Monthly Archives

October 2023

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଭୁଷୁଡିବ ଦେଶର ଅର୍ଥନୀତି । ୨୫% ତଳକୁ ଖସିପାରେ ସେୟାର ବଜାର

କନକ ବ୍ୟୁରୋ : ୨୦୨୪ରେ ବିଜେପି ସରକାର କ୍ଷମତାକୁ ଆସିଲେ ଦେଶର ସେୟାର ବଜାର ଉପରେ ପଡିବ ବଡ ପ୍ରଭାବ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଦେଶର ଅର୍ଥନୀତି ଉପରେ ଏହାର ବଡ ପ୍ରଭାବ ପଡିବ । ଏପରିକି ସେୟାର ମାର୍କେଟରେ ୨୫ପ୍ରତିଶତ ହ୍ରାସ ମଧ୍ୟ ଘଟିପାରେ ବୋଲି ଆମେରିକାର ପ୍ରମୁଖ…

ଉତ୍ତରଗାଜାରେ ଘନଘନ ଆକ୍ରମଣ । ଗାଜାକୁ ଦୁଇପଟୁ ଘେରିଛି ଇସ୍ରାଏଲ

କନକ ବ୍ୟୁରୋ :ଇସ୍ରାଏଲ ସେନା ଶୁକ୍ରବାରଠୁ ଗାଜାରେ ଆରମ୍ଭ କରିଛନ୍ତି ଗ୍ରାଉଣ୍ଡ ଅପରେସନ । ସ୍ଥଳଭାଗରୁ ଆକ୍ରମଣ କ୍ରମଶ ବ୍ୟାପକ ଓ ଭୟଙ୍କର ହେବାରେ ଲାଗିଛି । ହମାସ ସବୁଠୁ ଅଧିକ ଠିକଣା ଥିବା ଗାଜାର ଉତରାଂଚଳରେ ସବୁଠୁ ଅଧିକ ଆକ୍ରମଣ କରୁଛି ଆଇଡିଏଫ । ଉତର ଓ ଦକ୍ଷିଣ ଗାଜା ସମ୍ପୂର୍ଣ୍ଣଭାବେ…

ଆଇଫୋନକୁ ଆସିଲା ଆଲର୍ଟ ମେସେଜ । ବିଜେପି ସରକାର ଫୋନ୍ ଏବଂ ଇମେଲ ହ୍ୟାକ କରୁଥିବା ବିରୋଧୀଙ୍କ ଅଭିଯୋଗ, ତଦନ୍ତ…

କନକ ବ୍ୟୁରୋ : ନେତାଙ୍କ ଫୋନ୍କୁ ଆସିଲା ଆଇ-ଫୋନ୍ର ଆଲର୍ଟ ମ୍ୟାସେଜ । କେସ୍ ଫର କ୍ୱେରି ପାଇଁ ଗତ କିଛି ଦିନ ହେଲା ବିବାଦରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଠାରୁ ଆରମ୍ଭ କରି, ଶିବସେନା ୟୁବିଟି ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ, କଂଗ୍ରେସ ନେତା ପବନ ଖେରା, ଶଶି ଥରୁର ଓ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନିଷ, ସଂଜୟ ପରେ ଏବେ କେଜ୍ରିୱାଲଙ୍କ ପାଳି, ଜେରା ପାଇଁ ମିଳିଲା ଇଡିର ସମନ

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ଯେଉଁ ଆଶଙ୍କା କରିଥିଲା ଠିକ୍ ସେମିତି କିଛି ହୋଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି…

ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ବାଘ ଆତଙ୍କ: ୬ବର୍ଷର ପୁଅକୁ ମାରିବା ଓ ଗୁହାଳରୁ ଗାଇକୁ ଘୋଷାରି ନେବା ପରେ କୋକୁଆ ଭୟ

କନକ ବ୍ୟୁରୋ: ମାତ୍ର ୮ ବର୍ଷର କୁନି ପୁଅକୁ ବାଘ ଟାଣି ନେଇଯିବା ପରେ ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ଖେଳିଯାଇଛି କୋକୁଆ ଭୟ । ସ୍ଥିତି ଏମିତି ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବାଘର ଏହି ଭୟ ଭିତରେ ଆଜି ଗୁହାଳରୁ ଗୋଟିଏ ଗାଇକୁ କଲରାପତିରିଆ ଝାମ୍ପି ନେବାର ଖବର ଆସିଛି । ଏପଟେ…

ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ନେତା: ବିଧାୟକ ମୁକେଶ ମହାଲିଙ୍ଗ କହିଲେ, କଳାକାରର ଭାଷା ପରିଧି କି ସହର…

କନକ ବ୍ୟୁରୋ: ଥମୁନି ଓଲିଉଡ କଳି । ଆଜି ଏହି ନିଆଁରେ ଘିଅ ଢାଳିଛନ୍ତି ପଶ୍ଚିମ ଓଡିଶାର ହାସ୍ୟ ଅଭିନେତା ଜୋଜୋ । ରାଜନୀତି ମଧ୍ୟ ଜୋରଦାର ହୋଇଛି । ପୁଣି ଆଜି ଅଭିନୋତା ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କେଶଳ କ୍ରିୟାନୁଷ୍ଠାନ କମିଟି ବି ଆସନ୍ତା…