Browsing Category

ନ୍ୟୁଜ୍

ଠକ ମହିଳାଙ୍କ ଘର ଆଗରେ ଫିକା ପଡିଯିବ ନେତା ମନ୍ତ୍ରୀଙ୍କ ଘର : ଲୁଟ୍ ଟଙ୍କାରେ ଦାମୀ ଗାଡ଼ି ଚଢ଼ି କରୁଥିଲେ ଅୟସ

କନକ ବ୍ୟୁରୋ : ନେତା, ପ୍ରୋଯୋଜକୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ମହିଳାଙ୍କ ଘର ଦେଖିଲେ ଆପଣ ତାଜୁବ ହୋଇଯିବେ । ଘର ଏମିତି ହୋଇଛି ଯେ ନେତା, ମନ୍ତ୍ରୀଙ୍କ ଘର ମଧ୍ୟ ଗିରଫ ଯୁବତୀଙ୍କ ଘର ଆଗରେ ଫିକା ପଡିଯିବ । ବିଶାଳ ଅଟ୍ଟାଳିକା, ଦାମୀ ଆସବାବ ପତ୍ର ଦେଖିଲେ, ଦେଖିଲା ଲୋକର ଆଖି ଝଲସି ଯିବ…
Read More...

କନକ ନ୍ୟୁଜ୍ ନାଁ ନେଇ ଲୋକଙ୍କୁ ଧମକାଉଥିଲେ, ନକଲି ସାମ୍ବାଦିକକୁ ଗିରଫ କଲା ପୋଲିସ୍ ।

କନକ ବ୍ୟୁରୋ: ନକଲି ସାମ୍ବାଦିକଙ୍କ ଟଙ୍କା ଡିମାଣ୍ଡ । ନିଜକୁ କନକ ନ୍ୟୁଜ ଟିଭି ଚ୍ୟାନେଲର ପ୍ରତିନିଧି କହି ଟଙ୍କା ଆଦାୟ କରିବାକୁ ପ୍ରୟାସ କରୁଥିବା ବେଳେ ଧରାପଡ଼ିଛି ଠକ । ଏନେଇ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଦାୟର ହୋଇଛି ମାମଲା । ଚନ୍ଦାହାଣ୍ଡି ଶରଧାପୁର ପଞ୍ଚାୟତ ସରପଞ୍ଚଙ୍କୁୁ ଧମକ ଦେଇ…
Read More...

ଧାମନଗର ଉପନିର୍ବାଚନ : ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ…
Read More...

ଗଜପତିରେ ଲଗାଣ ବର୍ଷା : ଭୁଶୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୪ଜଣ

କନକ ବ୍ୟୁରୋ : ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଏନେଇ ୪ଟି ଗାଁକୁ ଯାତାୟତ ଠପ୍ ହୋଇପଡ଼ିଛି । ସେପଟେ ବର୍ଷା ଯୋଗୁ ଜଣକ ଘର କାନ୍ଥ ଭୁଶୁଡିପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋଟିଏ ପରିବାରର ୪ଜଣ । ଏହି ଘଟଣା ଘଟିଛି ଗଜପତି ନୂଆଗଡର ବଡ଼ପଦା ଗାଁରେ । କିଛି ଦିନ ଧରି…
Read More...

ପୁଣ୍ୟଭୂମି ଶ୍ରୀକ୍ଷେତ୍ରରେ ୧୩ ବର୍ଷର ନାବାଳକକୁ ଯୌନ ଶୋଷଣ ଅଭିଯୋଗ : ସେବାୟତଙ୍କ ସହଯୋଗୀକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମହାପାପ । ପୂଣ୍ୟଭୂମିରୁ ଆସିଛି ଯୌନଶୋଷଣର ଅଭିଯୋଗ । ଜଣେ ୧୩ ବର୍ଷର ନାବାଳକକୁ ମନ୍ଦିର ପରିସରରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ନାରକୀୟ କାଣ୍ଡ ଭିଆଇଥିବା ଅଭିଯୋଗରେ ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତାଙ୍କୁ…
Read More...

