Daily Archives

October 16, 2023

ଚିନ୍ତା ବଢ଼ାଇଲା ଆମେରିକା ପାଣିପାଗ ଏଜେନ୍ସି: ୨୦୨୪ରେ ସାରା ବିଶ୍ୱ ଦେଖିପାରେ ସୁପର ଏଲ-ନିନୋ 

କନକ ବ୍ୟୁରୋ: ବଢ଼ୁଛି ପ୍ରଶାନ୍ତ ମହାସାଗରର ତାପମାତ୍ରା । ମାଡି ଆସୁଛି ବିପଦ । ୨୦୨୪ରେ ସୁପର ଏଲ-ନିନୋ ଆସୁଛି । ଯାହା ପାଣିପାଗ ବିଗାଡିବ, ମରୁଡି ଆଣିବ ବୋଲି ଆକଳନ କରିଛି ଆମେରିକା ପାଣିପାଗ ଏଜେନ୍ସି ନ୍ୟାଶନାଲ ଓସନିକ ଆଣ୍ଡ ଆଟମୋସଫେରିକ ଆଡମିନଷ୍ଟ୍ରେସନ । ସୁପର ଏଲ-ନିନୋ ଯୋଗୁଁ ଭାରତର…

ବିଜେପି-ଟିଏମସି ମଧ୍ୟରେ ପ୍ରଶ୍ନ-ପଇସା ବିବାଦ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି…

କନକ ବ୍ୟୁରୋ: ସାଂସଦ ମହୁଆ ମୋଇତ୍ରା । ଟିଏମସିର ଜଣେ ହେଭିୱେଟ ସାଂସଦ । ଯେତେବେଳେ ସଂସଦରେ ମୁହଁ ଖୋଲନ୍ତି ସେତେବେଳେ ଏଭଳି କିଛି ଥାଏ ତାଙ୍କ ଅନ୍ଦାଜ । ବିରୋଧୀଙ୍କୁ ଚୁପ କରିବା ପାଇଁ କେବେ ପ୍ରଶ୍ନବାଣ କରନ୍ତି କେବେ ବଡ ପାଟି କରି ନିଜ କଥା ରଖନ୍ତି । ମୋହୁଆଙ୍କ ଏହି ଆଚରଣ ଉପରେ ଏବେ…

ଅର୍ଥନୀତି ବଜାରରେ ଯୁଦ୍ଧର ବଡ ପ୍ରଭାବ: ବଢ଼ୁଛି ସୁନା ଦର, ଅଶୋଧିତ ତୈଳ ଦର ବୃଦ୍ଧି ନେଇ ବଢିଲା ସମ୍ଭାବନା

କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସାରା ପୃଥିବୀକୁ ଅସ୍ଥିର କରିଛି । ଇସ୍ରାଏଲ ପାଲେଷ୍ଟାଇନ ଉପରେ ଘନ ଘନ ଆକ୍ରମଣ କରୁଛି । ଆଉ ଯୁଦ୍ଧ ତୀବ୍ରତର ହେଉଛି । ଆଉ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ଭାରତ ସମେତ ସାରା ପୃଥିବୀ ଉପରେ ପଡିବା ସମ୍ଭାବାନା ରହିଛି ? ବିଶେଷ କରି…

ଭୟଙ୍କର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ଗାଜାକୁ ଚାରିପଟୁ ଘେରି ରହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ

କନକ ବ୍ୟୁରୋ: ଗାଜା ସୀମାରେ ପ୍ରସ୍ତୁତ ହୋଇ ରହିଛନ୍ତି ୧ ଲକ୍ଷରୁ ଅଧିକ ଇସ୍ରାଏଲ ସେନା । ୨୨ ଶହ ଟ୍ୟାଙ୍କ ଜରିଆରେ ଗାଜାକୁ ତିନି ଆଡୁ ଘେରି ରହିଛନ୍ତି ଏମାନେ । ହମାସ ସହ ଶେଷ ଲଢେଇ ଲଢିବା ପାଇଁ ପ୍ରସ୍ତୁତ ଇସ୍ରାଏଲ । ଯୁଦ୍ଧର ୧୦ ଦିନରେ ଶେଷ ଲଢେଇ ପାଇଁ ରଣହୁଙ୍କାର ଦେଇଛି ଇସ୍ରାଏଲ ସେନା…

ସାମ୍ନାକୁ ଆସିଲେ ପ୍ରଦୀପ: କହିଲେ, ଆଘାତ ଯୋଗୁଁ ଚାଲିଛି ଚିକିତ୍ସା, ଦଳ ସହ ଥିବା ନେଇ ଦେଲେ ସ୍ପଷ୍ଟୀକରଣ

କନକ ବ୍ୟୁରୋ: କୁଆଡେ ଗଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । କିଛି ଦିନ ହେଲା କୌଣସି ସରକାର ଓ ବେସରକାରୀ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଦେଖା ନମିଳିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଆଉ ଦୁଇଦିନର ଚର୍ଚ୍ଚା ପରେ ସାମ୍ନାକୁ ଆସିଛନ୍ତି ଖୋଦ୍ ପ୍ରଦୀପ ମାଝି । ଆଉ ଗୋଡ଼ରେ…

ରାଜନୀତି ପାଇଁ ତନ୍ତ୍ରପୂଜା ! ପୁଣି ଚର୍ଚ୍ଚାରେ ଦିଗପହଣ୍ଡି

କନକ ବ୍ୟୁରୋ: ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଦିଗପହଣ୍ଡି ଏବେ ପୁୁଣି ଚର୍ଚ୍ଚାରେ । ଏଥର କିନ୍ତୁ ରାଜନୀତି ପାଇଁ ନୁହେଁ ତନ୍ତ୍ରପୂଜା ପାଇଁ । ଦିଗପହଣ୍ଡି –ସାନଖେମୁଣ୍ଡି ସୀମା ଅଁଳାଗୁଡ଼ା ନିକଟବର୍ତୀ ଜଙ୍ଗଲରେ ତନ୍ତ୍ରବିଦ୍ୟା ହୋଇଥିବା ଭିଡିଓ…