ ନୂଆ ତାଲିକାରେ ସ୍ଥାନ ପାଇଛି । ମନ୍ତ୍ରିମଣ୍ଡଳର ନବକଳେବର ପାଇଁ ଜୋରସୋରରେ ବିଚାର ବିମର୍ଷ…
Read More...

ପରିବାରରୁ କେହି ନିର୍ବାଚନ ଲଢ଼ିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଲେ ନବୀନ । କହିଲେ, ରାଜନୀତିକୁ ଆସିବେନି…

କନକ ବ୍ୟୁରୋ: ରାଜନୀତିକୁ ଆସିବେ ନାହିଁ ନବୀନଙ୍କ ପରିବାର ସଦସ୍ୟ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ସ୍ପଷ୍ଟ କଲେ ବିଜେଡି ସୁପ୍ରିମୋ । ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ନବୀନଙ୍କ ଲୋକପ୍ରିୟତା ଏବେ ଶିଖର ଛୁଇଁଛି । ମୋଦି ହାୱାକୁ କାଉଂଟର କରି…
Read More...

ପରାଜୟ ପରେ ଚାଲିଛି କାରଣ ଖୋଜା ! ୟୁପିରେ ସପାର ଖରାପ ପ୍ରଦର୍ଶନ ପରେ ଆକ୍ସନ ମୁଡରେ ଅଖିଲେଶ, କିଛି ନେତାଙ୍କ ଉପରେ…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ମୋଦି ମ୍ୟାଜିକ୍ ଆଗରେ ସବୁକିଛି ଫିକା ପଡିଛି । ନିର୍ବାଚନର ଫଳାଫଳର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଅନେକ ରାଜନୈତିକ ଦଳକୁ ଦୋହଲାଇଦେଇଛି । ୨୦୧୪ରେ ଯେଉଁ ମୋଦି ଝଡ ଆସିଥିଲା ୨୦୧୯ ବେଳକୁ ତାହା ମୋଦି ସୁନାମିରେ ପରିଣତ ହୋଇଛି । ଆଉ ଏହାରି…
Read More...

ମୋଦି ସରକାରଙ୍କ ଶପଥ ସମାରୋହରେ ଯୋଗ ଦେବେ ବିଶ୍ୱନେତା : ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ…

କନକ ବ୍ୟୁରୋ : ଆଉ ଦିନକ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ପ୍ରାୟ ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୋଦିଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳ ବି ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏଥିରେ ଯୋଗ ଦେବାକୁ ଥିବା ଅତିଥିଙ୍କ ତାଲିକା…
Read More...