Browsing Category

ନ୍ୟୁଜ୍

ଆଜି ସମ୍ବଲପୁରରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କଲେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନାର ଶୁଭାରମ୍ଭ କଲେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ପିଏଚଡି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏହି…
Read More...

ସ୍ନାନ ମଣ୍ଡପରେ ବିଜେ ଚତୁର୍ଦ୍ଧା ମୂର୍ତି : ସୁନା କୂଅରୁ ଆସିଲା ୧୦୮ କୁମ୍ଭ ଜଳ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧା ମୂର୍ତି । ରତ୍ନ ବେଦୀ ଛାଡି ସ୍ନାନବେଦୀକୁ ଆସିଛନ୍ତି ଶ୍ରୀଜିଉ । ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ କରାଯାଇଛି ମହାସ୍ନାନ ।…
Read More...

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ : ଦୁଇ ସେବାୟତଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ବର୍ଷକ ପରେ ଉଠିଲା ନିଲମ୍ବନ । ବ୍ରହ୍ମ ବିଭ୍ରାଟ ଯୋଗୁଁ ନିଲମ୍ବିତ ହୋଇଥିବା କୃଷ୍ଣଚନ୍ଦ୍ର ଦାସ ମହାପାତ୍ର ଏବଂ କାଶିନାଥ ଦାସମହାପାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ । ନିଲମ୍ବନ ପ୍ରତ୍ୟାହାର ହୋଇଥିବାରୁ ଏଣିକି ଶ୍ରୀଜିଉଙ୍କ ସେବାରେ ଭାଗ ନେଇପାରିବେ ଏହି ଦୁଇ…
Read More...

ଗୋଟିଏ ଦଳ ଦୁଇଟି ରାଲି : ପୁଣି ଚର୍ଚ୍ଚାରେ ଜଗତସିଂହପୁର ରାଜନୀତି

ଜଗତସିଂହପୁର : ପୁଣି ଚର୍ଚ୍ଚାରେ ଜଗତସିଂହପୁର ରାଜନୀତି । ଜିଲ୍ଲାର ଦୁଇ ପ୍ରମୁଖ ନେତାଙ୍କ ସମାନ୍ତରାଳ ରାଲି । ଦଳ ଗୋଟିଏ, କାର୍ଯ୍ୟକ୍ରମ ବି ଗୋଟିଏ । ହେଲେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କ ରାଲି ଅଲଗା ଅଲଗା । ଦୁଇ ନେତା ନିଜ ସମର୍ଥକକୁ ନେଇ ଭିନ୍ନ ଭିନ୍ନ ରାଲିରେ ଯାଇ ଯୋଗ ଦେଲେ…
Read More...

ଜଗାକୁ ହେବ ଜର : ରାତି ପାହିଲେ ମହାପ୍ରଭୁଙ୍କ ଦିବ୍ୟସ୍ନାନ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରୀକ୍ଷେତ୍ରରେ ଲାଗିଗଲାଣି ଭକ୍ତଙ୍କ ଭିଡ । ରାତି ପାହିଲେ ନୂତନ ବିଗ୍ରହ ରତ୍ନବେଦି ଛାଡି ପ୍ରଥମ ଥର ପାଇଁ ଆସିବେ ସ୍ନାନବେଦିକୁ । ୧୦୮ ଗରା ଜଳରେ ଦିବ୍ୟସ୍ନାନ କରିବା ସହ ଭକ୍ତଙ୍କୁ ଦେବେ ହାତୀବେଶରେ ଦର୍ଶନ । ତେଣୁ ଶ୍ରୀମନ୍ଦିର ପରମ୍ପରାର ଏ ଅପୂର୍ବ ନୀତି…
Read More...

ଓଲିଉଡରେ ଚାଲିଛି ସହମତିରେ କାଷ୍ଟିଂ କାଉଚ୍ ? କହିଲେ ପ୍ରଯୋଜକ ସଂଜୟ ନାୟକ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ ଚର୍ଚ୍ଚାରେ ଏକ ନୂଆ ମୋଡ ଆସିଛି । ବରିଷ୍ଠ ସିନେ ପ୍ରଯୋଜକ ସଂଜୟ ନାୟକ କହିଛନ୍ତି, କେତେକ କ୍ଷେତ୍ରରେ ସହମତି ଭିତିରେ ଓଲିଉଡରେ ଚାଲିଛି କାଷ୍ଟିଂ କାଉଚ୍ । ଅର୍ଥାତ୍ ପ୍ରଯୋଜକ କିମ୍ବା ନିର୍ଦେଶକଙ୍କ ଶଯ୍ୟା ସଙ୍ଗିନୀ ବନିବାର…
Read More...

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ସମ୍ବଲପୁରରେ ମକ୍ ଡ୍ରିଲ

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଜି ମକ୍ ଡ୍ରିଲ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାରେ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ନେଇ ମକ୍ ଡ୍ରିଲ କରାଯାଇଛି । ଏହି କ୍ରମରେ ସମ୍ବଲପୁରରେ ମଧ୍ୟ ମକ୍ ଡ୍ରିଲ କରାଯାଇଛି । ଓଡିଶା ବିପର୍ଯ୍ୟୟ ବିଭାଗର…
Read More...

ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କୁ ତୁଳନା ପ୍ରସଙ୍ଗ : ଦାମଙ୍କ ମନ୍ତବ୍ୟ ପରେ ଜବାବ ଦେଲା ବିଜେପି

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କୁ ତୁଳନା ପ୍ରସଙ୍ଗ । ଦାମଙ୍କ ମନ୍ତବ୍ୟ ପରେ ଜବାବ ଦେଲା ବିଜେପି । ଧର୍ମେନ୍ଦ୍ର ବିଧାୟକ ଓ ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି । ପୃଥିରାଜ କହିଲେ ବିଜେଡି ନେତା ଅହଂକାରୀ ହୋଇପଡିଛନ୍ତି ।
Read More...

ରାଜ୍ୟରେ ଦୁର୍ବଳ ମୌସୁମୀ : ପାଣିପାଗ କେନ୍ଦ୍ରର ସୂଚନା ଆସନ୍ତା ୨୮ରୁ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡ଼ିଶାରେ କମ ରହିଛି ମୌସୁମୀ ପ୍ରଭାବ । ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨୫% କମ ମୌସୁମୀ ବର୍ଷା ରେକର୍ଡ କରାଯାଇଥିବା କହିଛନ୍ତି ପାଣିପାଗ ବିଭାଗର ନିର୍ଦେଶକ ଶରତ ସାହୁ । ତେବେ ଆସନ୍ତା ୨୭ରୁ ୨୮ ଭିତରେ ରାଜ୍ୟ ସମସ୍ତ ସ୍ଥାନରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ…
Read More...

ଗଣମାଧ୍ୟମରେ ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କ ତୁଳନା ନେଇ ଦାମ ଖପ୍ପା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣମାଧ୍ୟମରେ ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ତୁଳନାକୁ ନେଇ ଖପ୍ପା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଦଳର ନେତା ନବୀନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ତୁଳନାକୁ ନେଇ ବର୍ଷଛନ୍ତି ଦାମ ବାବୁ । କହିଛନ୍ତି ନବୀନ ହେଉଛନ୍ତି ଜଣେ ଲୋକପ୍ରିୟ ନେତା ହେଲେ…
Read More...