Daily Archives

March 17, 2024

ମେଣ୍ଟ ଚର୍ଚ୍ଚା ଭିତରେ ଟିକେଟ ପାଇଁ ନେତାଙ୍କ କସରତ । ହେଭିୱେଟଙ୍କୁ ଭେଟି କରୁଛନ୍ତି ଲବି । ସେପଟେ ମେଣ୍ଟକୁ ନେଇ…

କନକ ବ୍ୟୁରୋ: ବିଜେପିର ଟିକେଟ୍ କସରତ । ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ । ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଘନଘନ ବୈଠକ । ତେବେ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ନିର୍ବାଚନ ପାଇଁ ଦଳ ପୂର୍ଣ୍ଣ ପ୍ରସ୍ତୁତି ଥିବା ଦମ୍ଭୋକ୍ତି କରିଛନ୍ତି ନେତା । ଟିକେଟ ପାଇଁ…

ତାରିଖ ଘୋଷଣା ପରେ ତତ୍ପର ହେଲା ପ୍ରଶାସନ । ସାରା ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ । ଅବାଧ ଶାନ୍ତିପୂର୍ଣ୍ଣ ନିର୍ବାଚନ…

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା ପରେ, ତତ୍ପର ହୋଇଛି ପ୍ରଶାସନ । ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ପୋଲିସ ଏସପିଙ୍କୁ ଚିଠି କରି ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଦର୍ଶ ଆଚରଣବିଧି ଲାଗୁ…

ନିର୍ବାଚନ ଆଚରଣବିଧି ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ନିର୍ବାଚନ ପ୍ରକ୍ରିୟା ଶେଷ ହେଲେ ଖୋଲିବ…

କନକ ବ୍ୟୁରୋ: ଦେଶରେ ସାଧାରଣ ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ନିର୍ବାଚନ ଆୟୋଗ ଶନିବାର ଏହି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି । ଏହି କ୍ରମରେ ନିର୍ବାଚନ ଆଚରଣ…

ଲୋକଙ୍କ ଭରସାରେ ଚାଲିଛି ତିର୍ତ୍ତୋଲ ତେନ୍ତୁଳିପଦା ସ୍ୱାସ୍ଥ୍ୟକେନ୍ଦ୍ର । ସମସ୍ତ ଖର୍ଚ୍ଚ ତୁଲାଉଛନ୍ତି ଗାଁର ଲୋକେ

କନକ ବ୍ୟୁରୋ : ସ୍ୱାସ୍ଥ୍ୟକେନ୍ଦ୍ର ଅଛି , ଡାକ୍ତର ଅଛନ୍ତି । ଫାର୍ମାସିଷ୍ଟ ଓ କର୍ମଚାରୀ ବି ରହିଛନ୍ତି । ପ୍ରତିଦିନ ରୋଗୀ ମଧ୍ୟ ଏଠାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି । ହେଲେ ବଡ କଥା ହେଉଛି , ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି ଗାଁର ଲୋକଙ୍କ ଭରସାରେ । ଡାକ୍ତରଙ୍କ ଦରମାରୁ ନେଇ ଔଷଧ…

ବୟସର ଅପରାହ୍ନରେ ଯନ୍ତ୍ରଣାର ଚିତ୍ର । ପରିବାର ଥାଇ ବି ବେସାହାରା ଦିବ୍ୟାଙ୍ଗ ଦମ୍ପତି, ଘୁଷୁରି ଘୁଷୁରି ଆସି ଖଣ୍ଡେ…

କନକ ବ୍ୟୁରୋ : ବୟସର ଅପରାହ୍ନରେ ଯନ୍ତ୍ରଣାର ଚିତ୍ର । ପରିବାର ଥାଇ ବି ବେସାହାରା । ମୁଣ୍ଡ ଗୁଂଜିବାକୁ ଘର ନଥିବା ବେଳେ ଦୁଇ ଓଳି ଖାଇବାକୁ ମିଳୁନି । ଘର ପରିବାର ପୁଅ ବୋହୂ ସବୁ ଥାଇ ବି ରାସ୍ତାରେ ବେସାହାରା ହୋଇ ବୁଲୁଛନ୍ତି । ଆଗକୁ କିଭଳି ବଂଚିବେ । ପେଟ ଚାଖଣ୍ଡକ କିଭଳି ପୋଷିବେ । ସେ…

ଯାଜପୁର ବାରବାଟୀର ଏକ ବ୍ୟାଙ୍କ ନାଁରେ ଟଙ୍କା ହଡପ ଅଭିଯୋଗ ଆଣିଲେ ବ୍ୟବସାୟୀ । ତିନୋଟି ପର୍ଯ୍ୟାୟରେ ୧୬ ଲକ୍ଷ ୨୫ହଜାର…

କନକ ବ୍ୟୁରୋ : ଗ୍ରାହକଙ୍କୁ ଲୁଟିଲା ବ୍ୟାଙ୍କ । ପ୍ରାୟ ୧୬ ଲକ୍ଷ ୨୫ ହଜାର ଠକେଇ ଅଭିଯୋଗ । ରସୁଲପୁର ବ୍ଲକ ଗୋପାଳପୁର ଗାଁର ରବୀନ୍ଦ୍ର ଗୁଇଁ । ନିଜର ଗୁଜୁରାଣ ମେଂଟାଇବା ପାଇଁ ରବୀନ୍ଦ୍ର ଗାଁ ଛାଡି ଜାରକା ବଜାରରେ ଭଡାଘରେ ରହିବା ସହ ଲୁଗା ଦୋକାନଟିଏ ଖୋଲିଛନ୍ତି । ନିଜର ବ୍ୟବସାୟକୁ…