Daily Archives

October 28, 2023

ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦଶମ ନିଯୁକ୍ତି ମେଳାରେ ଦେଶର ୫୧ ହଜାର ଯୁବକଙ୍କୁ ବାଂଟିଛନ୍ତି ନିଯୁକ୍ତିପତ୍ର । ଏହି ଯୁବବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗରେ ଦିଆଯାଇଛି ନିଯୁକ୍ତି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏହି…

ନିର୍ବାଚନୀ ଋତୁରେ ସରଗରମ ରାଜନୀତି: କଂଗ୍ରେସ କହିଲା ଛତିଶଗଡରେ ଦଳ କ୍ଷମତାକୁ ଆସିଲେ କେଜିରୁ ପିଜି ଯାଏଁ ମିଳିବ ମାଗଣା…

କନକ ବ୍ୟୁରୋ: ନିର୍ବାଚନ ଋତୁରେ ଜୋରଦାର ଚାଲିଛି ପ୍ରଚାର । ଶନିବାର ଛତିଶଗଡରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରିଛନ୍ତି । କାଙ୍କେରରେ ଆୟୋଜିତ ସଭାରେ ଯୋଗ ଦେଇ ରାହୁଲ ରାଜ୍ୟବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସରକାରକୁ ପୁଣି ଥରେ ଫେରିଲେ…

ସତ ମାନିଲେ ମହୁଆ ମୋଇତ୍ରା: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ଲୋକସଭା ଆଇଡି ପାସୱାର୍ଡ ଦେଇଥିବା ସ୍ୱୀକାର କଲେ…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଆସିଛି ନୂଆ ମୋଡ଼ । ଅଭିଯୋଗ ଘେରରେ ଥିବା ଟିଏମସି ସାଂସଦ ମୋହୁଆ ମୋଇତ୍ରା ଶେଷରେ ସତ ମାନିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ସେ ଆଇଡି ପାସୱାର୍ଡ ଦେଇଥିବା ସ୍ୱିକାର କରିଛନ୍ତି । କିନ୍ତୁ ତା ବଦଳରେ ସେ କୌଣସି ଲାଂଚ କି…

ଇସ୍ରାଏଲ ସେନାର ବଡ ଖୁଲାସା: ଗାଜାର ସବୁଠୁ ବଡ ହସ୍ପିଟାଲ ତଳେ ଅଣ୍ଡରଗ୍ରାଉଣ୍ଡ ଶିବିର କରି ଯୁଦ୍ଧ ପରିଚାଳନା କରୁଛି…

କନକ ବ୍ୟୁରୋ: ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ତେଣୁ ଗାଜାରେ ଅତର୍କିତ ଆକ୍ରମଣ ଜାରି କରିଛି ଇସ୍ରାଏଲ ସେନା । ଏହା ଭିତରେ ଚାଂଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସପିଟାଲରେ ତଳେ ରହିଛି ହମାସ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା । ଯାହା…

ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲେ ଭାରତ ସମେତ ୪୫ ଦେଶ

କନକ ବ୍ୟୁରୋ: ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ଭାରତ ଏହି ପ୍ରସଙ୍ଗରେ ଭୋଟ ଦେବାରୁ ନିବୃତ ରହିଛି । ଜାତିସଂଘରେ ଥିବା ମୋଟ ୧୯୩ ଦେଶ ମଧ୍ୟରୁ ୧୨୦ ଦେଶ ଯୁଦ୍ଧ ବନ୍ଦ ଉପରେ ମତଦାନ କରିଥିବା ବେଳେ ୧୪ ଦେଶ ଏହା ବିରୋଧରେ ଭୋଟ ଦେଇଛନ୍ତି । ଭାରତ…

କାଲିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ ।  ହବିଷ ପାଇଁ ପୁରୀରେ ଜମିଲା ଭିଡ,  ଅଣପଞ୍ଜିକୃତ   ହବିଷ୍ୟାଳୀଙ୍କ ଭିଡ଼ ଯୋଗୁଁ…

କନକ ବ୍ୟୁରୋ : ରାତି ପାହିଲେ  ପୁରୀରେ ଆରମ୍ଭ ହେବ କାର୍ତିକ ବ୍ରତ ।  ଆଉ ଶ୍ରୀକ୍ଷେତ୍ରରେ  ବ୍ରତ ପାଳନ  କରିବାକୁ ହଜାର ହଜାର ହବିଷ୍ୟାଳି ଭିଡ ଜମାଇଲେଣି । ତେବେ ଶିବିରଗୁଡିକରେ ପଞ୍ଜୀକୃତ ଓ ଅଣପଞ୍ଜିକୃତ  ହବିଷ୍ୟାଳିଙ୍କ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ କୌଣସି…