Daily Archives

March 21, 2024

କାଲିଠୁ ଆରମ୍ଭ ହେଉଛି ଆଇପିଏଲ ଋତୁ: ଉଦଘାଟନୀ ମ୍ୟାଚରେ ଜଲୱା ଦେଖାଇବେ ବଲିଉଡ ଷ୍ଟାର

କନକ ବ୍ୟୁରୋ: ହାତରେ ୨୪ ଘଂଟାରୁ ବି କମ୍ ସମୟ । ଆରମ୍ଭ ହେବ ଫଟାଫଟ କ୍ରିଟେକର ମହାକୁମ୍ଭ ଆଇପିଏଲ-୨୦୨୪ । ଏଥର ଗ୍ରାଣ୍ଡ ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ବିଶେଷ ଆୟୋଜନ । ଚେନ୍ନାଇ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଝୁମିବେ ଦର୍ଶକ । ଦେଢ ଘଂଟା ଧରି ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ…

ଦେଶରେ ବଢୁଛି ଆର୍ଥିକ ଅସମାନତା: ୧ ପ୍ରତିଶତ ଧନୀଙ୍କ ପାଖରେ ୪୦% ସମ୍ପତି, ଶିକ୍ଷାର ଅଭାବ ଯୋଗୁଁ ସ୍ୱଳ୍ପ ବେତନରେ ଫଶି…

କନକ ବ୍ୟୁରୋ: ବ୍ରିଟିସ୍ ଶାସନ କାଳରେ ଯାହା ଦେଖିବାକୁ ମିଳୁନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଭାରତର ୧% ଧନୀଙ୍କ ପାଖରେ ଦେଶର ୪୦.୧% ସମ୍ପତ୍ତି ରହିଛି । ଯାହା ୧୯୬୧ ମସିହା ପରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ସେହପିରି ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ୧% ଧନୀଙ୍କ ଆୟ ଦେଶର…

ଝାରପଡା ଜେଲ ଭିତରେ ମଉଜ ମଜଲିସ! । ଆକ୍ସନ ମୋଡରେ ଜେଲ ଡିଜି

କନକ ବ୍ୟୁରୋ : ଭୁବନେଶ୍ୱର ଝାରପଡା ଜେଲକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ଅପରାଧୀ ଓ ଜେଲ ଭିତରର ମଧୁଚନ୍ଦ୍ରିକା ଯୋଗୁ ଅଏସ ଆରାମରେ ଦିନ କାଟୁଛନ୍ତି କଏଦୀ । ଜେଲ ଭିତରୁ ନିଶାଦ୍ରବ୍ୟ ମିଳିବା ଘଟଣା ଗୋଟିଏ ଜିନିଷ ସ୍ପଷ୍ଟ କରୁଛି ଯେ, କାରାଗାରରେ ଚାଲିଛି ନିଶା କାରବାର । ନିଶାଡିଙ୍କୁ…

ସାମ୍ନାକୁ ଆସିଲା ଉତରପ୍ରଦେଶ ବଦାୟୁଁରେ ଦୁଇ ପିଲା ହତ୍ୟାକାରୀର ମା’ଙ୍କ ବୟାନ: ପୁଲିସର ଏନକାଉଂଟରକୁ କଲେ ସମର୍ଥନ

କନକ ବ୍ୟୁରୋ: ଉତରପ୍ରଦେଶ ବଦାୟୁଁରେ ଦୁଇ ପିଲାଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଅଭିଯୁକ୍ତର ମା’ଙ୍କ ବୟାନ ସାମ୍ନାକୁ ଆସିଛି । ପୁଲିସ ଏନକାଉଂଟରରେ ଅଭିଯୁକ୍ତ ସାଜିଦ୍ରେ ମୃତ୍ୟୁ ହୋଇଥିଲା । ତେବେ ଏନକାଉଂଟରକୁ ନେଇ କିଛି ଲୋକ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କ…

ସନ୍ତାନ ଜନ୍ମ ପରେ ସମସ୍ୟାରେ ମୁସେୱାଲାଙ୍କ ବାପା ମା’: ଆଇଭିଏଫ୍ ଟେକ୍ନୋଲୋଜି ସାହାଯ୍ୟରେ ୫୮ ବର୍ଷରେ ମାଆ ହେବାକୁ ନେଇ…

କନକ ବ୍ୟୁରୋ: ୫୮ ବର୍ଷ ବୟସରେ ଦିବଙ୍ଗତ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମାଆ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ହେଲେ ଏହି କଥାକୁ ନେଇ ଆରମ୍ଭ ହୋଇ ଗଲାଣି ନୂଆ ବିବାଦ । ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର ଓ ବାପା ବାଲକୌର ସିଂହଙ୍କ ଜୀବନରେ ଦ୍ୱିତୀୟ ସନ୍ତାନର ସୁଖ ମିଳିଛି ।…

ସ୍ୱାଭାବିକ ହେଲା ପାଣିପାଗ । ତାତି ବଢିବ ୮ରୁ ୧୦ ଡିଗ୍ରୀ !

କନକ ବ୍ୟୁରୋ : ଦୁଇଦିନର ବର୍ଷା ଓ ଥଣ୍ଡା ପରେ ଗୁରବାର ସ୍ୱାଭାବିକ ହୋଇଛି ପାଣିପାଗ । ବଢିଛି ତାତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡି ଓ ଥଣ୍ଡା ଯୋଗୁଁ ଶୀତ ଦିନର ଭ୍ରମ ସୃଷ୍ଟି ହୋଇଥିଲା । ତେବେ ଦିନ ବଢିବା ସହ ତାତି ମଧ୍ୟ ବଢିଛି । କୋହଲା ପାଗ ଓ ବର୍ଷାରୁ ଲୋକଙ୍କୁ ଆଶ୍ୱସ୍ତି…