Daily Archives

March 7, 2024

ବିଜେଡିରେ ମିଶିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ଅରବିନ୍ଦ ମହାପାତ୍ର । ବିଜୟଙ୍କ ପୁଅ କହି ଦଳକୁ ସ୍ୱାଗତ କଲେ…

କନକ ବ୍ୟୁରୋ : ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି । ରାଜନୀତିରେ କିଛି ଅସମ୍ଭବ ନୁହେଁ । ଏହି ଦୃଶ୍ୟ ତାହାକୁ ପୁଣି ଥରେ ପ୍ରମାଣିତ କରିଛି । ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ନେଉଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ…

ମେଣ୍ଟ ଚର୍ଚ୍ଚା ଭିତରେ ଉଠିଲା ପ୍ରଶ୍ନ : କିଏ ମାରିନେବ ମେଣ୍ଟ ଫାଇଦା?

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ହେବା ପରେ କଂଗ୍ରେସକୁ ନେଇ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟର କଂଗ୍ରେସ ଶିବିର ପୁରା ଉତ୍ସାହିତ ଅଛି । ବିଜେପି-ବିଜେଡି ମେଣ୍ଟ ନେଇ ଔପଚାରିକ ଘୋଷଣା ଉପରେ କଂଗ୍ରେସ ନଜର ରଖିଛି । ଦଳ…

ମେଣ୍ଟ ନିଷ୍ପତି ପରେ ବି ସିଟ୍ ଭାଗବଣ୍ଟା ଅଙ୍କ ଛିଡୁନଥିବା ସୂଚନା । କାହାକୁ ମିଳିବ କେତେ ସିଟ୍, ଭିନ୍ନ ଭିନ୍ନ ଆକଳନ

କନକ ବ୍ୟୁରୋ : ବିଜେଡି-ବିଜେପି ମେଣ୍ଟ ନେଇ ଏକ ପ୍ରକାର ସବୁଜ ସଂକେତ ମିଳିସାରିଛି । କେବଳ ମେଣ୍ଟ ଘୋଷଣାର ଔପଚାରିକତା ବାକି ରହିଛି । ସେହି ଔପଚାରିକତା ସରିଲେ ପ୍ରଥମ କାମଟି ହେବ-ସିଟ୍ ସେୟାରିଂ । ଅର୍ଥାତ୍ ମେଣ୍ଟରେ କେଉଁ ଦଳକୁ କେତେ ଆସନ ମିଳିବ, ସେ ନେଇ ନିଷ୍ପତି କରିବା । ଉଭୟ…

ବିଜେଡି-ବିଜେପି ମେଣ୍ଟ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ୧୨ରେ ଆସୁଛନ୍ତି ଅମିତ ଶାହା ଓ ନଡ୍ଡା । ନବୀନଙ୍କ ସହ ମିଶି…

କନକ ବ୍ୟୁରୋ : ଦିନକ ଭିତରେ ବଦଳି ଯାଇଛି ରାଜ୍ୟ ରାଜନୀତି । ପ୍ରାୟ ଏକମାସ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ରାଜନୀତିକୁ ସରଗରମ କରି ରଖିଥିଲା । ଗତକାଲି ନବୀନ ନିବାସରେ ବିଜେଡିର ବୈଠକ ଏବଂ ଦିଲ୍ଲୀରେ ବିଜେପିର ବୈଠକ ପରେ ମେଣ୍ଟକୁ ନେଇ ଯେଉଁ ଛକାପଞ୍ଝା ଚାଲିଥିଲା, ତାହା ନିର୍ଣ୍ଣାୟକ…

ଖରା ଆରମ୍ଭରୁ ଜଳ ଯନ୍ତ୍ରଣା । ମିଳୁନି ପିଇବା ପାଣି । ନାଳ ପାଣି ପିଉଛନ୍ତି ଲୋକେ ।

କନକ ବ୍ୟୁରୋ: ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଗାଁରେ ଥିବା ନଳକୂପ ଅଚଳ ହେବା ପରେ ଗ୍ରାମବାସୀଙ୍କ ଭରସା ପାଲଟିଛି ନାଳ ଚୂଆ । ପିଲା ଛୁଆଙ୍କ ପାଇଁ ଘର ଠାରୁ ୧ କିଲୋମିଟର ଦୂରକୁ ଯାଇ କଂସା କଂସା କରି ପାଣି ସଂଗ୍ରହ କରୁଛନ୍ତି ମହିଳା । ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ…

ମାନିବାକୁ ପଡିବ ଚୋରଙ୍କ ସାହସକୁ… ଠାକୁରଙ୍କୁ ବି ଛାଡୁ ନାହାନ୍ତି । ଲୁଟେରାଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର ।

କନକ ବ୍ୟୁରୋ: ଠାକୁରଙ୍କୁ ବି ଛାଡ଼ିଲେନି । ବୌଦ୍ଧର ପ୍ରସିଦ୍ଧ ହନୁମାନ ମନ୍ଦିରରୁ ଗଦା ଓ ଆଭୁଷଣ ଚୋରେଇ ନେଲେ ଲୁଟେରା । ସେହିପରି ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ମା’ଙ୍କ ସୁନା ଆଖି ଓ ରୂପା ଅଳଙ୍କାର ବି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଗାୟତ୍ରୀ ଓ ଶିବ…