Daily Archives

October 30, 2023

୮ ତାରିଖ ଯାଏଁ ବସ ଘୁଂଚିଲା ବସ ଧର୍ମଘଟ: ବସ ମାଲିକ ସଂଘରେ ପରବର୍ତୀ ବୈଠକରେ ନିଆଯିବ ନିଷ୍ପତି

କନକ ବ୍ୟୁରୋ: ୮ ତାରିଖ ଯାଏଁ ଘୁଂଚିଲା ବସ ଧର୍ମଘଟ । ୮ ତାରିଖ ଆୟୋଜିତ ଅଲ ଓଡିଶା ବୈଠକରେ ଏ ନେଇ ନିଷ୍ପତି ନିଆଯିବ । ବସ ମାଲିକ ସଂଘ ଆଜି ଏହି ବଡ ନିଷ୍ପତି ନେଇଛି । ତେବେ ୧ ତାରିଖରେ କଳାହାଣ୍ଡିରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ । ଆଉ ଏହି ଦିନ ବ୍ଲକରୁ ଜିଲ୍ଲାରୁ ବସ ଗଡିବ ତାହାହେଲେ…

ଅଡୁଆରେ ଅଭିନେତା ସଂଜୟ ଦତ୍ତ, ରାପର ବାଦଶାହା: ବେଟିଂ ଆପରେ ଆଇପିଏଲ ପ୍ରମୋସନ ଅଭିଯୋଗ ନେଇ ମୁମ୍ବାଇ ସାଇବର ଥାନାରେ…

କନକ ବ୍ୟୁରୋ: ଅଡୁଆରେ ବଲିଉଡ ଅଭିନେତା ସଂଜୟ ଦତ ଓ ରାପର ବାଦଶାହା । ଅଭିଯୋଗ ଘେରରେ ଥିବା ଫେୟାରପ୍ଲେ ଅନଲାଇନ ବେଟିଂ ଆପରେ ଆଇପିଏଲର ପ୍ରଚାର କରିବା ଅଭିଯୋଗରେ ମୁମ୍ବାଇ ସାଇବର ଥାନାରେ ଏଫଆଇଆର ରୁଜୁ କରାଯାଇଥିବା ସୂଚନା ମିଳିଛି । ସୋମବାର ମୁମ୍ବାଇ ଥାନାରେ ପହଁଚି ଜେରାର ସମ୍ମୁଖୀନ…

ସିଲଂରେ ଚାଲିଛି ଭାରତ-ମାଲେସିୟା ସମରଭ୍ୟାସ: ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ

କନକ ବ୍ୟୁରୋ: ସିଲଂରେ ଭାରତ ଓ ମାଲେସିଆ ସମରାଭ୍ୟାସ ଚାଲିଛି । ଅକ୍ଟୋବର ୨୩ରୁ ଏହା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୫ ଯାଏଁ ଚାଲିବ । ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି । ଜଳ, ସ୍ଥଳ, ଆକାଶପଥରେ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ସହ କଳାକୌଶଳ ଦେଖାଉଛି ଉଭୟ ଦେଶର…

ସଂରକ୍ଷଣ ଦାବିରେ ଜଳୁଛି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲା: ଏନସିପି ବିଧାୟକଙ୍କ ଘର ପୋଡିଲେ, ଟେକା ପଥର ମାଡ କଲେ…

କନକ ବ୍ୟୁରୋ: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ହିଂସାତ୍ମକ ରୂପ ନେଇଛି । ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ ମାନେ ବିଧାୟକଙ୍କ ଘର ଜାଳି ଦେଇଛନ୍ତି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଘରର ବେସମେଂଟରେ…

ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ, ଅମ୍ବାଜୀ ମନ୍ଦିରରେ କଲେ ପୂଜାପାଠ ଓ ଆଳତି: ରାଜ୍ୟବାସୀଙ୍କୁ ୬ହଜାର…

କନକ ବ୍ୟୁରୋ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କା ପ୍ରକଳ୍ପର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟର ବନାସକାଂଟରେ ମୋଦୀ ବିରାଟ ରୋଡ ଶୋ କରିଛନ୍ତି । ରୋଡ ଶୋ ପରେ ଗୁଜରାଟର ଅମ୍ବାଜି ମନ୍ଦିରରେ ପହଂଚି…

ରିଲିଜ୍ ହେଲା “ଓଁ ସ୍ୱାହା” ଚଳଚ୍ଚିତ୍ରର ଅଡିଓ

କନକ ବ୍ୟୁରୋ: ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ. ଟି ପ୍ରଡ଼କସନ୍ ସହଯୋଗୀତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର "ଓଁ ସ୍ୱାହା" ର ଅଡିଓ ରିଲିଜ୍ କାର୍ୟ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ମହାଡ଼ମ୍ବରରେ…