Daily Archives

October 23, 2023

ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । ଆଗକୁ କେଉଁ ଭୂମିକା?

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ ଅଫିସର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ଏବେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି । କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ? ଆଗକୁ କ’ଣ ରହିବ ଭି.କେ ପାଣ୍ଡିଆନଙ୍କ ପଦକ୍ଷେପ?…

ବଡ଼ ଖବର: ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍, ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

କନକ ବ୍ୟୁରୋ: ଅବସର ନେଲେ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି .କେ ପାଣ୍ଡିଆନ । ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । କେନ୍ଦ୍ର ସରକାରଙ୍କୁ ଅବସର ପାଇଁ କରିଥିଲେ ଆବେଦନ । ଏବଂ କେନ୍ଦ୍ର ସରକାର ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଏନେଇ ଚିଠି ଜରିଆରେ ଅବଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ହେଲେ ଓଡିଶା ଉପକୂଳରୁ ୨ଶହ କିଲୋମିଟର ଦୂରରେ କରିବ ଅତିକ୍ରମ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ୧୨ ଘଂଟାରେ ଏହା ଭୀଷଣ ବାତ୍ୟାର ରୂପ ନେବ । ଏହି ବାତ୍ୟାକୁ କୁହାଯାଉଛି ‘ହାମୁନ’ । ୨୫ ତାରିଖରେ ଏହା ବାଂଲାଦେଶ ଉପକୂଳ ଛୁଇଁବ । ଓଡିଶା ଉପରେ ଏହାର କିଛି ବିଶେଷ ପ୍ରଭାବ ନାହିଁ । ଉପକୂଳରେ କେବଳ କାଁ…

ରାଜନୀତିରେ ରାବଣ ପୋଡି । ପତିଆରା ଲଢେଇ ପାଇଁ ଝାରସୁଗୁଡାରେ ବନ୍ଦ ହେଲା କି ରାବଣପୋଡି ?

କନକ ବ୍ୟୁରୋ: ରାବଣ ପୋଡିକୁ ନେଇ ଝାରସୁଗୁଡାରେ ରାଜନୀତି । କୌଣସି ଗୋଷ୍ଠୀକୁ ବି ମିଳିଲାନି ଅନୁମତି । ଏଥର ଦଶହାରରେ ଝାରୁସୁଗୁଡାରେ ରାବଣପୋଡି ବନ୍ଦ ରହିବ । ବିବାଦ ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଝାରୁସୁଗୁଡା ସହରରେ ଦୁଇଟି ରାବଣପୋଡି ହୋଇଥାଏ । ମନମୋହନ ଏମଇ ସ୍କୁଲ…

ପାର୍ବଣରେ ପୋଷ୍ଟର ୱାର । ରାଜଧାନୀରେ ଛାଇଯାଇଛି ନେତାଙ୍କ ପୋଷ୍ଟର । ରାଜନୈତିକ ପ୍ରଚାର ପାଇଁ ସହର ସାରା ଲାଗିଛି…

କନକ ବ୍ୟୁରୋ: ରାଜଧାନୀରେ ପୋଷ୍ଟର ୱାର । ମୁହାଁମୁହିଁ ବିଜେପି-ବିଜେଡି । କାନ୍ଥବାଡ଼ରେ ପୋଷ୍ଟର ଲଗାଇ ଚାଲିଛି ରାଜନୈତିକ ପ୍ରତିଦ୍ୱନ୍ଦିତା । ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା । ଯେଉଁଠି ବିଜେପିର ଦଳୀୟ ଚିହ୍ନ ରହିଛି ସେଠି ଲେଖା ଯାଇଛି- ଆଉ ଥରେ ଅପରାଜିତା । ଆଉ ଯେଉଁଠି…

ଭିଡର ସୁଯୋଗ ନେଇ କରୁଛନ୍ତି ଲୁଟ୍ । ଅଭିଯୋଗ ପରେ ଆକ୍ସନରେ କମିଶନରେଟ୍ ପୋଲିସ୍, ୬ମହିଳା ସମେତ ୨୬ଜଣଙ୍କୁ ଧରି ଚଳାଇଛି…

କନକ ବ୍ୟୁରୋ: ପାର୍ବଣ ଋତୁରେ ମାତିଛନ୍ତି ଲୁଟେରା । ଅସାବଧାନ ହେଲେ ଆଖିପିଛୁଳାକେ ଲୁଟର ଶିକାର ହେବାର ଭୟ ରହିଛି । ତେବେ ଭୁବନେଶ୍ୱର ପୂଜା ପେଣ୍ଡାଲରୁ ଲୁଟ୍ ଘଟଣାରେ ୨୬ ଜଣଙ୍କୁ ଉଠାଇ ନେଇଛି ପୋଲିସ । ସେମାନଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ମହିଳା । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସିଛନ୍ତି…