Daily Archives

October 19, 2023

ବିରାଟ କୋହଲିଙ୍କ ଶତକ । ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ।

କନକ ବ୍ୟୁରୋ: ବିରାଟ କୋହଲିଙ୍କ ଦମଦାର ଶତକ । ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ଗୁରୁବାର ବିଶ୍ୱକପରେ ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ରୋହିତ ବାହିନୀ । ବିରାଟ କୋହଲିଙ୍କ ଶତକ ସହ ୪ଟି ମ୍ୟାଚରୁ ୪ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।…

ଗାଜା ହସ୍ପିଟାଲ ଆକ୍ରମଣର ଭୟଙ୍କର ଚିତ୍ର । ଆକ୍ରମଣ ପଛରେ ‘ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ୍’ର ହାତ

କନକ ବ୍ୟୁରୋ : ଗାଜା ହସ୍ପିଟାଲର ଭୟଙ୍କର ଚିତ୍ର ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାର ଅଲ ଅହଲି ଅରବ ଡାକ୍ତରଖାନା ଉପରେ ଆକ୍ରମଣରେ ୫ଶହରୁ ଅଧିକ ମୃତ୍ୟୁ ହୋଇଛି । ଏଭଳି ବୀଭତ୍ସକାଣ୍ଡକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ଆତଙ୍କୀ ସଂଗଠନ ହମାସ ଘଟଣାକୁ…

ଫ୍ଲୋରକୁ ଆସିଲା ବିଜୟ ଥଲାପତିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ । ଯୱାନ ଓ ଜେଲରକୁ ପଛରେ ପକାଇଲା ‘ଲିଓ’

କନକ ବ୍ୟୁରୋ : ପ୍ରଥମ ଦିନ କଲେକ୍ସନ୍ରେ ଶାହରୁଖ ଖାନ୍ ଓ ରଜନୀକାନ୍ତଙ୍କ ଫିଲ୍ମକୁ ପଛରେ ପକାଇଲା ବିଜୟ ଥଲାପତିଙ୍କ ଆକ୍ସନ୍, ଥ୍ରୀଲର ସିନେମା ଲିଓ । ଫିଲ୍ମଟି ବକ୍ସ ଅଫିସରେ ଧୁମ ମଚାଇବା ସହ ଭଲ ରୋଜଗାର କରିଛି । ତାମିଲ, ହିନ୍ଦି ସମେତ ବିଭିନ୍ନ ଭାଷାରେ ଏହି ସିନେମା ଦେଶର ଅଧିକାଂଶ ସିନେମା…

ସାତ ବର୍ଷର ଅନୁସନ୍ଧାନ ପରେ ଆଇସିଏମ୍ଆରକୁ ସଫଳତା । ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ

କନକ ବ୍ୟୁରୋ : ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ । ସାତ ବର୍ଷ ଧରି ଚାଲିଥିବା ଗବେଷଣା ପରେ ଆଇସିଏମଆରକୁ ଏହି ସଫଳତା ମିଳିଛି । ଗବେଷଣା ପରେ ପୁରୁଷ ଗର୍ଭନିରୋଧକ ‘ରିସଗ’କୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଥିବା କହିଛି ଆଇସିଏମ୍ଆର । ରିସଗ ଏକ ନନ୍-ହର୍ମୋନାଲ ଇଞ୍ଜେକ୍ଟେବଲ୍ ଗର୍ଭନିରୋଧକ,…

କ୍ୟାସ୍ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । କିଏ ଏହି ସାଂସଦ?

କନକ ବ୍ୟୁରୋ: କ୍ୟାସ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । ତେବେ ଏହି ମାମଲାରେ ସଂପୃକ୍ତ ଓଡିଶାର ସାଂସଦ କିଏ ଜଣାପଡିନଥିବା ବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଥିବା ଏହି ପ୍ରସଙ୍ଗକୁ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି । ସୁପ୍ରିୟା ସୁଲେ କହିଲେ, କଂଗ୍ରେସରୁ ବିଜେପିକୁ ଯିବା ପରେ…

କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଦେଶରେ ନେତାମାନଙ୍କ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି । କଂଗ୍ରେସ ପାଲେଷ୍ଟାଇନ୍କୁ ସମର୍ଥନ କରୁଥିବାବେଳେ ଏନ୍ସିପି ମୁଖ୍ୟ ଶରଦ ପୱାର ଇସ୍ରାଏଲ ସମର୍ଥନରେ ବାହାରିଛନ୍ତି । ଆଉ ପୱାରଙ୍କ ଏଭଳି ମନ୍ତବ୍ୟକୁ ନେଇ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ…