Daily Archives

March 20, 2024

ବିଜେପି ଛାଡିପାରନ୍ତି ବରିଷ୍ଠ ନେତା ବରୁଣ ଗାନ୍ଧୀ । ଟିକେଟ ନମିଳିଲେ ବି ନିର୍ବାଚନ ଲଢିବାକୁ ପ୍ରସ୍ତୁତ, କିଣିଲେ ୪…

କନକ ବ୍ୟୁରୋ : ବିଜେପି ଛାଡିପାରନ୍ତି ବରିଷ୍ଠ ନେତା ବରୁଣ ଗାନ୍ଧୀ । ଟିକେଟ ନମିଳିଲେ ବି ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା । ଟିକେଟ୍ ନମିଳିଲେ ନିର୍ଦଳୀୟ ନିର୍ବାଚନ…

କାହିଁକି ଘୁଂଚିଲା ସିଇସି ବୈଠକ? ଅଛିଣ୍ଡା ଅଙ୍କରେ ଝୁଲୁଛି କି ହିସାବ?

କନକ ବ୍ୟୁରୋ: ନିର୍ବାଚନ ପାଇଁ ବିଜେପି ୨ଟି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଥିବା ବେଳେ ତୃତୀୟ ତାଲିକା ଉପରେ ରହିଛି ସାରା ଦେଶର ନଜର । ଏପରି ସମୟରେ ବୁଧବାର ବସିବାକୁ ଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ତେବେ କାହିଁକି…

କଲବଲ କଲା କାଳବୈଶାଖୀ ବର୍ଷା: ଜନଜୀବନ ବେହାଲ, ମେଡିକାଲରେ ପାଣି

କନକ ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ବର୍ଷା କଲବଲ କରିଛି । ଦୁଇଦିନ ହେଲାଣି କାଳବୈଶଖାୀ ବର୍ଷାରେ ବେହାଲ ହୋଇଛି ଜନଜୀବନ । ତଳିଆ ଅଂଚଳରେ ପାଣି ଜମିଥିବା ବେଳେ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ଅଦିନିଆ ବର୍ଷା ଯୋଗୁଁ ବାଲେଶ୍ୱର, ଯାଜପୁର, ପୁରୀ ଆଦି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ଅମଳ…

ଶଙ୍ଖ ଧରିଲେ ଅଧିରାଜ: ଦଳ ବଳ ସହ ବିଜେଡିରେ ସାମିଲ

କନକ ବ୍ୟୁରୋ: ଗତ କିଛି ଦିନର ଚର୍ଚ୍ଚା ପରେ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଦଳ ବଳ ସହ ଆସି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ହେଲେ, ଜଣଙ୍କ ପରେ ଜଣେ ଟାଣୁଆ ନେତା…

ମେଂଟ ସସପେନ୍ସ ବଢ଼ାଇଲେ ଶାହା: କହିଲେ, ‘କିଛି ବି ହୋଇପାରେ’

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଂଟ ହେବ କି ନାହିଁ? ଯଦି ହେବ କେଉଁ ଦଳ କେତେ ଆସନରେ ଲଢ଼ିବେ? କେଉଁଠୁ ବିଜେଡି ପ୍ରାର୍ଥୀ ଲଢ଼ିବେ, କେଉଁଠୁ ବିଜେପି ପ୍ରାର୍ଥୀ ଲଢ଼ିବେ? ଏସବୁକୁ ନେଇ ସସପେନ୍ସ ଲାଗି ରହିଛି । ନେତା ଓ କର୍ମୀ ମେଂଟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏହାରି ଭିତରେ…

ମେଂଟ ଚର୍ଚ୍ଚା ଭିତରେ ବିଜେଡିର ପ୍ଲାନ ‘ବି’: ନବୀନ ନିବାସରେ ଚାଲିଛି ଟିକେଟ କସରତ

କନକ ବ୍ୟୁରୋ: ବିଜେପି-ବିଜେଡି ମେଂଟ ଚର୍ଚ୍ଚା ଭିତରେ ବିଜେଡିର ପ୍ଲାନ ବି’ । କାହାକୁ କେଉଁ ଆସନରୁ ଟିକେଟ ମିଳିବ ଓ କିଏ ବାଦ୍ ପଡ଼ିବ, ଏସବୁକୁ ନେଇ ନବୀନ ନିବାସରେ ହୋଇଛି ରଣନୀତି । ମେଂଟକୁ ନେଇ ନେତାଙ୍କ ମଧ୍ୟରେ ଦ୍ୱନ୍ଦ ଦୂର ହେଉନଥିବା ବେଳେ ବିକଳ୍ପ ପ୍ଲାନ ପ୍ରସ୍ତୁତ କରି ରଖୁଛି ବିଜେଡି…