Daily Archives

March 17, 2024

ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ମଉଳି ଗଲା ଆଶା, ଧାରଣାସ୍ଥଳ ଛାଡି ଘରକୁ ଫେରିଲେ ଆନ୍ଦୋଳନ ଚଳାଇଥିବା କର୍ମକର୍ତ୍ତା

କନକ ବ୍ୟୁରୋ: ଗତ କିଛି ଦିନ ତଳେ ଗହଳି ଥିଲା ଭୁବନେଶ୍ୱର ମହାତ୍ମା ଗାନ୍ଧୀମାର୍ଗର ଦୃଶ୍ୟ । ସରକାର ବିରୋଧୀ ନାରାବାଜିରେ ଉଠୁଥିଲା ପଡୁଥିଲା ଧାରଣ।। ସ୍ଥଳ । ହେଲେ ନିର୍ବାଚନ ଆଚରଣ ବିଧି ଲାଗୁହେଲା ପରେ ଶୁନଶାନ୍ ହୋଇଗଲାଣି ଭୁବନେଶ୍ୱର ଗାନ୍ଧୀମାର୍ଗ । ଅନେକ ଅନୁଷ୍ଠାନ ଘରକୁ ଫେରି…

ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେପି ପାଇଛି ୭ ହଜାର କୋଟିର ନିର୍ବାଚନୀ ଚାନ୍ଦା । ଜାଣନ୍ତୁ ଅନ୍ୟରାଜନୈତିକ ଦଳମାନଙ୍କୁ…

କନକ ବ୍ୟୁରୋ : ଇଲେକ୍ଟୋରାଲ ବଣ୍ଡ ସାର୍ବଜନୀନ ହୋଇଛି । ଏଥିରୁ ମିଳିଥିବା ସୂଚନା ମୁତାବକ ଏକାକୀ ବିଜେପିକୁ ୬,୯୮୬.୫ କୋଟି ଚାନ୍ଦା ମିିଳିଛି । କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିକୁ ସର୍ବାଧିକ ୨,୫୫୫ କୋଟି ଟଙ୍କାର ଚାନ୍ଦା ମିଳିଛି । ନିର୍ବାଚନ ଆୟୋଗ ମୁତାବକ ଏହି ସୂଚନା ସାମ୍ନାକୁ…

କୋରାପୁଟ କୁନ୍ଦୁରାରେ ପୋଲ ତଳକୁ ଖସିଲା କନ୍ୟାଯାତ୍ରୀ ଗାଡି । ୨ ମୃତ, ୩୦ରୁ ଅଧିକ ଆହତ । ୬ ଗୁରୁତରଙ୍କୁ କୋରାପୁଟ…

କନକ ବ୍ୟୁରୋ: ହସଖୁସିରେ ବିବାହ ସମାରୋହରେ ସାମିଲ ହେବାକୁ ଯାଉଥିଲେ କନ୍ୟାପକ୍ଷ । କିନ୍ତୁ ଏହି ଖୁସି ଲୁହରେ ପରିଣତ ହୋଇଯାଇଥିଲା । କିଛି ସମୟ ପରେ ହଠାତ୍ ପୋଲ ତଳକୁ ଖସିଲା ଗାଡ଼ି । କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ୍ ଖଟଣାପଦରରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଲରୁ ଖସିଲା…

ମହଙ୍ଗା ପଡିଲା ନକଲି ଇଡି ଅଧିକାରୀ ପରିଚୟ ଦେଇ ଠକେଇ କରିବା । ଦୁଇ ଭାଇ ଶଙ୍କର ମହାପାତ୍ର ଓ ତାରିଣୀସେନ୍…

କନକ ବ୍ୟୁରୋ: ଦୁଇ ଭାଇ ୩୦ ବର୍ଷୀୟ ତାରିଣୀସେନ ମହାପାତ୍ର ଏବଂ ୨୭ ବର୍ଷୀୟ ବ୍ରହ୍ମଶଙ୍କର ମହାପାତ୍ର । ଦେଖିବାକୁ ବେଶ ସମ୍ଭ୍ରାନ୍ତ କିନ୍ତୁ କାରନାମାରେ ସବୁ ସୀମା ପାର । ଏମିତି ସେମିତି ନୁହେଁ ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟର ଅଫିସରର ପରିଚୟ ଦେଉଥିଲେ । ଗୋଟିଏ ଫୋନ କଲରେ କୋଟିଏ…

ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ସ୍ତ୍ରୀ ମନୀଦୀପା ସର୍ଖେଲ । ସମର୍ଥକଙ୍କ ସହ ଧରିଲେ ଶଙ୍ଖ । ପାରାଦୀପରୁ ଏଥର…

କନକ ବ୍ୟୁରୋ: ପାରାଦୀପର ଟାଣୁଆ ଶ୍ରମିକ ନେତା ତଥା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ପତ୍ନୀ ମନୀଦୀପା ସର୍ଖେଲ ବିଜେଡିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ…

ତାରିଖ ଘୋଷଣା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ । ସମୟ ବଢିବା ସହ ବଢୁଛି ଉତ୍କଣ୍ଠା । ଏକାଠି ହେବେ କି ବିଜେଡି-ବିଜେପି?

କନକ ବ୍ୟୁରୋ: କିଛି ଦିନ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଶୀର୍ଷରେ ପହଞ୍ଚିଥିବା ବେଳେ ସମସ୍ତେ ଆକଳନ କରୁଥିଲେ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦୁଇ ଦଳ । ହେଲେ, ତାରିଖ ଘୋଷଣା ପରେ ମଧ୍ୟ ହଟିଲା ନାହିଁ ଦ୍ୱନ୍ଦ୍ୱ । ତାରିଖ ଘୋଷଣା ପରେ ବି ହଟୁନି…