Daily Archives

October 14, 2023

ପାକିସ୍ତାନ ବିରୋଧରେ ଭାରତର ବିଶାଳ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଠାରେ ୧୪୧ ତମ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିର ଉଦଘାଟନ କରିଛନ୍ତି । ଏହି କ୍ରମରେ ସେ ବିଶ୍ୱକପରେ ପାକିସ୍ତାନକୁ ଭାରତ ପରାଜୟ କରିବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି,…

ଟାଟା କନ୍ସଲଟାନ୍ସି ସର୍ଭିସେସରେ ଟିପିଏନ୍ଓଡିଏଲ ଧନ୍ଦାମୂଳକ ତାଲିମ କେନ୍ଦ୍ର-ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମର ୧୨…

କନକ ବ୍ୟୁରୋ : ଟାଟା ଗ୍ରୁପ୍ର ଦର୍ଶନ ଏବଂ ସାମାଜିକ ନବସୃଜନ ଅନୁସାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଜରିଆରେ ଲାଇସେନ୍ସପ୍ରାପ୍ତ ଅଂଚଳ ଆଖପାଖ ଗୋଷ୍ଠୀ ସମୁଦାୟର ସାମାଜିକ କଲ୍ୟାଣ ପାଇଁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଛି । ଟିସିଏସ୍ ସହିତ ମିଶି ଟିପିଏନ୍ଓଡିଏଲ୍…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ । ନବରାତ୍ର ଆରମ୍ଭ ପୂର୍ବରୁ ରିଲିଜ ହେଲା ନୂଆ ଗରବା ଗୀତ ଗରଭୋ

କନକ ବ୍ୟୁରୋ : ନବରାତ୍ର ମୌକାରେ ରିଲିଜ ହେଲା ନୂଆ ଗରବା ଗୀତ । ସୋସିଆଲ ମିଡିଆ ସ୍ପେଶ-ଏକ୍ସରେ ଗାୟିକା ଧ୍ୱନୀ ଭାନୁଶାଳୀ ଏକ ପୋଷ୍ଟ କରି ଗୀତ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ତନିସ୍କ ବାଗଚୀ । ଜଣାଶୁଣା ତଥା ଲୋକପ୍ରିୟ…

ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ…

କନକ ବ୍ୟୁରୋ : ସୁଧୁରୁନି ଚୀନ । ସାଟେଲାଇଟ ଫଟୋରେ ବାରମ୍ବାର ଧରାପଡୁଛି ଚୀନର ଚାଲ । ଏଲଏସସି ନିକଟରେ ଗାଁ ନିର୍ମାଣ କରୁଛି ଡ୍ରାଗନ । ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ଚୀନ ଗାଁ ସହ ସେନା ଶିବିର ନିର୍ମାଣ କରୁଥିବା ପୁଣି ଥରେ ପ୍ରମାଣ ଦେଇଛି ସାଟେଲାଇଟ ଫଟୋ । କେବଳ ସେତିକି ନୁହେଁ…

ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ…

କନକ ବ୍ୟୁରୋ : ରକ୍ତ କର୍କଟ ରୋଗୀ ଭାରତରେ ପାଇପାରିବେ ଅତ୍ୟାଧୁନିକ ଚିକିତ୍ସା । ନିକଟରେ ସେଂଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନ ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତରେ ପ୍ରଥମେ ସ୍ୱଦେଶୀ କାର ଟି ବା ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପି ଆରମ୍ଭ ହେବାକୁ…

ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ମୁଖ୍ୟ ନିର୍ବାଚନ କମିଶନ । ପ୍ରଚାର ଖର୍ଚ୍ଚ ଉପରେ ଲାଗିବ ବଡ କଟକଣା, ଆସିଲା ରେଟ୍…

କନକ ବ୍ୟୁରୋ : ବାଜି ସାରିଛି ନିର୍ବାଚନୀ ବିଗୁଲ । ୫ରାଜ୍ୟ ପାଇଁ ଭୋଟଦାନ ତାରିଖ ଘୋଷଣା ପରେ ମୁଖ୍ୟ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଦଳମାନେ ନିଜ ନିଜ ତରିକାରେ ଜୋରଦାର ପ୍ରଚାର ଆରମ୍ଭ କରିସାରିଲେଣି ଏହା ଭିତରେ ନିର୍ବାଚନ କମିଶନ…