Browsing Category

ରାଜନୀତି

ଓଡିଆ-ସାନ୍ତାଳୀ-ସଂସ୍କୃତରେ ଶପଥ ନେଲେ ଓଡିଆ ସାଂସଦ: ଅଧା ସାଂସଦ ଓଡିଆରେ, ଉଲାକା ନେଲେ ଇଂରାଜୀରେ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ମୋଦି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତେବେ ସଂସଦୀୟ ସଚିବ ମୋଦିଙ୍କ ନାମ ଘୋଷଣା…
Read More...

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେଲେ ଜେପି ନଡ୍ଡା । ଆସନ୍ତା ଡିସେମ୍ବର ଯାଏଁ ତୁଲାଇବେ ଦାୟିତ୍ୱ ।

କନକ ବ୍ୟୁରୋ :  ନଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ହେଲେ ଜଗତ ପ୍ରକାଶ ନଡ୍ଡା । ବିଜେପିର ସଂସଦୀୟ ଦଳ ବୈଠକରେ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ସଭାପତି ଭାବେ ନଡ୍ଡାଙ୍କ ନାଁରେ ମୋହର ମରାଯାଇଛି । ଆସନ୍ତା ଡିସେମ୍ବର ମାସ ଯାଏଁ ଏହି ପଦରେ ରହିବେ ନଡ୍ଡା…
Read More...

ନବୀନଙ୍କ ଗସ୍ତ ପୂର୍ବରୁ ତାତିଲା ତୁଳସୀକ୍ଷେତ୍ର ରାଜନୀତି ! ଅଣରାଜନୈତିକ ଗସ୍ତରୁ ରାଜନୀତିର ଗନ୍ଧ ବାରିଲେ ବିରୋଧୀ ?

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ପାଟକୁରା ପାଇଁ ବାଜିବ ବିଗୁଲ । ଦିନେ ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ତୁଳସୀକ୍ଷେତ୍ରରେ ବଢ଼ିଲାଣି ରାଜନୀତି ତାତି । ଯଦିଓ ରଜ ପରେ ପରେ ବର୍ଷା କାରଣରୁ ଖରା ଟିକେ କମିଛି ହେଲେ ରାଜନୀତିର…
Read More...

ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ : ବିରୋଧୀ ସଂଖ୍ୟା ଚିନ୍ତା ଛାଡି ଗଣତନ୍ତ୍ର ପ୍ରକ୍ରିୟାରେ ସକ୍ରିୟ…

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ । ପାର୍ଲାମେଂଟର ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ସଂଖ୍ୟା ଚିନ୍ତା ଛାଡି ଗଣତନ୍ତ୍ରରେ ସକ୍ରିୟ ରହିବା ଜରୁରୀ । କାରଣ…
Read More...

ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ମୁହଁ ଖୋଲିଲେ ଆଶାୟୀ ନେତା । ପାଟ୍ଟଶାଣୀ କହିଲେ, କଥାଦେଇ କଥା ରଖନ୍ତି…

କନକ ବ୍ୟୁରୋ : ବାଜିଲା ରାଜ୍ୟସଭା ଉପନିର୍ବାଚନ ବିଗୁଲ । ଜୁଲାଇ ୫ରେ ହେବ ଭୋଟ । ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ଅକ୍ତିଆର କରିବ ବିଜେଡି । ଆଉ ଏହାକୁ ନେଇ ବିଜେଡିରେ ଆରମ୍ଭ ହେଲାଣି ଅଙ୍କକଷା । କେଉଁ ନେତାଙ୍କୁ ମିଳିବ ବିଜେଡି ସୁପ୍ରିମୋଙ୍କ ଗ୍ରୀନ ସିଗନାଲ୍, ତାକୁ ନେଇ ରାଜନୈତିକ ମହଲରେ…
Read More...

