Daily Archives

March 20, 2024

ଭୁବନେଶ୍ୱର ନୂଆ ବଣ୍ଟି-ବବଲି: ଓଏଲଏକ୍ସରେ କାର ବିକ୍ରି ନାଁରେ ଚୂନା, ନିଜ ଜାଲରେ ନିଜେ ଫସିଲେ

କନକ ବ୍ୟୁରୋ: ଧରାପଡ଼ିଲେ ରାଜଧାନୀର ବଂଟି-ବବଲି ଗ୍ୟାଙ୍ଗ । ଏହି ଠକଙ୍କୁ କାବୁ କରିବା ସହ ପୋଲିସରେ ଜିମା ଦେଇଛନ୍ତି ଲୋକ । କାର ବିକ୍ରି ପାଇଁ ବିଜ୍ଞାପନ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲେ ଦୁଇ ଅଭିଯୁକ୍ତ । ଗୋଟିଏ ଗାଡ଼ିକୁ ବିକ୍ରି କରିବା ପାଇଁ ଏକାଧିକ ଲୋକଙ୍କଠାରୁ ଅଗ୍ରିମ ଟଙ୍କା…

ୟୁପିରେ ଦୁଇ ଭାଇଙ୍କ ହତ୍ୟାକୁ ନେଇ ଆତଙ୍କ । ଭୟଙ୍କର ଦୃଶ୍ୟ ବଖାଣିଲା ଅଳ୍ପକେ ବର୍ତ୍ତିଯାଇଥିବା ସାନ ଭାଇ

କନକ ବ୍ୟୁରୋ :ସବୁକିଛି ଠିକଠାକ ଥିଲା । ମା’ ରୋଷେଇ ସାରିଥିଲେ । ତିନି ଛୁଆ ଓ ପରିବାରର ଅନ୍ୟ ସଦସ୍ୟ ଏକାଠି ଖାଇ ଶୋଇବାକୁ ଯାଇଥାନ୍ତେ । କିନ୍ତୁ ମଂଗଳବାରର ରାତି ସାଜିଲା କାଳ ରାତି । ହଠାତ ଘର ଭିତରକୁ ପଶିଆସିଲା ଜହ୍ଲାଦ । ଆଉ ନିଜ ଧାରୁଆ ଛୁରୀରେ ତିନି ଛୁଆଙ୍କ ଜୀବନ ନେବାକୁ ଚେଷ୍ଟା…

ବିଶ୍ୱ ପଖାଳ ଦିବସରେ ଓଡିଶା ପାରମ୍ପରିକ ଖାଦ୍ୟର ମଜା ନେଲେ ପ୍ରତିଟି ଓଡିଆ: ସ୍ଥାନେ ସ୍ଥାନେ ଜମିଲା ଖାଦ୍ୟପେୟର ଆସର

କନକ ବ୍ୟୁରୋ: ପଖାଳ.. ଆମ ଓଡ଼ିଆ ଘରର ଖାଦ୍ୟ । ପଖାଳ କହେ ଆମ ସଂସ୍କୃତି ଓ ପରମ୍ପରାର କଥା । ଆଜି ବିଶ୍ୱ ପଖାଳ ଦିବସ ଅବସରରେ ସବୁଠି ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳର ଆସର ଜମିଛି । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ…

ମୋଦୀ ଗ୍ୟାରେଂଟିକୁ ଟକ୍କର ଦେବ କଂଗ୍ରେସ ଗ୍ୟାରେଟିଂ । ନିର୍ବାଚନୀ ଇସ୍ତାହାରରେ ୫ ବର୍ଗଙ୍କ ପାଇଁ ୨୫ ଗ୍ୟାରେଟିଂ ଦେବ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ କେଉଁ ମୁଦ୍ଦାକୁ ଆଧାର କରି ଦଳ ନିର୍ବାଚନ ଲଢିବ ସେନେଇ କଂଗ୍ରେସ ଚୁଡାନ୍ତ ନିଷ୍ପତି ନେଇଛି । ଦଳ ୫ ବର୍ଗଙ୍କ ପାଇଁ ୨୫ ଟି ଗ୍ୟାରେଂଟି ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ, ଯୁବ, ମହିଳା, ଶ୍ରମିକ,…

ଝାରପଡା ଜେଲରେ ବେଧଡକ ଚାଲିଛି ନିଶା କାରବାର: ଖୁଲମଖୁଲ୍ଲା ମିଳୁଛି ଗଂଜେଇ ଓ ସିଗାରେଟ୍ 

କନକ ବ୍ୟୁରୋ: ଝାରପଡ଼ା ଜେଲରେ ଦେଖିବାକୁ ମିଳିଛି ନିଶାର ପାହାଡ଼ । କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମର ଚଢ଼ାଉ ବେଳେ ଜେଲ ଭିତରେ ନିଶା କାରବାର ଚାଲିଥିବା ସାମ୍ନାକୁ ଆସିଛି । ଜେଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ପୁଳାପୁଳା ଗଞ୍ଜେଇ ସାଙ୍ଗକୁ ଚିଲମ, ସିଗାରେଟ ଓ ଅନ୍ୟାନ୍ୟ…

ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା । ମାର୍ଚ୍ଚ ୨୭ ତାରିଖ…

କନକ ବ୍ୟୁରୋ : ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୭ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଂଚଳର ୧୦୨ ଆସନ ପାଇଁ ନାମାଙ୍କନ ଦାଖଲ, ପ୍ରତ୍ୟାହାର, ପ୍ରାର୍ଥୀପତ୍ର ଯାଂଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି…