Daily Archives

March 19, 2024

ଯୋଗଗୁରୁଙ୍କୁ ଆସିଲା ସୁପ୍ରିମକୋର୍ଟଙ୍କ ଡାକରା: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସମସ୍ୟାରେ ପତଞ୍ଜଳୀ ଆୟୁବେର୍ଦ ସଂସ୍ଥା । ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳୀ ଆୟୁବେର୍ଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି । ଏଥିସହ ଉଭୟଙ୍କୁ କୋର୍ଟଙ୍କ ଅବମାନନା ନୋଟିସ ମଧ୍ୟ…

ନିର୍ବାଚନ ପୂର୍ବରୁ ମେଣ୍ଟ ରାଜନୀତି ଜୋର: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ଼ ହଲଚଲ, କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ । ଲୋକସଭା ଆସନ ଭାଗବଂଟାକୁ ନେଇ ଅସନ୍ତୁଷ୍ଟ ଥିବା ବେଳେ ସୋମବାର ଏନଡିଏ ଛାଡିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି । ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ…

ଉମରକୋଟରେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ହୋଇନି, କିନ୍ତୁ ପ୍ରଚାର ଆରମ୍ଭ ହେଲାଣି । ଦକ୍ଷିଣ ଓଡିଶାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କସରତ କରୁଛି ବିଜେପି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନବରଙ୍ଗପୁରରେ ଚା’ଖଟିରେ ଚର୍ଚ୍ଚା କରିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ । ସାମ୍ବାଦିକ…

ଜେଲ ଭିତରେ ଭାଇଗିରି! ନିଶା ପାଇଁ ଗୋଷ୍ଠୀ ସଂଘର୍ଷ!

କନକ ବ୍ୟୁରୋ: ଜେଲରେ ହାତାହାତି । ଡାକ୍ତରଖାନାରେ କଏଦୀ । କୌଣସି କାରଣରୁ ଝାରପଡା ଜେଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ରକ୍ତାକ୍ତ ସଂଘର୍ଷରେ କଏଦୀ ଆହତ ହୋଇଥିବା ବେଳେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଝାରପଡା ଜେଲ୍ ସୁପରିନ୍ଟେଣ୍ଡେଂଟ୍ । ତେବେ ଭାଇଗିରି ଓ ନିଶା କାରବାର…

ୟୁଟ୍ୟୁବରେ ଘୁରୁବୁଲିଛି ପ୍ରଶ୍ନପତ୍ର! କ୍ୟାମେରା ଆଗରେ ମାନିଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଶିକ୍ଷାକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି,ମାତ୍ର କିଛି ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ପାଇଁ ଭୁସୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା,ଆଉ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ଛାତ୍ର ଛାତ୍ରୀଙ୍କ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ,୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଭୁବନେଶ୍ୱରରେ ଆଜି ଦିନ ୧୨ଟାରୁ ୪ଟା ଯାଏଁ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିଲା । ଖରାଦିନେ ଏଭଳି ବର୍ଷା ବର୍ଷାଦିନର ଭ୍ରମ ସୃଷ୍ଟି…