Daily Archives

March 11, 2024

ରାଜଧାନୀରେ ସରପଞ୍ଚଙ୍କ ଶକ୍ତି ପ୍ରଦର୍ଶନ । ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ । ରାସ୍ତାରେ ପୋଲିସ-ଜନପ୍ରତିନିଧି…

କନକ ବ୍ୟୁରୋ: ପଞ୍ଚାୟତିରାଜ ନିୟମ ଅନୁସାରେ ସରପଞ୍ଚଙ୍କୁ ସଂପୂର୍ଣ୍ଣ କ୍ଷମତା ଦିଆଯାଉ । ଏହି ଦାବିରେ ରାଜଧାନୀ ଭୁବନେଶ୍ୱରରେ ଏକଜୁଟ ହୋଇଥିଲେ ୫ ହଜାରରୁ ଅଧିକ ସରପଞ୍ଚ । ରାଜଧାନୀରେ ସରପଞ୍ଚଙ୍କ ଶକ୍ତି ପ୍ରଦର୍ଶନ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ରାସ୍ତାରେ…

କମିବ ଦିଲ୍ଲୀ-ଗୁରୁଗ୍ରାମ ଦୂରତା ସହ ଟ୍ରାଫିକ ସମସ୍ୟା । ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ ୱେର ଉଦଘାଟନ କଲେ…

କନକ ବ୍ୟୁରୋ : ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ । ୮ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ-ୱେ ଦିଲ୍ଲୀ ଓ ଗୁରୁଗ୍ରାମ ମଧ୍ୟରେ ଯାତାୟକୁ ଖୁବ କମ ସମୟରେ ପୂରା କରାଯାଇପାରିବ । ଏଥିସହ ଟ୍ରାଫିକ ସମସ୍ୟା ଦୂର ହେବ । ଦ୍ୱାରକା ଏକ୍ସପ୍ରେସ ୱେରେ ଖର୍ଚ୍ଚ ହୋଇଛି ପୂରା ୪୧ ଶହ କୋଟି…

ଟିପ ଚିହ୍ନ ନେଇ ଗାଁ ମହିଳାଙ୍କୁ କୋଟିଏ ଟଙ୍କା ଚୁନା ଲଗାଇଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ବରଗଡ ଭେଡେନ ଥାନାରେ…

କନକ ବ୍ୟୁରୋ: ଶତାଧିକ ମହିଳାଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲି, ଋଣ ଆକାରରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ଫାଇନାନ୍ସ କର୍ମଚାରୀ । ଜଣାପଡିବା ପରେ ବରଗଡ ଜିଲ୍ଲା ଭେଡେନ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି ମହିଳା । ତେବେ ଏତଲା ପରେ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।…

ଏସବିଆଇକୁ ସୁପ୍ରିମ ଝଟକା । ସମୟସୀମା ବୃଦ୍ଧି ଆବେଦନ ଖାରଜ, କାଲି ସୁଦ୍ଧା ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ନିର୍ବାଚନୀ ବଣ୍ଡକୁ ନେଇ ଏସ୍ବିଆଇକୁ ବଡ ଝଟ୍କା । ମାର୍ଚ୍ଚ ୧୨ ସୁଦ୍ଧା ସୁଦ୍ଧା ସମସ୍ତ ଇଲକ୍ଟୋରାଲ ବଣ୍ଡକୁ ନେଇ ତଥ୍ୟ ପୈଠ କରିବାକୁ ନିର୍ବାଚନ କମିଶନ୍ ଓ ଏସ୍ବିଆଇକୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ୍ କରିଛନ୍ତି । ତଥ୍ୟ ପୈଠ କରିବାକୁ ଅଧିକ ସମୟ ମାଗି ସୁପ୍ରିମକୋର୍ଟଙ୍କ…

ଝାଡୁ ଛାଡି ଆନ୍ଦୋଳନରେ ବିଏମସି ସଫେଇ ମଜଦୁର୍ ସଂଘ । ୫୦ଟି ୱାର୍ଡର ସଫେଇ କର୍ମଚାରୀ ସାମିଲ । କହିଲେ, ୯ ହଜାର ବଦଳରେ…

କନକ ବ୍ୟୁରୋ: ଦରମା ବୃଦ୍ଧି ଦାବି, ଝାଡୁ ଛାଡି ଆନ୍ଦୋଳନରେ ରାଜଧାନୀର ସଫେଇ କର୍ମଚାରୀ । ରାଜମହଲ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବି ଗୁଡିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀମାନେ…

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ନୂଆ ଉପଲବ୍ଧି । ଅଗ୍ନି ୫ ମିସାଇଲର ହେଲା ସଫଳ ପରୀକ୍ଷଣ, ଡିଆରଡିଓକୁ ଶୁଭେଚ୍ଛା…

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ନୂଆ ଉପଲବ୍ଧି । ଅଗ୍ନି ୫ ମିସାଇଲର ହେଲା ସଫଳ ପରୀକ୍ଷଣ । ବାଲେଷ୍ଟିକ ମିସାଇଲ ପାଖରେ ରହିଛି ୫ହଜାର କିଲୋମିଟର ଯାଏଁ ଲକ୍ଷ୍ୟ ଭେଦର କ୍ଷମତା । ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ…