Browsing Category

ନ୍ୟୁଜ୍

ଲୋହିତ ସାଗରରେ ‘ଟାଇମ୍ ବମ୍’, ଚିନ୍ତା ବଢାଇଲା ତେଲ ଭର୍ତ୍ତି ଜାହାଜ ‘ଏଫଏସ୍ଓ ସାଫର’

କନକ ବ୍ୟୁରୋ: ୨୦୧୫ରେ ୟେମେନର ଲୋହିତ ସାଗରରେ ଏକ ତୈଳଭର୍ତ୍ତି ଜାହଜ ‘ଏଫଏସ୍ଓ ସାଫର’କୁ ଛାଡି ଦିଆଯାଇଥିଲା । ହେଲେ ଏବେ ଏହାକୁ ନେଇ ବଡ ବିପଦ ମୁଣ୍ଡ ଟେକିଲାଣି । କୁହାଯାଉଛି, ଜାହାଜର ରକ୍ଷଣାବେକ୍ଷଣର ଅଭାବରୁ ଭେସଲଟି ଦୁର୍ବଳ ହୋଇ ପଡିଛି । ଯେକୌଣସି ମୁହୂର୍ତରେ ଏହା ଫାଟିଯାଇ…
Read More...

କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ଉମେଶ ପାଲଙ୍କ ପତ୍ନୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ…

କନକ ବ୍ୟୁରୋ : ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିକ୍ ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କର ଏହି ନିଷ୍ପତ୍ତି ପରେ ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଉମେଶ ପାଲଙ୍କ ପତ୍ନୀ ଜୟା ଦେବୀ । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅତିକ୍…
Read More...

ବଢିଲା ଆଧାର ସହ ପ୍ୟାନ୍ ଲିଙ୍କର ସମୟ ସୀମା: ମାର୍ଚ୍ଚ ୩୧ ପରିବର୍ତ୍ତେ ଜୁନ୍ ୩୦ ହେଲା ଶେଷ ତାରିଖ

କନକ ବ୍ୟୁରୋ: ଆଉ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ସରକାର ଏବେ ଆପଣଙ୍କ ଚିନ୍ତା ଦୂର କରିବା ଦିଗରେ ନେଇଛନ୍ତି ପଦକ୍ଷେପ । ଆଧାର ସହ ପ୍ୟାନ ଲିଙ୍କର ସମୟ ସୀମା ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ କେନ୍ଦ୍ର ସରକାର ଏବେ ଏହି ସମୟ ସୀମାକୁ ପୁଣି ବଢାଇ ଦେଇଛନ୍ତି ।…
Read More...

ରାଜ୍ୟରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି? ପ୍ରଶ୍ନବାଣରେ ସରକାରଙ୍କୁ ଘେରିଲେ ବିରୋଧୀ, ଟିକିନିକି ତଥ୍ୟ ଦେଲେ ମନ୍ତ୍ରୀ…

କନକ ବ୍ୟୁରୋ : ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ୟ୍ୟସ୍ତ, ସାଧାରଣ ଲୋକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ । ବିଧାନସଭାରେ ଆସିଥିବା ମୁଲତବି ପ୍ରସ୍ତାବରେ ଏନେଇ ଆଲୋଚନା ବେଳେ ଗୃହର ବହୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି ।…
Read More...

ସରକାରୀ ଘର ଛାଡ଼ିବାକୁ ରାହୁଲ ରାଜି। ଲୋକସଭା ସଚିବାଳୟକୁ କଲେ ଅବଗତ।

କନକ ବ୍ୟୁରୋ: ସରକାରୀ ବାସଭବନ ଛାଡ଼ିବାକୁ ରାଜି ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚିଠି ଲେଖି ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀଙ୍କୁ କଲେ ଅବଗତ । ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ସରକାରୀ ଭବନ ଛାଡ଼ିବାକୁ ତାଙ୍କୁ ନୋଟିସ ହୋଇଥିଲା । ଲୋକସଭା ସଦସ୍ୟତା ପଦ ହରାଇବା ପରେ…
Read More...

