Daily Archives

October 15, 2023

ବିଶ୍ୱକପର ରୋମାଞ୍ଚକର ମ୍ୟାଚ୍, ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ପରାଜିତ କଲା ଆଫଗାନିସ୍ତାନ

କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟର ଏକ ରୋମାଞ୍ଚକର ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ପରାଜିତ କରିଛି ଆଫାଗାନିସ୍ତାନ । ଆଫଗାନିସ୍ତାନ ଠାରୁ ଇଂଲଣ୍ଡ ୬୯ ରନରେ ପରାଜିତ ହୋଇଛି । ଲଗାତର ପରାଜୟ ପରେ ଆଜି ଇଂଲଣ୍ଡକୁ ପରାଜିତ କରି ବିଜୟୀ ହୋଇଛି । ଏହାସହ ୨୦୧୯ ବିଶ୍ୱକପ ଚମ୍ପିଆନ ଦଳକୁ…

ରୁଟି ଦେଇଛି ରୋଜଗାର । କଟକ ଖାନନଗର ଅଂଚଳର ୧୦ ଜଣ ମହିଳା ପ୍ରସ୍ତୁତ କରୁଛନ୍ତି ରୁଟି

କନକ ବ୍ୟୁରୋ : ମାର୍କେଟରେ ବରା, ପକୁଡ଼ି, ଫାଷ୍ଟ ଫୁଡ଼, ଦହିବରା ଭଳି ଅନେକ ଦୋକାନ ରହିଛି । କିନ୍ତୁ ଖୁବ୍ କମ୍ ସ୍ଥାନରେ ରୁଟି ତିଆରି ଏହାକୁ ବିକ୍ରି କରିବା ଦେଖିବାକୁ ମିଳିଥାଏ । ହାତ ତିଆରି ରୁଟି ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି । ହେଲେ ଏହା ସବୁ ସ୍ଥାନରେ ମିଳିନଥାଏ । ଆଉ ଏହି…

ତାଳପତ୍ରରୁ ତିଆରି ହେଉଛି ଘରକରଣା ସାମଗ୍ରୀ । ବାହାନଗା କୋଚିଆକୋଇଲି ଗାଁର ୨୨ ଜଣ ମହିଳା ହେଉଛନ୍ତି ଉପକୃତ

କନକ ବ୍ୟୁରୋ : ତାଳ ପତ୍ରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ତାଳ ଗଛର ପତ୍ରରୁ ଆସନ, କୁଂଚିରୁ ଫୁଲ ଡାଲା, ଭୋଗ ଡାଲା, ଛାଂଚୁଣି, ମାଛଧରା ଖଇଁଚି, ମୁଗୁରା, ଚାଉଳ ଧୂଆ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ବାଲେଶ୍ୱର ବାହାନଗା ବ୍ଲକ କୋଚିଆକୋଇଲି ଗାଁର…

ରାୟଗଡାର ଉଚ୍ଚ ଶିକ୍ଷିତ ଦମ୍ପତିଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଦିନକୁ ଉତ୍ପାଦନ ହେଉଛି ୪ରୁ ୫ହଜାର ଟଙ୍କାର ଛତୁ

କନକ ବ୍ୟୁରୋ : ରାୟଗଡା ପଦ୍ମପୁର ଅନ୍ତର୍ଗତ ନୂଆସାହିର ଦମ୍ପତି ଶ୍ରୀଖଣ୍ଡ ମଣ୍ଡନ ସାହୁ ଓ ସାବିତ୍ରୀ ସାହୁ । ଦୁହେଁ ଗ୍ରାଜୁଏଟ୍ । ସ୍ୱାମୀ ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରି କରି ଭଲ ଦରମା ପାଉଥିଲେ । କିନ୍ତୁ ନିଜସ୍ୱ ଉଦ୍ୟମରେ କିଛି ରୋଜଗାର କରିବା ଆଶାରେ ଆରମ୍ଭ କଲେ ଛତୁ ଚାଷ ।…

ଶୀତତାପ ନିୟନ୍ତ୍ରୀତ କୋଠରୀରେ ରହୁଛନ୍ତି କୁକୁଡ଼ା । ମଣିଷ ବଦଳରେ କୁକୁଡ଼ାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛି ମେସିନ୍

କନକ ବ୍ୟୁରୋ : ଅତ୍ୟାଧୁନିକ ପଦ୍ଧତିରେ କୁକୁଡ଼ା ଫାର୍ମ । ଶୀତତାପ ନିୟନ୍ତ୍ରୀତ କୋଠରୀ ଭିତରେ ରହୁଛନ୍ତି କୁକୁଡ଼ା । ଆଉ ମଣିଷ ବଦଳରେ ମେସିନ୍ କରୁଛି କାମ । ମେସିନ୍ ଦେଉଛି କୁକୁଡ଼ାଙ୍କୁ ଖାଦ୍ୟ, ପାନୀୟ । କେବଳ ଏତିକି ନୁହେଁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରୀତ ଏହି କୋଠରୀରେ ଲାଗିଛି…

ପାରମ୍ପରିକ ଚାଷ ଅପେକ୍ଷା ଉନ୍ନତମାନର ଫଳ ଚାଷରୁ ମିଳୁଛି ଭଲ ରୋଜଗାର । ବିଦେଶୀ ଫଳ ଚାଷକରି ଅତ୍ମନିର୍ଭର ହେଉଛନ୍ତି…

କନକ ବ୍ୟୁରୋ : ଧାନ, ପାନ, ବିରି, ମୁଗ ଭଳି ପାରମ୍ପରିକ ଚାଷ ଅପେକ୍ଷା ଏବେ ଉନ୍ନତ ମାନର ଫଳ ଚାଷ କରିବାକୁ ପସନ୍ଦ କରୁଛନ୍ତି ଲୋକେ । ବଜାରରେ ବିଦେଶୀ ଫଳର ଚାହିଦା ବଢ଼ୁଛି । ତେଣୁ ଭଦ୍ରକ ଜିଲ୍ଲା ବାସୁଦେବପୁର ରତିକାନ୍ତ ପାଢ଼ୀ ତାଙ୍କ ବାଡ଼ିରେ ଡ୍ରାଗନ୍ ଫ୍ରୁଟ୍, ତାଇୱାନ୍ ପିଙ୍କ ପିଜୁଳି,…