ରାମ ମନ୍ଦିରକୁ ନେଇ ପୁଣି ତେଜିଲା ରାଜନୀତି : ଅଯୋଧ୍ୟାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,ମନ୍ଦିର ନିର୍ମାଣ ନେଇ…

କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିରକୁ ନେଇ ପୁଣି ତେଜିଲା ରାଜନୀତି । ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ଆଜି ୧୮ ଜଣ ସାଂସଦକୁ ନେଇ ଅଯୋଧ୍ୟାରେ ପହଂଚିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବସେନା ସାଂସଦ ମାନେ ମୁମ୍ବାଇ ଫେରିଆସିବେ ।  ତାଙ୍କର ଏହି ପ୍ରୟାସ ରାମ ମନ୍ଦିର ନିର୍ମାଣ…
Read More...

ରାଜ୍ୟସଭା ରେସ, ପୁରୁଣା ପ୍ରତିଶୃତି କଥା ମନେପକାଇଲେ ପାଟ୍ଟଶାଣୀ । କହିଲେ, ସୁପ୍ରିମୋ ଯାହା କୁହନ୍ତି, ତାହା କରନ୍ତି ।

କନକ ବ୍ୟୁରୋ : କଥା ରଖିବେ ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି, ଏଭଳି କହି ରାଜ୍ୟସଭା ରେସରେ ନିଜକୁ ପ୍ରମୁଖ ଦାବିଦାର ଭାବେ ସାମ୍ନାକୁ…
Read More...

କିଏ ଯିବ ରାଜ୍ୟସଭା, ଆରମ୍ଭ ହେଲା ଅଙ୍କକଷା ! ପ୍ରତିଶ୍ରୁତି ପାଇଥିବା ନେତା ନା ନୂଆ ଚେହେରା ବାଛିବେ ନବୀନ?

କନକ ବ୍ୟୁରୋ: ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଅଙ୍କକଷା । ଆସନ୍ତା ୫ରେ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ପରେ ଏବେ କିଏ ପାଇବ ରାଜ୍ୟସଭା ଟିକେଟ୍ ତାହାକୁ ନେଇ ଆଶା, ଆଶଙ୍କାରେ ନେତା । ୨୦୧୯ ସାଧାରଣ ନିର୍ବାଚନ ପରେ ଓଡିଶାର ୩ଟି…
Read More...

ବିଜୟଙ୍କ ‘ବିଜୟ’ ପାଇଁ ସାରଥୀ ସାଜିବେ ଅପରାଜିତା । କହିଲେ, ଭୁବନେଶ୍ୱରର ପୁନରାବୃତ୍ତି ହେବ ପାଟକୁରାରେ । 

କନକ ବ୍ୟୁରୋ  : ରାଜଧାନୀର ରିପିଟ ହେବ ପାଟକୁରାରେ । ଆଗାମୀ ନିର୍ବାଚନରେ ପାଟକୁରାରେ ଫୁଟିବ ପଦ୍ମ । ଏଭଳି ଦମ୍ଭ ଦେଖାଇଛନ୍ତି ଭୁବନେଶ୍ୱରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ ।  ଯେତେ ସରକାରୀ କଳ ଲାଗିଲେ ବା ଯେତେ ଷଡଯନ୍ତ୍ର କଲେ ମଧ୍ୟ ଏଥର ପାଟକୁରାରେ ବିଜେପିର ‘ବିଜୟ’…
Read More...

ସାକ୍ଷାତ କଲେ ଶୀର୍ଷ ନେତା, ତେଜିିଲା ରାଜନୀତି । ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟକୁ ରାଜନୀତି ରଙ୍ଗ ଦେଲେ ପିସିସି…

କନକ ବ୍ୟୁରୋ: ଦିଲ୍ଲୀରେ ଭେଟଘାଟ୍ ପରେ ଜୋର ଧରିଲା ରାଜନୀତି । ଦିଲ୍ଲୀ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ଗତକାଲି ଓଡିଶାର ବିକାଶ ଦିଗରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ରାଜ୍ୟ…
Read More...