Daily Archives

March 22, 2024

୬ ଦିନିଆ ରିମାଣ୍ଡରେ ଗଲେ କେଜ୍ରିୱାଲ । କେଉଁ ଗୁମର ଖୋଲିବ ଇଡି?

କନକ ବ୍ୟୁରୋ: ୬ ଦିନିଆ ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତକାଲି ଗିରଫ ପରେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟରେ ଆଜି ହାଜର ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୧୦ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ…

ରାତିରେ ଡ୍ରୋନ ଜଗୁଛି ହାତୀପଲ: କୋଇଡା ବନବିଭାଗର ଅଭିନବ ପ୍ରୟାସ

କନକ ବ୍ୟୁରୋ: ହାତୀଙ୍କ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ । ହାତୀ-ମଣିଷ ଭିତରେ ବଢ଼ୁଥିବା ଲଢ଼େଇକୁ ନଜରରେ ଏହି ଏପରି ବ୍ୟବସ୍ଥା ଆରମ୍ଭ କରିଛି କୋଇଡା ବନବିଭାଗ । ବିଶେଷ କରି ରାତିରେ ହାତୀ ପଲ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଥିବା ବେଳେ ରାତିରେ ହାତୀଙ୍କ ଉପରେ ନଜର ରଖିଛି ଏହି ଡ୍ରୋନ ।…

ଭକ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ: କଂଗ୍ରେସ ପ୍ରଚାରର ଧରିବେ ମଙ୍ଗ

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇସାରିଲାଣି, ରାଜ୍ୟର ପ୍ରମୁଖ ରାଜନୈତିକ ଶିବିର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏତିକି ବେଳେ କଂଗ୍ରେସ ଶିବିରରେ ଅସ୍ଥିରତା ଲାଗିରହିଛି । ଗତକାଲି ଅଚାନକ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଭକ୍ତ ଦାସଙ୍କୁ ଦାୟିତ୍ୱ…

କେମିତି ଜେଲରୁ ଚାଲିବ ଦିଲ୍ଲୀ ସରକାର? ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି କେଜ୍ରିୱାଲ

କନକ ବ୍ୟୁରୋ: ପୂର୍ବରୁ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀମାନେ ପଦରୁ ଇସ୍ତାଫା ଦେଇ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତରେ ପ୍ରଥମ ଥର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଫଳରେ ଦିଲ୍ଲୀରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ଆପ୍ କହିଛି ଜେଲରୁ ସରକାର ଚଳାଇବେ…

କେଉଁ ଆସନରୁ କାହାକୁ ଦିଆଯିବ ଟିକେଟ? କେଉଁ ଆସନରେ କେଉଁ ନେତାଙ୍କ ରହିଛି ଲୋକପ୍ରିୟତା?

କନକ ବ୍ୟୁରୋ: ରାଜନୀତିର ହଟଚମଟ ଭିତରେ ଜାରି ରହିଛି ବିଜେଡିର ଟିକେଟ୍ କସରତ । ଏହି କ୍ରମରେ ଆଜି ନବୀନ ନିବାସରେ ତିନିଟି ସଂସଦୀୟ କ୍ଷେତ୍ରର ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଚର୍ଚ୍ଚା କରିଛନ୍ତି ବିଜେଡି ସୁପ୍ରିମୋ । ପଶ୍ଚିମ ଓଡ଼ିଶାର ତିନି ତିନି ସଂସଦୀୟ କ୍ଷେତ୍ର, ବରଗଡ଼,…

ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ: ରିମାଣ୍ଡ ଆବେଦନ ରାୟ ସଂରକ୍ଷିତ

କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଗିରଫ ହେବା ପରଠାରୁ ଇଡି ହେଫାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମଦ ଦୁର୍ନୀତି ମାମଲାରେ ଅଧିକ ଖୋଳତାଡ଼ ପାଇଁ ୧୦ଦିନିଆ ରିମାଣ୍ଡ ଆବେଦନ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । କୋର୍ଟ…