Daily Archives

October 12, 2023

ଆରମ୍ଭ ହୋଇଛି ଲାକମୀ ଫ୍ୟାଶନ ୱିକ । ଶୋର ୨ୟଦିନରେ ଶୋଷ୍ଟପର ହୋଇ ନାମୀଦାମୀ ଫ୍ୟାଶନ ଡିଜାଇନର ପୋଷାକ ପିନ୍ଧି ଷ୍ଟେଜକୁ…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଯାଇଛି ଲାକମୀ ଫ୍ୟାଶନ ୱିକ୍ ୨୦୨୩ । ୫ ଦିନ ଧରି ଚାଲିବାକୁ ଥିବା ଏହି ଫ୍ୟାଶାନ ଶୋ ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ୧୫ ଅକ୍ଟୋବର ଯାଏଁ ଚାଲିବ । ଏଥିପାଇଁ ଦିଲ୍ଲୀରେ ପହଂଚିଛନ୍ତି ବଲିଉଡର ବହୁ ନାମିଦାମୀ ତାରକା । ଫ୍ୟାଶନ ୱିକ୍ରେ…

ବିହାର ବକ୍ସରରେ ବଡ଼ ରେଳ ଦୁର୍ଘଟଣା । ଟ୍ରାକରୁ ଖସିଲା ୨୧ବଗି, ବଢ଼ୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ବୁଧବାର ବିହାରର ବକ୍ସର ଦେଖିଛି ବଡ ରେଳ ଦୁର୍ଘଟଣା । ଶହ ଶହ ଯାତ୍ରୀଙ୍କୁ ନେଇ ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ମଝି ରାସ୍ତାରେ ହଠାତ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହେଲା ଓ ବଡ ଦୁର୍ଘଟଣାର ଶିକାର ହୋଇଥିଲା । ନିଜ ନିଜ…

ଗଙ୍ଗାଜଳରେ ୧୮ ପତିଶତ ଜିଏସଟି ଲାଗୁ କରିବା କେନ୍ଦ୍ରର ନିଷ୍ପତିକୁ କଂଗ୍ରେସ ବିରୋଧ ।ଖଡ଼ଗେ କହିଲେ ଶ୍ରଦ୍ଧାଳୁଙ୍କ ଉପରେ…

କନକ ବ୍ୟୁରୋ : ଗଙ୍ଗାଜଳ ଉପରେ ୧୮ ପତିଶତ ଜିଏସଟି ଲାଗୁ କରିବା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡ଼ଗେ ଆପତି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଆମ…

ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ମା’ ପେଟରେ ବଢ଼ୁଥିବା ଭ୍ରୁଣକୁ ହତ୍ୟା କରିବା ସପକ୍ଷରେ ନୁହେଁ କହିଲେ…

କନକ ବ୍ୟୁରୋ : ୨୬ସପ୍ତାହର ଗର୍ଭ ଶେଷ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଗୁରୁବାର ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି କୌଣସି ଭ୍ରୁଣ ହତ୍ୟା କରିବାକୁ ଅନୁମତି ଦେବା ସପକ୍ଷରେ ନାହାଁନ୍ତି । କୋର୍ଟ କହିଛନ୍ତି ଭ୍ରୁଣର ଅଧିକାର ଓ ମାର ଅଧିକାର ସୁରକ୍ଷା ମଧ୍ୟରେ…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଆମେରିକାର ଏଟ୍ରିଂ । ବଢ଼ିଲା ଇସ୍ରାଏଲର ବଳ, ଆମେରିକା ପଠାଇଲା ଯୁଦ୍ଧାସ୍ତ୍ର

କନକ ବ୍ୟୁରୋ : ଭିଓ-ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଉଗ୍ର ରୂପ ନେଉଥିବାବେଳେ ଏବେ ଏଂଟ୍ରି କରିଛି ଆମେରିକା । ଇସ୍ରାଏଲକୁ ସମର୍ଥନ ଜଣାଇ ଯୁଦ୍ଧାସ୍ତ୍ର ଯୋଗାଣ ଆରମ୍ଭ କରିଛି । ବୁଧବାର ନେଭାତିମ ବିମାନବନ୍ଦରରେ ଯୁଦ୍ଧାସ୍ତ୍ରର ପ୍ରଥମ ବ୍ୟାଚ୍ ପହଁଚିଥିବା ସୂଚନା ମିଳିଛି । ଜଳପଥ ଓ ଆକାଶପଥ…

ଷଷ୍ଠଦିନରେ ପହଁଚିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ସ୍ଥିତିର ମୁକାବିଲା ପାଇଁ ବିରୋଧୀଙ୍କୁ ବିଶ୍ୱାସରେ ନେଇ…

କନକ ବ୍ୟୁରୋ : ଷଷ୍ଠ ଦିନରେ ବି ଜାରି ରହିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ବୁଧବାର ରାତିରେ ଗାଜାର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ବାୟୁସେନା । ଯେଉଁ ପର୍ଯ୍ୟନ୍ତ ହମାସ, ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ନ ଛାଡିଛି, ସେ ପର୍ଯ୍ୟନ୍ତ ଗାଜାକୁ ପାଣି ଓ ବିଜୁଳି…