ପିଲାଚୋରି ସନ୍ଦେହରେ ମାଡମାରି କଲେ ଲହୁଲୁହାଣ : ୩ଜଣ ସାଧୁଙ୍କୁ ନିସ୍ତୁକ ପିଟିଲେ ବସ୍ତିବାସିନ୍ଦା

କନକ ବ୍ୟୁରୋ : ପିଲାଚୋର ନାଁରେ ସାଧୁଙ୍କୁ ମାଡ ମରାଯାଇଛି । ଛତିଶଗଡ ଦୁର୍ଗରେ ଦଶହରା ଚାଲିଥିବା ବେଳେ ୩ ଜଣ ସାଧୁଙ୍କୁ ନିର୍ମମ ମାଡ ମାରିଥିବାର ଭିଡ଼ିଓ ସାମନାକୁ ଆସିଛି । ସୋସିଆଲ ମିଡିଆରେ ଅପପ୍ରଚାର ପରେ ଏହି ୩ଜଣ ସାଧୁଙ୍କ ଉପରେ ଲୋକେ ଆକ୍ରମଣ କରିଥିଲେ । ଏହି ମାମଲାରେ ଏଫଆଇଆର ରୁଜୁ…
Read More...

ଧରାପଡିଲା ନକଲି ସିଭିଲ ଜଜ୍ । ଗିରଫ କରିବାକୁ ପୋଲିସ ଦେଇଥିଲା ବାହାଘର ବିଜ୍ଞାପନ

କନକ ବ୍ୟୁରୋ: ଲକ୍ଷ୍ନୌରେ ଧରାପଡିଲା ନକଲି ଜଜ୍ । ମହିଳାଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ ଯାହାକୁ ଗିରଫ କରିବାକୁ ପୋଲିସ ଦେଇଥିଲା ବାହାଘର ବିଜ୍ଞାପନ । ପୋଲିସର ଏପରି ବିଜ୍ଞାପନ ପଛର କାରଣ ଥିଲା କିଛି ଏପରି । କୌଣସି ବିଧବା ବା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା ନକଲି…
Read More...

ନେତା, ପ୍ରଯୋଜକଙ୍କୁ ବ୍ଲାକମେଲିଂ ଅଭିଯୋଗ : ଯୁବତୀ ଗିରଫ; ଫେସବୁକରେ ପ୍ରେମ ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି…

କନକ ବ୍ୟୁରୋ : ରାଜନେତା ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭୁବନେଶ୍ୱରର ସୁନ୍ଦରୀ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଫେସବୁକରେ ପ୍ରଥମେ ବନ୍ଧୁତା, ପରେ ବନ୍ଧୁତା ବଢାଇ ପ୍ରେମାଳାପ କରୁଥିଲେ । ଏହାପରେ ଘରକୁ ନିମନ୍ତ୍ରଣ କରି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସମ୍ପୃକ୍ତ…
Read More...

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଲୁଟ : ୭ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁବୃର୍ତ୍ତ

କନକ ବ୍ୟୁରୋ : ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ । ୭ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁବୃର୍ତ୍ତ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ସାଦନପଡ଼ାରେ ଘଟିଛି ଏହି ଘଟଣା । ରାତିରେ ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରେ ୬ ଜଣ ଦୁବୃର୍ତ୍ତ ପଶିଥିବା ସୂଚନା ରହିଛି । ବନ୍ଧୁକ ସହ…
Read More...

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ : ଜାଣନ୍ତୁ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ କେତେ ?

କନକ ବ୍ୟୁରୋ : ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । ଅଶୋଧିତ ତେଲର ଦର ଓ ଡଲାର ସୂଚକାଙ୍କ ମଜବୁତ ଥିବାରୁ ଗୁରବାର…
Read More...