Daily Archives

October 4, 2023

ଲୋକଙ୍କୁ ଲୁଟୁଥିଲେ ଠକ ଦମ୍ପତ୍ତି । ୪୨୦ ଦମ୍ପତ୍ତିଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ସମାଜ ଆଗରେ ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଦୁଇଜଣ ଲୋକ କେତେ ଭୟଙ୍କର କାମ କରିପାରନ୍ତି, ତାହା କଳ୍ପନା ବାହାରେ । ଲୋକଙ୍କ ପାଇଁ ଲୈଲା ସାଜିଥିବା ଏହି ମହିଳା ହେଉଛନ୍ତି ରିନି ସାହୁ । ଆଉ ଲୈଲାଙ୍କ ସ୍ୱାମୀ ମଜନୁ ହେଉଛି ସ୍ପର୍ଶକାନ୍ତ ସାହୁ । ରିନିର ମାୟାଜାଲରେ ଯିଏ ଥରେ…

ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ସରିିନି ଆନ୍ଦୋଳନ ଓ ଧାରଣା । ଏବେ ବି ଲୋୟର ପିଏମଜିରେ ସରପଞ୍ଚ ମହାସଂଘର…

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଛି ନାଚ ଗୀତ । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଲୋକ । ଏଠି କୌଣସି ଖୁସିର ମାହୋଲ ହୋଇନି ବରଂ ନାଚି ନାଚି ଅଭିନବ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରୁଛନ୍ତି ସରପଞ୍ଚ । ବିଧାନସଭାର ମୌସୁମୀ ଅଧିବେଶନ ସରିଗଲେ ବି ସରିନାହିଁ ରାଜ୍ୟ…

ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଶାସକ-ବିରୋଧୀ କଥା କଟାକଟି । ଦେଖନ୍ତୁ, କିଏ କହିଲେ କଣ?

କନକ ବ୍ୟୁରୋ: ବିଧାନସଭାକୁ ବନ୍ଦ କଲା କିଏ? ବିଧାନସଭା ମୌସୁମୀ ଅଧିବେଶନରେ ୮ଟି କାର୍ଯ୍ୟଦିବସ ଥିବା ସତ୍ୱେ ଏହାକୁ ୭ ଦିନରେ ଶେଷ କରିଦିଆଗଲା । ସମୟ ପୂର୍ବରୁ ବିଧାନସଭା ସାରିଦେଇଥିବା ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ସାମ୍ବାଦିକ ସମ୍ମିଳନୀ କରି ଜୟନାରାୟଣ ମିଶ୍ର…

ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ…

କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର ।…

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ…

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ଓ ଉଦିତନଗର ଥାନା ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ଅଛି । ପୁଲିସ ଅନ୍ଧାରରେ ବାଡି ବୁଲାଇଉଛି ଓ ସତ ସାମ୍ନାକୁ ଆସିବାରେ ବିଳମ୍ବ ହେଉଛି । ତେବେ ସ୍ୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ତଦନ୍ତକୁ ଜୋରଦାର କରିଛି…

ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ଭାସିଗଲେ ଭାରତୀୟ ସେନାର ୨୩ ଜଣ ଯବାନ, ଚାଲିଛି ସର୍ଚ୍ଚ ଅପରେସନ ।

କନକ ବ୍ୟୁରୋ: ସିକ୍କିମରେ ଜଳପ୍ରଳୟ । ଦୁର୍ଦ୍ଦଶା ଆଣିଲା ବାଦଲ ଫଟା ବର୍ଷା । ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଂଗୀନ ହୋଇପଡିଛି । ସେପଟେ ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୩ ଜଣ ଯବାନଙ୍କ ସହ ୩୦ଜଣ…