ନାରାକୁ ନେଇ ତେଜିଲା ରାଜନୀତି। ବିଜେଡିର ଜୟ ଜଗନ୍ନାଥ ବନାମ ବିଜେପିର ଜୟ ଶ୍ରୀରାମ।

କନକ ବ୍ୟୁରୋ : ଜୟ ଜଗନ୍ନାଥ ବନାମ ଜୟ ଶ୍ରୀରାମ । ନାରାକୁ ନେଇ ତେଜିଲା ରାଜନୀତି । ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ବିଜେଡିର ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଜେପି କହିଲା, ଆମର ଜୟ ଶ୍ରୀରାମ । ରାଜ୍ୟରେ ଏହି ନାରାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ବିଜେଡି ଜୟ ଜଗନ୍ନାଥର…
Read More...

ଖରା ଆରମ୍ଭ ହୋଇଛି, ବର୍ଷା ବିଳମ୍ବ ଅଛି । ବିିଜେଡି ବିଧାୟକ ସୌମ୍ୟରଞ୍ଜନ କହିଲେ, ମହାନଦୀର ଜଳସ୍ତର ଦେଖି ଭୟ ଲାଗିଲାଣି…

କନକ ବ୍ୟୁରୋ : ମହାନଦୀକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି । ବିଗତ ବର୍ଷ ତୁଳନାରେ…
Read More...

ରାଜ୍ୟରେ ଅଛନ୍ତି ୨୮ ମହାବଳ ଓ ୭୬୦ କଲରା ପତରିଆ ବାଘ । ୧୦ ବର୍ଷରେ ଶିକାରୀଙ୍କ ଦ୍ୱାରା ମରିଛନ୍ତି ୩ ମହାବଳ ବାଘ ।

କନକ ବ୍ୟୁରୋ : ରାଜ୍ୟରେ ଅଛନ୍ତି ୨୮ଟି ମହାବଳ ଓ ୭୬୦ଟି କଲରା ପତରିଆ ବାଘ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି, କେତେ ସଂଖ୍ୟକ ବାଘ ଗତ ୧୦ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତୋଟି ବାଘ…
Read More...

ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ : ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ । ଝାରସୁଗୁଡା ହସ୍ପିଟାଲର ଜଣେ ରୋଗୀ ୪ ମହଲା ଉପରକୁ ଚଢିଯାଇଥିଲେ । ପରେ ଝରକାର ତାଜା ଉପରକୁ ଉଠିଯାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହା ପରେ ତାଙ୍କୁ ଉଦ୍ଧାର…
Read More...

ମନ ଜିଣିନେଲେ ତେନ୍ତୁଳିଗୁଡା ଗ୍ରାମବାସୀ । ୭ ଦଶନ୍ଧିରେ ଯାହା ସରକାର କରି ପାରୁନଥିଲେ, ତାହାକୁ ୭ ଦିନରେ କରି ଦେଖାଇଲେ…

କନକ ବ୍ୟୁରୋ : ସକାଳୁ ସଞ୍ଜ ଚାଲିଛି ମାଟିଖୋଳା । ପିଲାଠୁ ବୃଦ୍ଧ ସମସ୍ତେ ମାଟି ଖୋଳାରେ ବ୍ୟସ୍ତ । କିଏ ମାଟି ଖୋଳି ଦେଉଛି ତ ପୁଣି କିଏ ମାଟି ବୋହି ଅନ୍ୟ ସ୍ଥାନକୁ ନେଇଛି । କାରଣ ଏବେ ନୁହେଁ ତ କେବେ ନୁହେଁ । ଆଜି ଯଦି କୋଡି କୋଦାଳ ନ ଧରିବୁ ତେବେ ଏହିଭଳି ଯେ କେତେବର୍ଷ ଅପହଞ୍ଚ ହୋଇ…
Read More...