Browsing Category

ରାଜନୀତି

ସଂସଦରେ ଶକ୍ତିଙ୍କ କଥା ଉଠାଇଲେ ମିଶନ ଶକ୍ତିର ମାଆ ! ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ

କନକ ବ୍ୟୁରୋ: ସଂସଦରେ ପ୍ରଥମ ଅଭିଭାଷଣ ରଖିଲେ ପ୍ରମିଳା ବିଷୋୟୀ । ଆସିକା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ବିଷୋୟୀ ଆଜି ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନର ଦିନକ ପୂର୍ବରୁ…
Read More...

ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସରେ କମ୍ପନ ! ଓଡ଼ିଶା କଂଗ୍ରେସରେ ହେବ ଆମୂଳଚୁଳ ପରିବର୍ତ୍ତନ ।

କନକ ବ୍ୟୁରୋ: କଂଗ୍ରେସରେ କମ୍ପନ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ଏବେ ରାଜ୍ୟ କଂଗ୍ରେସରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି । ଆଗକୁ ପ୍ରଦେଶ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି । ଏପରିକି…
Read More...

ପ୍ରତୀକ୍ଷାର ଅନ୍ତ ଘଟିଲା, ପାଟକୁରା ପାଇଁ ତାରିଖ ଘୋଷଣା ହେଲା । ଜୁଲାଇ ୨୦ରେ ପାଟକୁରାରେ ପଡିବ ଭୋଟ୍

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ଆସନ୍ତା ୨୦ ତାରିଖରେ ହେବ ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନ । ତେବେ ଜୁଲାଇ ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ହେବ ଭୋଟ ଗଣତି । ଜୁଲାଇ ୨୬ ସୁଦ୍ଧା ନିର୍ବାନର ସବୁ…
Read More...

କମୁଛି ବିଜେପି-ବିଜେଡି ଦୂରତା? ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ବିଜେଡି ସାଂସଦ ଭର୍ତ୍ତୃହରି…

କନକ ବ୍ୟୁରୋ: ଲୋକସଭାରେ ଉଠିଲା ବିଜେପିର ପ୍ରଣେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରହସ୍ୟମୟ ମୃତ୍ୟର ତଦନ୍ତ ଘଟଣା । ହେଲେ ଏହାର ତଦନ୍ତ ଦାବି ବିଜେପି ସଦସ୍ୟ ନୁହେଁ ବରଂ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ୧୯୫୩ ମସିହା ଶ୍ରୀନଗର ଠାରେ ଜେଲରେ ଥିବାବେଳେ ଶ୍ୟାମା ପ୍ରସାଦଙ୍କ…
Read More...

ନବ ନିର୍ବାଚିତଙ୍କୁ ନବୀନଙ୍କ ଟିପ୍ସ । ନିଜ ଅନୁଭୂତିକୁ ଉଦାହରଣ ଦେଇ ବିଧାୟକଙ୍କୁ ଦେଲେ ଗୁରୁମନ୍ତ୍ର ।

କନକ ବ୍ୟୁରୋ: ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଲେ ନବୀନ । ୨୦୦୦ ମସିହାର ଅନୁଭୂତିର ଉଦାହରଣ ଦେଇ ନବ ନିର୍ବାଚିତ ବିଧାୟକମାନଙ୍କୁ ନବୀନ ନିବାସରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…
Read More...

କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ପରାଜୟ ପାଇଁ ନିଜକୁ କଲେ ଦାୟୀ, କହିଲେ ଖୁବଶୀଘ୍ର ବଛାହେଉ ନୂଆ…

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳୀୟ ସଭାପତି ପଦ ଛାଡିଛନ୍ତି ରାହୁଲ । ଦଳୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ୱିଟରରେ ଜଣାଇବା ସହ ଏହି ପଦରୁ କାହିଁକି ଇସ୍ତଫା ଦେଊଛନ୍ତି ତାହାର କାରଣ…
Read More...

ନବୀନଙ୍କ ଚାଟଶାଳୀରେ ନେତାଙ୍କ କ୍ଲାସ୍ ନେଲେ ନବୀନ। ନୂଆ-ପୁରୁଣା ନେତାଙ୍କୁ ନୈତିକତାର ପାଠ ପଢାଇବା ସହ ଦେଲେ…

କନକ ବ୍ୟୁରୋ: ପଂଚମ ପାଳି ପରେ ଆକ୍ଟିଭ ମୋଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ନେତାମାନଙ୍କୁ ନବୀନ ନିବାସରେ ନୈତିକତାର ପାଠ ପଢାଇଛନ୍ତି ନବୀନ । ସକାଳ ସାଢେ ୧୦ଟାରୁ ନେତାଙ୍କ କ୍ଲାସ ନେଇଥିଲେ ନବୀନ । ଆଉ ଆରମ୍ଭ ହୋଇଥିଲା ବିଜେଡିର ମାରାଥନ ବୈଠକ । ଯେଉଁଥିରେ ଦଳର କନିଷ୍ଠ ଏବଂ…
Read More...

ସମସ୍ତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ : ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ…

କନକ ବ୍ୟୁରୋ : ବିଜେଡ଼ି ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ । ନବୀନ ନିବାସରେ ପଞ୍ଚମ ପାଳିରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବିଜେଡ଼ି ସୁପ୍ରିମୋ । ବୈଠକରେ ସାମିଲ ହୋଇଛନ୍ତି ସମସ୍ତ ୧୧୧ ବିଧାୟକଙ୍କୁ ନବୀନ ଦିଗଦର୍ଶନ ଦେଇଛନ୍ତି । ଜନତାଙ୍କ ସୁଖ ସୁବିଧାରେ…
Read More...

ଖାଲି ନାଁକୁ ଦଳ ଅଲଗା, କିନ୍ତୁ ବାପ-ପୁଅ ଏକାଠି: ଏବେବି ପାରାଦୀପ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ବିଜେପି…

କନକ ବ୍ୟୁରୋ: ଖାଲି ନାଁକୁ ବାପ-ପୁଅ ଅଲଗା ଦଳରେ ଅଛନ୍ତି। ଏବେ ବି ପାରାଦୀପ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ। ଏଭଳି ଚର୍ଚ୍ଚା ଏବେ ପାରାଦୀପ ରାଜନୀତିକୁ ସରଗରମ କରିଛି। ଦାମ ବିଜେପିରେ ସାମିଲ ହୋଇ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେବା…
Read More...

ବିଧାନସଭାରେ ବୁନୁଙ୍କ ଜଳବାଣ ! ମେୟର ଥିଲା ବେଳେ ତାଙ୍କୁ ଯାହା ପଚରା ହୁଏ, ସେହି କଥା ମନ୍ତ୍ରୀଙ୍କୁ ପଚାରିଲେ ଅନନ୍ତ

କନକ ବ୍ୟୁରୋ: ବଦଳିଗଲେ ବୁନୁ । ବିଧାୟକ ହେବା ପରେ ପୂରାପୂରି ପରିବର୍ତ୍ତନ ହୋଇଗଲେ ପୂର୍ବତନ ମେୟର । ନିର୍ବାଚନ ରେଜଲ୍ଟ ବାହାରିବାକୁ ଚାଳିଶ ଦିନ ବି ହୋଇନି ହେଲେ ଗୋଟିଏ ଚରିତ୍ରରୁ ବାହାରି ଆଉ ଏକ ଚରିତ୍ରରେ ଅଭିନୟ ଆରମ୍ଭ କରିଦେଲେଣି ଅନନ୍ତ ନାରାୟଣ ଜେନା । ବିଧାୟକ ହେବା ପରେ ଆଜି…
Read More...