Daily Archives

March 16, 2024

ସିଡିଏସ ଜେନେରାଲ ଅନୀଲ ଚୌହ୍ୱାନଙ୍କ ବଡ ବୟାନ । କହିଲେ, ଆର୍ଥିକ ସ୍ତରରେ ଦୁର୍ବଳ ସତ୍ତେ୍ୱ କମିନି ପାକିସ୍ତାନର ସେନା…

କନକ ବ୍ୟୁରୋ: ଆର୍ଥିକ ସ୍ତରରେ ଦୁର୍ବଳ ହେଉଛି ପାକିସ୍ତାନ ତଥାପି ସେନା ଏବେ ଖୁବ ମଜଭୂତ ରହିଛି । ପଡୋଶୀ ଦେଶକୁ ଦୁର୍ବଳ ଭାବିବା ଭୂଲ ହେବ ବଂର ଅଧିକ ସଜାଗ ରହିବା ଜରୁରୀ । ଏବେ ଏମିତି କିଛି ବୟାନ ଦେଇଛନ୍ତି ସିଡିଏସ ଜେନେରାଲ ଅନୀଲ ଚୌହାନ । ଦୁଇ ପରମାଣୁ ସମ୍ପନ୍ନ ଦେଶ ମଧ୍ୟରେ ଘନିଷ୍ଠ…

ବିଜେପିର କ୍ୟାମ୍ପେନ ଗୀତ । ଚର୍ଚ୍ଚାରେ ‘ମୋଦି ମେରା ପରିବାର’ ଭିଡିଓ । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଲେଖିଲେ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ଭିତରେ ବିଜେପି ଜାରି କରିଛି କ୍ୟାମ୍ପେନ୍ ସଙ୍ଗ । ମେରା ଭାରତ ମେରା ପରିବାର ଭିଡିଓରେ ଦଳ ବଖାଣିଛି ନିଜର ସଫଳତା ଓ ଉପଲବ୍ଧି । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଜେପିର କ୍ୟାମ୍ପେନ ସଙ୍ଗ୍…

ନିରପେକ୍ଷ ଓ ଅବାଧ ନିର୍ବାଚନ ଉପରେ ଜୋର ଦେଲେ ନିର୍ବାଚନ କମିସନ । ଘୃଣା ଓ ବିଭେଦ ସୃଷ୍ଟି କରୁଥିବା ଭାଷଣ ମନା,…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର । ବିଶ୍ୱର ସବୁଠୁ ବଡ ନିର୍ବାଚନ, କିଭଳି ହିଂସାମୁକ୍ତ ହେବ ଏହାଉପରେ ଜୋର୍ ଦେଇଛନ୍ତି ନିର୍ବାଚନ କମିଶନର ।…

୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ମେ’ ୧୩, ୨୦, ୨୫ ଓ ଜୁନ୍ ୧ରେ ମତଦାନ କରିବେ ଓଡ଼ିଶାବାସୀ । ଜାଣନ୍ତୁ କେଉଁ ଆସନରେ…

କନକ ବ୍ୟୁରୋ : ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪…

ଓଡିଶାରେ ୪ଟି ପର୍ଯ୍ୟାୟରେ ପଡିବ ଭୋଟ୍ । ୧୪୭ ବିଧାୟକ ବାଛିବେ ୩.୩୪ କୋଟି ଓଡିଆ ଭୋଟର । ଦେଖନ୍ତୁ, ଭୋଟ୍ ଦେବାକୁ…

କନକ ବ୍ୟୁରୋ: ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ତାଙ୍କ କହିବା ମୁତାବକ, ଓଡିଶାରେ ମୋଟ ୪ଟି ପର୍ଯ୍ୟାୟରେ ଭୋଟ୍ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ପଡିବ ।…

ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ମହାପର୍ବ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ, ତାରିଖ ଘୋଷଣା…

କନକ ବ୍ୟୁରୋ : ପ୍ରତୀକ୍ଷାର ଅନ୍ତ ଘଟିଛି । ୨୦୨୪ ପାଇଁ ବାଜିଛି ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ପାଇଁ ତାରିଖ ବି ଘୋଷଣା କରିଦେଇଛନ୍ତି   । ଦେଶରେ ୪୩ ଦିନରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଆଉ ଜୁନ ୪ ତାରିଖରେ ହେବ ଭୋଟଗଣତି । ତାରିଖ ଘୋଷଣା…