Daily Archives

March 11, 2024

ଦେଶରେ ନାଗରିକ ସଂଶୋଧନ ଆଇନ ସିଏଏ ଲାଗୁ । ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର,ପ୍ରାୟ ୩୦ହଜାର ଶରଣାର୍ଥୀ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଉ ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଆଜିଠାରୁ ଲାଗୁ ହୋଇଛି ସିଏଏ ବା ନାଗରିକତା ସେଂଶୋଧନ ଆଇନ । ଏ ନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁୁ…

ନିର୍ବାଚନୀ ବଣ୍ଡକୁ ନେଇ SBIକୁ ସମୟ ଦେଲେନି ସୁପ୍ରିମକୋର୍ଟ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ତଥ୍ୟ ଦେବାକୁ…

କନକ ବ୍ୟୁରୋ: ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ, ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ୫ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି…

ବିଜେଡି-ବିଜେପିର ବିବାହ ପରେ କଂଗ୍ରେସର ଅନ୍ନପ୍ରାଶନ । ପ୍ରତିକାତ୍ମକ ପ୍ରତିବାଦ କଲା କଂଗ୍ରେସ । ୧୦ଟି ସନ୍ତାନ କଥା…

କନକ ବ୍ୟୁରୋ: ପ୍ରତିବାଦର ଅନ୍ନପ୍ରାଶନ୍ନ । ବିବାହ ପରେ ଏବେ, କାର୍ଯ୍ୟକ୍ରମ କରି କଂଗ୍ରେସର ପ୍ରତୀକାତ୍ମକ ପ୍ରତିବାଦ । କଂଗ୍ରେସ ଭବନ ଆଗରେ ଆଜି ଅନ୍ନପ୍ରାଶନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ବିଜେଡି- ବିଜେପି ଭିତରେ ସ୍ୱାମୀ-ସ୍ତ୍ରୀ ଭଳି ସୁସମ୍ପର୍କ…

ବିଜେଡି-ବିଜେପି ମେଣ୍ଟ ହେଲେ କେମିତି ହେବ ଆସନ ଭାଗବଣ୍ଟା? କାହାକୁ ମିଳିବ କେତେ ସିଟ୍?

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ବାବଦରେ ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ରାଜ୍ୟ ନେତା । ଘନ ଘନ ବୈଠକ ଓ ବିଚାରବିମର୍ଷ ଚାଲିଛି । କୁହାଯାଉଛି ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ମେଣ୍ଟ ନିଷ୍ପତ୍ତି ଅଟକି ରହିଛି । ଆଉ ଭାଗବଣ୍ଟାର ସମ୍ଭାବ୍ୟ ଫର୍ମୁଲାକୁ ନେଇ ଜୋରଦାର…

ବିଜେଡି-ବିଜେପି ମେଣ୍ଟ ହେଲେ କାହାକୁ ମିଳିବ ଫାଇଦା? କାହାର ଲାଭ ହେବ, କାହାର କ୍ଷତି ହେବ?

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ନେଇ ଦିଲ୍ଲୀର ନିଷ୍ପତିକୁ ଅପେକ୍ଷା କରାଯାଇଛି । ଏପଟେ କିନ୍ତୁ ସୋସିଆଲ ମିଡିଆ, ରାଜନୈତିକ ମହଲ, ଚା-ଖଟି ଓ ଗଳିକନ୍ଦିରେ ଚାଲିଛି ମେଣ୍ଟ ହେଲେ ଲାଭକ୍ଷତିର ହିସାବ । ମେଣ୍ଟ ନେଇ ଚାଲିଛି ଅଙ୍କକଷା ବୁଝାମଣା ହେଲେ କିଏ ପାଇବ ଫାଇଦା?…

ବିଜେଡି-ବିଜେପି ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା । ଦିଲ୍ଲୀ ଉପରେ ସମସ୍ତଙ୍କ ନଜର । ୨୪ ରୁ ୪୮ ଘଣ୍ଟା ଭିତରେ ସ୍ପଷ୍ଟ…

କନକ ବ୍ୟୁରୋ: ରାଜ୍ୟରେ ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ୪୮ ଘଣ୍ଟା ନ ପୁରୁଣୁ ବିଜେପି ରାଜ୍ୟ ସଭାପତି ଓ ନିର୍ବାଚନ ପ୍ରଭାରୀଙ୍କ ପୁଣି ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ହାୱା ଦେଇଛି । ମେଣ୍ଟ ନେଇ ସାରା ରାଜ୍ୟ ଅକ୍ଷୋ କରି ରହିଛି । ଏହି ସମୟରେ ଦିଲ୍ଲୀର ନିଷ୍ପତି ଉପରେ ସମସ୍ତଙ୍କ…