Browsing Category

ରାଜନୀତି

ବିଧାନସଭାରେ ବୁନୁଙ୍କ ଜଳବାଣ ! ମେୟର ଥିଲା ବେଳେ ତାଙ୍କୁ ଯାହା ପଚରା ହୁଏ, ସେହି କଥା ମନ୍ତ୍ରୀଙ୍କୁ ପଚାରିଲେ ଅନନ୍ତ

କନକ ବ୍ୟୁରୋ: ବଦଳିଗଲେ ବୁନୁ । ବିଧାୟକ ହେବା ପରେ ପୂରାପୂରି ପରିବର୍ତ୍ତନ ହୋଇଗଲେ ପୂର୍ବତନ ମେୟର । ନିର୍ବାଚନ ରେଜଲ୍ଟ ବାହାରିବାକୁ ଚାଳିଶ ଦିନ ବି ହୋଇନି ହେଲେ ଗୋଟିଏ ଚରିତ୍ରରୁ ବାହାରି ଆଉ ଏକ ଚରିତ୍ରରେ ଅଭିନୟ ଆରମ୍ଭ କରିଦେଲେଣି ଅନନ୍ତ ନାରାୟଣ ଜେନା । ବିଧାୟକ ହେବା ପରେ ଆଜି…
Read More...

କଂଗ୍ରେସରେ ଇସ୍ତଫା ପର୍ବ : ଘାତକ ସାଜିଛି ଦଳୀୟ ଅନ୍ତକନ୍ଦଳ, ସାମ୍ନାକୁ ଆସିଲା ନୂଆ-ପୁରୁଣା ପୀଢ଼ିଙ୍କ ମତଭେଦ

କନକ ବ୍ୟୁରୋ : ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ । ବିପଦ ସମୟରେ ରାଜା ରାଜ୍ୟ ଛାଡ଼ି ଚାଲିଗଲେ ରାଜ୍ୟରେ ଅରାଜକତା ସୃଷ୍ଟି ହେବା ସ୍ୱାଭାବିକ । ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଇସ୍ତଫା ଜିଦରେ ଅଟଳ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ । ବରିଷ୍ଠ ନେତାଙ୍କ ଅନୁରୋଧ ବି ରାହୁଲଙ୍କ…
Read More...

କ’ଣ ହେବ ସଙ୍କଟରେ ଥିବା କଂଗ୍ରେସର ଭବିଷ୍ୟତ ? ପରାଜୟ ପରେ ସଂଗଠନରେ ଥମୁନି ଝଡ, ‘ଅଧ୍ୟକ୍ଷ’ ପଦକୁ ନେଇ ଜାରି ରହିଛି…

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ କଂଗ୍ରେସର ପରାଜୟ ପରେ ସଙ୍କଟରେ ପଡିଛି ଦଳ । ଲୋକସଭା ନିର୍ବାଚନର ଫଳାଫଳ ଦୋହଲାଇ ଦେଇଛି କଂଗ୍ରେସର ସ୍ଥିତି । ଏପରିକି ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ‘ଅଧ୍ୟକ୍ଷ’ ପଦ ଛାଡିବା ନେଇ ଜିଦରେ ଅଡି ବସିଛନ୍ତି । ଏପରିକି ଦଳର ଜଣେ ବରିଷ୍ଠ ନେତା…
Read More...

ବାହାରିଲା ଦାମଙ୍କ ପୁରୁଣା ରୋଗ । ବିଜେପିର ଦଳୀୟ ନିଷ୍ପତିକୁ ବିରୋଧ । କହିଲେ, ବିରୋଧୀ ଦଳ ନେତା ହେବାକୁ ଯୋଗ୍ୟ…

କନକ ବ୍ୟୁରୋ : ପୁରୁଣା ଅବତାରକୁ ଫେରିଲେ ବରିଷ୍ଠ ନେତା ଦାମ ରାଉତ । ବେଶ୍ କିଛି ଦିନର ନୀରବତା ପରେ ଦାମ ଦାମଙ୍କ ପୁରୁଣା ରୋଗ ବାହାରିଛି । ତୁଣ୍ଡକୁ ନିୟନ୍ତ୍ରଣ ରଖିପାରିଲେନି ବୋଲି ମନ୍ତ୍ରୀ ପଦ ଯାଇଥିଲା । ଅମାନିଆ ତୁଣ୍ଡ ପାଇଁ ଦଳରୁ ବିତାଡ଼ିତ ହୋଇଥିଲେ । ହେଲେ ବିଜେଡ଼ିରୁ ବିଦା ହୋଇ…
Read More...

