Daily Archives

March 10, 2024

ଆନ୍ଦୋଳନକୁ ଓହ୍ଲାଇଲେ ଅବସରପ୍ରାପ୍ତ ସୈନିକ: ସଂରକ୍ଷିତ ଜମି ଦେବାକୁ ଭୁବନେଶ୍ୱରରେ ଦାବି

କନକ ବ୍ୟୁରୋ: ନିଜ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି ଅବସରପ୍ରାପ୍ତ ସୈନିକ । ସରକାର ଏ ଯାଏଁ ଜମି ଯୋଗାଇଦେଇନଥିବାରୁ ଭେଳି ପରିସ୍ଥିତି ସୃଷ୍ଟି ହୋଇଛି । ସଂରକ୍ଷିତ ଜମିକୁ ଅବସରପ୍ରାପ୍ତ ସୈନିକମାନଙ୍କୁ ପୁନର୍ବାର ପ୍ରଦାନ କରିବା ଦାବିରେ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ଦେଶର…

ଚୋରାବାଲିରେ ୩ ଜଣଙ୍କ ସଲିଳ ସମାଧି: ୮ ଘଂଟାର ଅପରେସନ ପରେ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: ଯାଇଥିଲେ ଜନ୍ମଦିନ ପାଳିବାକୁ, ହେଲେ ବାଟରେ ଜଗିଥିଲା ମୃତ୍ୟୁ । ସୁନ୍ଦରଗଡର ଇବ୍ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡ଼ି ନିଖୋଜ ଘଟଣାରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗାଧେଇବାକୁ ଯାଇଥିବାବେଳେ ନଦୀର ଚୋରାବାଲିରେ ବୁଡି ୩ ଜଣ ନିଖୋଜ ହୋଇଯାଇଥିଲେ । ଆଉ ଆଜି ସକାଳେ…

କାହିଁକି ଇସ୍ତଫା ଦେଲେ ନିର୍ବାଚନ କମିସନର? ମତଭେଦ ନା ଲଢି଼ବେ ଲୋକସଭା ନିର୍ବାଚନ?

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନାହି ଁ । ଆଉ ତା ପୂôର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ଏହି ଇସ୍ତଫାର କାରଣ ସ୍ପଷ୍ଟ ହୋଇନଥିଲେ ବି ହଠାତ ଅରୁଣ ଗୋଏଲ ଇସ୍ତଫା ଦେବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ତିନି ଜଣିଆ ନିର୍ବାଚନ କମିଶନଙ୍କ ଟିମରୁ ଗୋଟିଏ ପଦ…

ସାଲେପୁରରୁ କିଏ ହେବେ ବିଜେଡି ପ୍ରାର୍ଥୀ? ପ୍ରଶାନ୍ତଙ୍କ ନାଁ ଘୋଷଣା କଲେ ପ୍ରତାପ

କନକ ବ୍ୟୁରୋ: ବିିଜେପି-ବିଜେଡି ମେଂଟକୁ ନେଇ ଚର୍ଚ୍ଚା ଥମୁନି । ମେଂଟ ହେଲେ କେଉଁ ଦଳକୁ କେଉଁ ଆସନ ମିଳିବ, ତାହା ମଧ୍ୟ ଜଣା ନାହିଁ । ଏପରି ସମୟରେ ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବୟାନ ଚର୍ଚ୍ଚା ବଢ଼ାଇଛି । ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ ।…

୯ ଦିନରେ ସରିବ କି ରତ୍ନଭଣ୍ଡାର ଗଣତି? କେତେ ସୁରକ୍ଷିତ ଅଛି ଅଳଙ୍କାର?

କନକ ବ୍ୟୁରୋ: ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଅରଜିତ ପଶାୟତ ସଙ୍କେତ ଦେବା ପରେ ମୁହଁ ଖୋଲିଛନ୍ତି ସେବାୟତ । ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ଏହି ୯ ଦିନ ସମୟ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । ସେ…

ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି: କଂଗ୍ରେସ ବିରୋଧରେ ପ୍ରାର୍ଥୀ ଦେଲେ ମମତା ବାନାର୍ଜୀ!

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଫେଲ ମାରିଛି ‘ଇଣ୍ଡିଆ’ ମେଂଟ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇପାରିନାହିଁ । ଫଳରେ ଆଜି ଏକତରଫା ଭାବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଗଡ଼…