Daily Archives

October 11, 2023

ଆଫଗାନିସ୍ତାନ ବିରୋଧରେ ଭାରତର ବଡ ବିଜୟ: ୮ ୱିକେଟରେ ଜିତିଲା ଟିମ ଇଣ୍ଡିଆ

କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ଅତିଥି ଟିମକୁ ଆୟୋଜକ ଭାରତ ୮ ୱିକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ…

ବହୁତ ହୋଇଗଲା… ଆଉ ନୁହେଁ: ବାଲ୍ୟ ବିବାହ ବିରୋଧରେ ପୂଜା ଓ ଅନିଶା

କନକ ବ୍ୟୁରୋ: ରାଜଧାନୀରେ ବାଲ୍ୟ ବିବାହ ବିରୋଧରେ ଉଠିଛି ସ୍ୱର । ନିଜର ତିକ୍ତ ଅନୁଭୂତିକୁ ନେଇ ଦୁଇ ଜଣ ଝିଅ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ସ୍ୱେଛାସେବୀ ଅନୁଷ୍ଠାନ ରୁଚିକା ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଏଭଳି ବାଳିକା ମଣ୍ଡଳ ଗଠନ କରିଛି । ରାଜଧାନୀର ବସ୍ତିଗୁଡିକରେ କିଛିଦିନ ହେଲା…

ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା 

କନକ ବ୍ୟୁରୋ: ରାଜଧାନୀରେ ଲୁଟର ନୂଆ ତରିକା ।  ସମଲଙ୍ଗୀ ଆପରେ  ଚାଟ୍ କରି  ପାଖକୁ ଡାକୁଛନ୍ତି ଓ  ପରେ ଭିଡଓ କରି  ବ୍ଲାକମେଲ କରିବାକୁ ଧମକ ଦେଇ ଲୁଟ କରୁଛନ୍ତି ।  ଭୁବନେଶ୍ୱର ସାମନ୍ତରାପୁର ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଆଉ ସବୁଠାରୁ ବଡ କଥା ହେଲା, ଏଥିରେ ସାମିଲ ଅଛନ୍ତି ୪…

ହକିରେ ହୃଦୟ ଜିତୁଛି ଭାରତ: କଲେଜ ପିଲା ଶୁଣିବେ ବିଜୟ ଗାଥା

କନକ ବ୍ୟୁରୋ: କଲେଜ ଛାତ୍ର ଶୁଣିବେ ହକି ସଫଳତାର ଗାଥା । ଏ ନେଇ ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରଛି ଉଚ୍ଚଶିକ୍ଷା ବିଭାଗ । ଓଡିଶା ହକି ଦଳର ପ୍ରଯୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ କୁହାଯିବ । ଏହା ସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର…

ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା । ଜଲସା ବାସଭବନ ବାହାରେ ପହଁଚି ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଲେ ଶହ ଶହ…

କନକ ବ୍ୟୁରୋ : ଫିଲ୍ମ ଦୁନିଆକୁ ଅନେକ କଳାକାର ଆସନ୍ତି ଯାଆନ୍ତି । ଏହା ଭିତରେ କିଛି ଜଣ ଥାଆନ୍ତି ଯେଉଁମାନେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରନ୍ତି । ଏହା ଭିତରେ ଜଣେ ମାତ୍ର ଚେହେରା ରହିଛି ଯାହାଙ୍କ ଗୋଟିଏ ଝଲକ ଓ ଅନନ୍ୟ କଣ୍ଠସ୍ୱର ହିଁ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ସେ…

ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ । ମ୍ୟାଚ ପୂର୍ବରୁ ଜଲୱା ଦେଖାଇବେ ବଲିଉଡ ଷ୍ଟାର

କନକ ବ୍ୟୁରୋ : ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ ବଡ଼ ଆୟୋଜନ କରିଛି ବିସିସିଆଇ । ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶନିବାର ମଧ୍ୟାନ ୨ଟାରେ ମ୍ୟାଚ ଆରମ୍ଭ ହେବାର ଅଛି । ଏହା…