Daily Archives

March 22, 2024

ବିଜେଡି ଛାଡିଲେ ଭର୍ତ୍ତୃହରି: ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫାପତ୍ର

କନକ ବ୍ୟୁରୋ: ବିଜେଡି ଛାଡ଼ିଛନ୍ତି ହେଭିୱେଟ ଭର୍ତ୍ତୃହରି ମହତାବ । ଯଦିଓ ତାଙ୍କ ପରବର୍ତୀ ରାଜନୈତିକ ପଦକ୍ଷେପ କଣ ହେବ ସେ ନେଇ ସୂଚନା ଦେଇନାହାନ୍ତି । କିନ୍ତୁ ନିର୍ବାଚନର ଠିକ୍ ପୂର୍ବରୁ ବିଜୁ ଜନତା ଦଳର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଭର୍ତ୍ତୃହରି ଦଳ ଛାଡ଼ିବା ବଡ଼…

ମଉଳିଲା ମେଣ୍ଟ ଆଶା! ‘ଏକାକୀ ଲଢ଼ିବ ବିଜେପି’

କନକ ବ୍ୟୁରୋ: ମେଂଟ ଚର୍ଚ୍ଚା ଭିତରେ ରାଜ୍ୟ ରାଜନୀତି ଶିଥିଳ ପଡି ଆସୁଥିବା ବେଳେ ସୋସିଆଲ୍ ମିଡିଆରେ ମନମୋହନ ସାମଲଙ୍କ ପୋଷ୍ଟ ବାତାବରଣକୁ ସରଗରମ କରିଦେଇଛି । ଯଦିଓ ତାଙ୍କ ପୋଷ୍ଟରେ ମେଂଟ ସଂପକରେ ନିରବ ରହିଛନ୍ତି, କିନ୍ତୁ ବିଜେପି ସମସ୍ତ ବିଧାନସଭା ଓ ଲୋକସଭାରେ ଏକାକୀ ଲଢ଼ିବ ବୋଲି…

ଆଇପିଏଲ ଉଦଘାଟନୀ ମ୍ୟାଚ: ଟସ୍ ଜିତି ବେଙ୍ଗାଳୁରୁର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଚେନ୍ନାଇ

କନକ ବ୍ୟୁରୋ: ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ନେଇଛି ବେଙ୍ଗାଳୁରୁ ଦଳ । ତେଣୁ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇବ ଚେନ୍ନାଇ ଟିମ । ତେବେ ଆଜି ଆଇପିଏଲର ପ୍ରଥମ…

ଦୂର ହେଲା ବିଜେଡି-ବିଜେପି ମେଣ୍ଟ ଦ୍ୱନ୍ଦ୍ୱ: ସବୁ ଆସନରେ ଲଢିବ ବିଜେଡି

କନକ ବ୍ୟୁରୋ: ସବୁ ଆସନରେ ଲଢିବ ବିଜେଡି । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡି । ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ନବୀନଙ୍କ ନେତୃତ୍ୱରେ ୩ ଚତୁର୍ଥାଂଶ ଆସନରେ ଜିତିବୁ । ନୂଆ ଓଡିଶା ଓ ସଶକ୍ତ ଓଡିଶାର ଲକ୍ଷ୍ୟ ରଖିଛୁ ।…

କାହିଁକି ବିଜେଡି ଛାଡିଲେ ଭର୍ତ୍ତୃହରି ? କହିଲେ ସାଙ୍ଘାତିକ କାରଣ- ଦେଲେ ରାମାୟଣର ଉଦାହରଣ ?

କନକ ବ୍ୟୁରୋ: ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ବିଜେଡିରୁ ବିଦାୟ ନେଲେ ସାଂସଦ ଭର୍ତ୍ତୃହରି ମହତାବ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭର୍ତ୍ତୃହରି । ହଠାତ୍ ଏକ ପ୍ରେସମିଟ୍ କରି ବିଜେଡି ଛାଡିବା ନେଇ ଭର୍ତ୍ତୃହରି ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ତେବେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଭୂଟାନ । ମୋଦୀ କହିଲେ, ଏହା ଭାରତର ୧୪୦ କୋଟି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂଟାନ ତରପରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପ୍ରାପ୍ତ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ । ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଂଗଚୁକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଡର ଅଫ୍ ଦ ଡ୍ରୁକ…