ସାଂସଦ ହେବାକୁ ଚାହୁଁଥିଲେ ବିରୋଧୀ ଦଳ ନେତା : କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାରରେ କଲେ ଖୁଲାସା, ବିଧାନସଭା…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ରୂପେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ପ୍ରଦୀପ୍ତ ନାୟକ । ହେଲେ ସାଂସଦ ଟିକେଟ ବଦଳରେ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ବିରୋଧୀ ଦଳ ନେତାଙ୍କୁ ମିଳିଲା ବିଧାନସଭା ଟିକେଟ । ଆଉ ସେଇଥିପାଇଁ ନିର୍ବାଚନରେ ଟିକେଟ ବଂଟନ ବେଳେ ରାଗି…
Read More...

କଂଗ୍ରେସର ବୁଡ଼ୁଥିବା ଜାହାଜରେ ବସିବାକୁ ନାରାଜ ରାହୁଲ ! ଘଡ଼ିସନ୍ଧି ମୁହୂର୍ତ୍ତରେ ରାହୁଲଙ୍କ ନେତୃତ୍ତ୍ୱ ପରିତ୍ୟାଗ…

କନକ ବ୍ୟୁରୋ : ମୂରବୀ ଶୂନ୍ୟ ପ୍ରାୟ କଂଗ୍ରେସ । କଂଗ୍ରେସର ଆପଣାର ନୁହଁନ୍ତି କଂଗ୍ରେସ ଅଧ୍ୟକ୍ଷ ! ରାହୁଲ ଗାନ୍ଧୀଙ୍କୁ ମନେଇ ପାରିଲେନି ଦଳୀୟ ନେତା । ଘଡ଼ିସନ୍ଧି ମୁହୁର୍ତ୍ତରେ ସାଥ୍ ଦେବା ପରିବର୍ତ୍ତେ ପଦ ଛାଡ଼ିବା ପାଇଁ ଅଡ଼ି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଲୋକସଭା ନିର୍ବାଚନରେ କଂଗ୍ରେସର…
Read More...

ରାଜ୍ୟରେ କେତେ କମିଛି ଦାରିଦ୍ର‌୍ୟତା ? ବିଧାନସଭାରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।

କନକ ବ୍ୟୁରୋ: ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢ଼ୁଛି ନାଁ କମୁଛି ଏନେଇ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଗୁଡାଇତୁଡ଼ାଇ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ । ତେବେ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୨୦୦୪-୦୫ରେ ୨କୋଟି ୨୧ ଲକ୍ଷ ୫୭ ହଜାର ଲୋକ ଦାରିଦ୍ର‌୍ୟ…
Read More...

ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ : ୟୁନିଟ୍-୮ ସ୍କୁଲକୁ ସମୀର ଦାସଙ୍କ ଅଚାନକ ଗସ୍ତ, ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ…

କନକ ବ୍ୟୁରୋ : ଶିକ୍ଷା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ଆକ୍ସନ ମୋଡ଼ରେ ଗଣଶିକ୍ଷାମନ୍ତ୍ରୀ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇସାରିଲେଣି ସମୀର ଦାସ । ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି…
Read More...

ପାଟକୁରାରେ କଣ ହେବ? ରାଜ୍ୟସଭା ଉପନିର୍ବାଚନର ପଡିବ କି ପ୍ରଭାବ, ରାଜନୈତିକ ସମୀକ୍ଷକ କହିଲେ,ବିଜେଡିକୁ ସୁହାଇପାରେ…

କନକ ବ୍ୟୁରୋ  : ରାଜ୍ୟସଭା ଉପ-ନିର୍ବାଚନର ପ୍ରଭାବ, ପାଟକୁରା ନିର୍ବାଚନ ଉପରେ ପଡ଼ିପାରେ । ଏଭଳି ଆଶଙ୍କା କରିଛନ୍ତି ରାଜନୈତିକ ସମୀକ୍ଷକ । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜ୍ୟ ରାଜନୀତିରେ ସମୀକରଣ ଟିକେ ବଦଳି ଯାଇଛି ବୋଲି ଏହି ସମୀକ୍ଷକମାନେ…
Read More...

ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ: ଭୋଟ୍ ସରିବା ପରେ ଇସିଙ୍କୁ ଦେଲେ ତଥ୍ୟ, ପଢନ୍ତୁ କିଏ କରିଛି କେତେ ଖର୍ଚ୍ଚ, କାହାର…

କନକ ବ୍ୟୁରୋ: ନିର୍ବାଚନ ସରିିବାର ମାସକ ମଧ୍ୟରେ ପ୍ରାର୍ଥୀମାନଙ୍କୁ ନିିର୍ବାଚନ କମିଶନଙ୍କ ନିକଟରେ ଖର୍ଚ୍ଚର ହିସାବ ଦେବାକୁ ପଡ଼େ । ବିଧାୟକମାନେ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ରହିଥିବା ବେଳେ ସାଂସଦମାନେ ସର୍ବାଧିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।…
Read More...